Home Bibles ଆଦି ପୁସ୍ତକ 34 · ଓଡ଼ିଆ ବାଇବେଲ ||

ଆଦି ପୁସ୍ତକ

Chapter 34

ଓଡ଼ିଆ ବାଇବେଲ
1ଲୟୋ ଓ ଯାକୁବର କନ୍ଯା ଥିଲା ଦୀଣା। ଦିନେ ଦୀଣା ସହେିସ୍ଥାନର ସ୍ତ୍ରୀ ଲୋକମାନଙ୍କରୁ ଭଟେିବାକୁ ଗଲା। 2ସହେି ଦେଶର ରାଜା ଥିଲେ ହମାରେ। ତାଙ୍କର ପୁତ୍ର ଶିଖିମ ଦୀଣାକୁ ଦେଖିଲା। ଶିଖିମ ଦୀଣାକୁ ବଳପୂର୍ବକ ନଇଗେଲା ଏବଂ ତାକୁ ଧର୍ଷଣ କଲା। 3ଏହାପରେ ଶିଖିମ ଦୀଣାର ପ୍ ରମେ ରେ ପଡ଼ିଗଲା ଓ ତାକୁ ବିବାହ ହବୋକୁ ଚାହିଁଲା। 4ଶିଖିମ ତା'ର ପିତା ହ ମାରେକୁ କହିଲା, ଦୟାକରି ଏହି ଝିଅ ସହିତ ମାରେ ବିବାହର ବନ୍ଦୋବନ୍ତ କର। 5ଯାକୁବ ଜାଣିବାକୁ ପାଇଲା ଯେ, ସହେି ୟୁବକ ଦୀଣା ଉପରେ ଅପମାନ ଆଣିଛି। କିନ୍ତୁ ଯାକୁବର ସମସ୍ତ ପୁଅମାନେ କ୍ଷେତ୍ର ରେ ପଶୁପଲଙ୍କ ସହିତ ଥିଲେ। ସେ କିଛି କଲା ନାହିଁ, ତା'ର ପୁତ୍ରମାନେ ଫରେିବା ପର୍ୟ୍ଯନ୍ତ ଅପେକ୍ଷା କଲ। 6ସହେି ସମୟରେ, ଶିଖିମର ପିତା ହ ମାରେ ଯାକୁବ ସହିତ କଥା ହବୋକୁ ବାହାରି ଗଲା। 7ଯେତବେେଳେ ସମାନେେ କ୍ଷତରେୁ ଫରେିଲେ, ତା'ର ସମସ୍ତ ଭାଇମାନେ ଏହି କଥା ଶୁଣିଲେ, ସମାନେେ ଭୟଙ୍କର ଭାବରେ ରାଗିଗଲେ କାରଣ ଶିଖିମ ଇଶ୍ରାୟେଲ ରେ ଏପରି ଅପମାନଜନକ କାର୍ୟ୍ଯ କଲେ। ସେ ଯାକୁବର କନ୍ଯାକୁ ଧର୍ଷଣ କରିବା ଉଚିତ୍ ନଥିଲା। 8କିନ୍ତୁ ହମାରେ ଭାଇମାନଙ୍କୁ କହିଲେ, ମାରେ ପୁତ୍ର ଶିଖିମ ଦୀଣାକୁ ବିଭା ହବୋକୁ ଚା ହେଁ। ଦୟାକରି ତାଙ୍କୁ ତାହା ସହିତ ବିବାହ ଦିଅ। 9ଏହି ବିବାହ ଆମ୍ଭ ମଧିଅରେ ଏକ ଚୁକ୍ତି ହବେ। ଏହାପରେ ଆମ୍ଭର ଲୋକମାନେ ତୁମ୍ଭର କନ୍ଯାମାନଙ୍କୁ ଏବଂ ତୁମ୍ଭର ଲୋକମାନେ ଆମ୍ଭର କନ୍ଯାମାନଙ୍କୁ ବିବାହ କରିପାରିବେ। 10ତୁମ୍ଭମାନେେ ଆମ୍ଭମାନଙ୍କ ସହିତ ଏହି ଦେଶ ରେ ବାସ କରିବ, ବାଣଜ୍ଯ କରିବ ଓ ଭୂମି ଗ୍ରହଣ କରିପାରିବ। 11ଶିଖିମ ମଧ୍ଯ ଯାକୁବ ଓ ତାଙ୍କର ଭାଇମାନଙ୍କ ସହିତ କଥା ହେଲେ। ଶିଖିମ କହିଲେ, ଦୟାକରି ମାେତେ ଗ୍ରହଣ କର। ତୁମ୍ଭେ ଯାହା କହିବ ମୁଁ ତାହା କରିବାକୁ ପ୍ରସ୍ତୁତ। 