Home Bibles ☰ Books ଆଦି ପୁସ୍ତକ 30:24 · ଓଡ଼ିଆ ବାଇବେଲ
ଆଦି ପୁସ୍ତକ 30:24 · ଓଡ଼ିଆ ବାଇବେଲ

ସେ ମଧ୍ଯ କହିଲା, ପରମେଶ୍ବର ମାେତେ ଆଉ ଗୋଟିଏ ପୁତ୍ର ଅଧିକ ଦିଅନ୍ତୁ। ସେଥିପାଇଁ ରାହେଲ ତା'ର ନାମ ଯୋଷଫେ ରଖିଲା।

Cross references

ଆଦି ପୁସ୍ତକ 35:17

ପ୍ରସବ ବଦନୋ ଅତିଶଯ କଷ୍ଟ ହବୋରୁ ଧାତ୍ରୀ ତାହାକୁ କହିଲେ, ଭୟ କରନାହିଁ, ତୁମ୍ଭେ ଏଥର ହିଁ ପୁତ୍ର ପ୍ରସବ କରିବ।

ଆଦି ପୁସ୍ତକ 35:24

ଯୋଷେଫ୍ ଓ ବିନ୍ଯାମିନ୍ ରାହେଲର ସନ୍ତାନ।

ଆଦି ପୁସ୍ତକ 37:2

ଏହା ହେଉଛି ଯାକୁବ ପରିବାରର ଇତିହାସ।

ଆଦି ପୁସ୍ତକ 37:4

ଯୋଷଫେର ଭାଇମାନେ ଦେଖିଲେ ତାଙ୍କର ପିତା ସମାନଙ୍କେଠାରୁ ସମାନଙ୍କେର ଭାଇ ଯୋଷଫେକୁ ଅଧିକ ଭଲ ପାଉଛନ୍ତି। ତେଣୁ ସମାନେେ ଯୋଷଫେକୁ ଘୃଣା କଲେ। ତେଣୁ ତା ପ୍ରତି ସମାନେେ ଭଲ ଭାବରେ କଥାବାର୍ତ୍ତା କଲେ ନାହିଁ।

ଆଦି ପୁସ୍ତକ 39:1

ଯୋଷଫେ ମିଶର ଦେଶକୁ ଅଣା ଯାନ୍ତେ ଫାରୋଙ୍କର ଜଣେ ଭୃତ୍ଯ ଅର୍ଥାତ୍ ମିସ୍ରୀଯ ପୋଟୀଫର ନାମକ ରକ୍ଷକ ସନୋପତି ତାଙ୍କର ଅନଯନକାରୀ ଇଶ୍ମାଯଲେୀଯମାନଙ୍କଠାରୁ ଯୋଷଫଙ୍କେୁ କିଣିଲା।

ଆଦି ପୁସ୍ତକ 42:6

ସହେି ସମୟରେ ମିଶର ରେ ଯୋଷଫେ ଅଧ୍ଯକ୍ଷ୍ଯ ଥିଲେ। ଯେଉଁମାନେ ମିଶରରୁ ଖାଦ୍ୟ ଶସ୍ଯ କ୍ରଯ କରୁଥିଲେ ସମାନଙ୍କେୁ ଯୋଷଫେ ଖାଦ୍ୟ ବିକ୍ରୀ କରୁଥିଲେ। ତେଣୁ ଯୋଷଫେର ଭାଇମାନେ ଆସିଲେ ଏବଂ ସମାନଙ୍କେର ମୁଖ ଭୂମି ଆଡ଼କୁ କରି ଯୋଷଫେକୁ ପ୍ରଣାମ କଲେ।