12ମୁଁ ତୁମ୍ଭକୁ ସବୁ କିଛି ଉପହାର ଦବେି ଏବଂ ସବୁ ଟଙ୍କା ଦବେି, ଯାହା ତୁମ୍ଭେ ମାଗୁଛ। ମାତ୍ର ଏହି କନ୍ଯାକୁ ମାେତେ ବିବାହ ଦିଅ। 13ଯାକୁବର ପୁତ୍ରମାନେ ଶିଖିମକୁ ଓ ତା'ର ପିତାଙ୍କୁ ମଧ୍ଯ ମିଥ୍ଯା କହିବାପାଇଁ ନିଷ୍ପତ୍ତି ନେଲେ। ତା'ର ଭାଇମାନେ ସେତବେେଳେ ପାଗଳ ପ୍ରାଯ ଥିଲେ କାରଣ ଦୀଣାକୁ ଶିଖିମ ଭ୍ରଷ୍ଠା କରିଥିଲା। 14ତେଣୁ ଭାଇମାନେ ତାଙ୍କୁ କହିଲେ, ଆମ୍ଭମାନେେ ତୁମ୍ଭ ସହିତ ଆମର ଭଉଣୀକୁ ବୀବୀହ ଦଇପୋରିବୁ ନାହିଁ। କାରଣ ତୁମ୍ଭମାନେେ ଏପର୍ୟ୍ଯନ୍ତ ସୁନ୍ନତ ହାଇେ ନାହଁ। ଆମ ଭଉଣୀ ସହିତ ବିବାହ କରିବା ଏହା ବହୁତ ଭୁଲ ହବେ। 15କିନ୍ତୁ ଆମ୍ଭେ ଆମ୍ଭ ଭଉଣୀ ସହିତ ତୁମ୍ଭକୁ ବିବାହ ଦବେୁ ଯଦି ତୁମ୍ଭେ ଓ ତୁମ୍ଭ ସହରର ପ୍ରେତ୍ୟକକ ଲୋକ ଆମ୍ଭମାନଙ୍କ ପରି ସୁନ୍ନତ ହବେ। 16ଏହାପରେ ତୁମ୍ଭର ଲୋକମାନେ ଆମ୍ଭର କନ୍ଯାମାନଙ୍କୁ ବିବାହ କରିପାରିବେ। ଏବଂ ଆମ୍ଭର ପୁରୁଷମାନେ ତୁମ୍ଭର କନ୍ଯାମାନଙ୍କୁ ବିବାହ କରିପାରିବେ। ଏହାପରେ ଆମ୍ଭମାନେେ ଏକା ସଙ୍ଗେ ବାସ କରି ଏକାପରି ହାଇପୋରିବା। 17ଯଦି ତୁମ୍ଭେ ସୁନ୍ନତ ହବୋ ପାଇଁ ମନା କର ତବେେ ଆମ୍ଭେ ଆମ୍ଭର ଭଉଣୀ ଦୀଣାକୁ ନଇୟିବେୁ। 18ଏହି ଚୁକ୍ତି ହ ମାରେ ଓ ଶିଖିମକୁ ଖୁସି କରାଇଲା। 19ଦୀଣାର ଭାଇମାନଙ୍କର କଥାନୁସା ରେ ସୁନ୍ନତ ହବୋକୁ ଖୁସି ରେ ଗ୍ରହଣ କଲେ। 20ହ ମାରେ ଓ ଶିଖିମ ତାଙ୍କ ସହରର ସଭାସ୍ଥଳକୁ ଗଲା। ସମାନେେ ସହେି ସହରର ଲୋକମାନଙ୍କୁ କହିଲେ, 21ଏହି ଲୋକମାନେ ଆମ ସହିତ ବନ୍ଧୁତା କରିବାକୁ ଚାହୁଁଛନ୍ତି। ଆମ୍ଭମାନେେ ଆମ୍ଭ ଦେଶ ରେ ତାଙ୍କୁ ଶାନ୍ତେ ରେ ବାସ କରିବାକୁ ଦବୋ। ଆମ୍ଭମାନଙ୍କର ଓ ତୁମ୍ଭମାନଙ୍କ ପାଇଁ ୟଥେଷ୍ଟ ଭୂମି ଅଛି। ଆମ୍ଭମାନେେ ତାଙ୍କ କନ୍ଯାମାନଙ୍କୁ ବିବାହ କରି ପାରିବା। ଆମ୍ଭମାନେେ ମଧ୍ଯ ଆମ୍ଭମାନଙ୍କର କନ୍ଯାମାନଙ୍କୁ ତାଙ୍କ ସହିତ ବିବାହ ଦଇେ ପାରିବା। 22ସମାନେେ ଆମ୍ଭମାନଙ୍କୁ ଗ୍ରହଣ କରିବା ପାଇଁ ଏବଂ ଆମ୍ଭମାନଙ୍କ ମଧିଅରେ ବାସ କରିବା ପାଇଁ ଗୋଟିଏ କଥା ଆମ୍ଭ ସମସ୍ତଙ୍କୁ କରିବାକୁ ହବେ। ସମାନଙ୍କେ ପରି ଆମ୍ଭମାନଙ୍କର ପୁରୁଷମାନଙ୍କୁ ସୁନ୍ନତ ହବୋକୁ ପଡ଼ିବ। 23ଯଦି ଆମ୍ଭେ ଏପରି କରିବା, ତବେେ ତାଙ୍କର ପଶୁମାନଙ୍କ ଦ୍ବାରା ଆମ୍ଭେ ଧନି ହାଇପୋରିବା। ତେଣୁ ଆମ୍ଭେ ସମାନଙ୍କେ ସହିତ ଚୁକ୍ତି କରିବା ଉଚିତ। ଏବଂ ସମାନେେ ଏହିଠା ରେ ଆମ୍ଭମାନଙ୍କ ସହିତ ବାସ କରିବେ। 24ସଭାସ୍ଥଳ ରେ ସମସ୍ତ ଲୋକ ଏହି କଥା ଶୁଣି ରାଜି ହାଇଗେଲେ। ହ ମାରେଓ ଶିଖିମ କଥା ରେ। ଏବଂ ଏକା ସମୟରେ ସମସ୍ତେ ସୁନ୍ନତ ହେଲେ। 25ତିନିଦିନ ପରେ, ସଇେ ସ୍ଥାନର ଲୋକମାନେ ସୁନ୍ନତ ଯୋଗୁଁ କଷ୍ଟ ରେ ଥିଲେ। ଯାକୁବର ଦୁଇପୁତ୍ର ଶିମିୟୋନ ଓ ଲବେୀ, ତାଙ୍କର ଖଡ୍ଗ ନେଲେ ଏବଂ ସହେି ନଗରର ନିର୍ଭୟ ରେ ପ୍ରେତ୍ୟକକ ପୁରୁଷମାନଙ୍କୁ ମାରି ଦେଲେ। 26ଦୀଣାର ଭାଇଶିମିଯୋନ ଓ ଲବେୀ , ଶିଖିମ ଓ ହ ମାରେକୁ ହତ୍ଯା କଲେ। ଏହାପରେ ସମାନେେ ଦୀଣାକୁ ଶିଖିମର ଘରୁ ନଇଗେଲେ। 27ଯାକୁବର ପୁତ୍ରମାନେ ସହେି ନଗରକୁ ଗଲେ, ଯେଉଁଠା ରେ ତାଙ୍କ ଭଉଣୀ କଳୁଷିତ ହାଇେଥିଲା, ଏବଂ ପ୍ରେତ୍ୟକକ ଦ୍ରବ୍ଯ ହରଣ କଲେ। 28ସେଥିପାଇଁ ତା'ର ଭାଇମାନେ ସହେି ସହରରୁ ଓ କ୍ଷେତ୍ରରୁ ସମସ୍ତ ପଶୁପଲ, ମଷେ, ଛଳେି ଏବଂ ଗଧ ନଇଗେଲେ। 29ସହେି ଲୋକମାନଙ୍କର ଯାହା ସବୁ ଥିଲା ସମସ୍ତ ଏମାନେ ନଇେ ଆସିଲେ। ତା'ର ଭାଇମାନେ ଏପରିକି ତାଙ୍କର ସ୍ତ୍ରୀ ଓ ପିଲାମାନଙ୍କୁ ବନ୍ଦୀକରି ନଇେ ଆସିଲେ। 30କିନ୍ତୁ ଯାକୁବଶିମିଯୋନ ଓ ଲବେୀକୁ କହିଲେ, ତୁମ୍ଭମାନେେ ମାେତେ ବହୁ ଅସୁବିଧା ରେ ପକାଇଲଣି। ଏଠାକାର ସମସ୍ତ ଲୋକେ ମାେତେ ଘୃଣା କରିବେ। ସମସ୍ତ କିଣାନୀଯ ସମସ୍ତ ପିରିଜୀଯ ସମସ୍ତ ଲୋକେ ମାରେ ବିରଦ୍ଧାଚରଣ କରିବେ। ଆମ୍ଭମାନଙ୍କର ବହୁତ କମ୍ ଲୋକ। ଯଦି ଏହି ସ୍ଥାନର ଲୋକମାନେ ଆମ୍ଭ ସହ ୟୁଦ୍ଧ କରିବା ପାଇଁ ଏକତ୍ରିତ ହବେେ। ତବେେ ଆମ୍ଭେ ଧ୍ବଂସ ପାଇୟିବା। ଏବଂ ଆମ୍ଭର ସମସ୍ତ ଲୋକେ ମାେ ସହିତ ଶଷେ ହାଇଯେିବେ। 31କିନ୍ତୁ ଭାଇମାନେ କହିଲେ, ସହେି ଲୋକମାନେ ଆମ ଭଉଣୀ ପ୍ରତି ଏକ ବେଶ୍ଯା ଭଳି ବ୍ଯବହାର କରି ଠିକ୍ କରି ନାହାଁନ୍ତି।

Choose Theme