ଆଦି ପୁସ୍ତକ 48:1

ପରେ, ଯୋଷଫେ ଜାଣିବାକୁ ପାଇଲେ ଯେ ତାଙ୍କର ପିତା ବହୁତ ଅସୁସ୍ଥ ହାଇେ ପଡ଼ିଛନ୍ତି। ତେଣୁ ଯୋଷଫେ ତାଙ୍କର ଦୁଇ ପୁତ୍ର ମନଃଶ ଓ ଅଫ୍ରାଯିମଙ୍କୁ ନଇେ ତାଙ୍କର ପିତାଙ୍କ ନିକଟକୁ ଗଲେ।

ଆଦି ପୁସ୍ତକ 49:22

ଯୋଷଫେ ଫଳଦାଯୀ ବୃକ୍ଷର ପଲ୍ଲବ। ସେ ନିର୍ଝର ଫଳଦାଯୀ ବୃକ୍ଷର ପଲ୍ଲବ ସ୍ବରୂପ। ତା'ର ଶାଖା ସକଳ ପ୍ରାଚୀର ଉପରେ ଚଢ଼ିବ।

ଦିତୀୟ ବିବରଣ 33:13

ମାଶାେ ଯୋଷଫଙ୍କେ ବିଷଯ ରେ କହିଲେ, ସଦାପ୍ରଭୁ, ଯୋଷଫଙ୍କେର ଭୂମିକକ୍ସ୍ଟ ଆଶୀର୍ବାଦ କରନ୍ତକ୍ସ୍ଟ। ସଦାପ୍ରଭୁ ଆକାଶରକ୍ସ୍ଟ ଶିଶିର ବିନ୍ଦକ୍ସ୍ଟ ଓ ଧରଣୀ ଗଭୀରକ୍ସ୍ଟ ତାଙ୍କର ଭୂମି ୟଥେଷ୍ଟ ପାଣି ପାଉ ଓ ତାଙ୍କର କ୍ଷେତ୍ରଗକ୍ସ୍ଟଡିକ ବାରିଧି ରେ ପରିପୂର୍ଣ କରନ୍ତକ୍ସ୍ଟ।

ଯିହିଜିକଲ 37:16

ହେ ମନୁଷ୍ଯ ପୁତ୍ର, ତୁମ୍ଭେ ଖଣ୍ଡେ ଆଶାବାଡ଼ି ନଇେ ତହିଁ ଉପ ରେ ଏହି କଥା ଲେଖ, ଏହି ଆଶାବାଡ଼ି ଯିହୁଦା ଓ ତାହାର ସାଙ୍ଗଗଣ ଇଶ୍ରାୟେଲର ଲୋକମାନଙ୍କୁ ଦର୍ଶାଏ ; ତା'ପ ରେ ଆଉ ଖଣ୍ଡେ ଆଶାବାଡ଼ି ନଇେ ତାହା ଉପ ରେ ଏହି କଥା ଲେଖ, ଏହି ଆଶାବାଡ଼ି ଇଫ୍ରଯିମର, ଇଶ୍ରାୟେଲ ବଂଶ ଯୋଷଫେ ଓ ତା'ର ସାଙ୍ଗମାନଙ୍କୁ ଦର୍ଶାଏ।'

ରେରିତମାନଙ୍କ କାର୍ଯ୍ୟର ବିବରଣ 7:9

ସହେି ପୂର୍ବପୁରୁଷମାନେ ଯୋଷଫଙ୍କେର ପ୍ରତି ଈର୍ଷା କରି ତାହାଙ୍କୁ ମିଶର ଦେଶର ଜଣେ ଦାସ ଭାବରେ ବୁକ୍ରୀ କରି ଦେଲେ। କିନ୍ତୁ ପରମେଶ୍ବର ଯୋଷଫଙ୍କେ ସହିତ ଥିଲେ।

ଏବ୍ରୀ 11:21

ବିଶ୍ବାସ କାରଣରୁ ହିଁ, ମଲାବେଳେ ଯାକୁବ, ଯୋଷଫଙ୍କେ ପ୍ରେତ୍ୟକକ ପୁତ୍ରକୁ ଆଶୀର୍ବାଦ କଲେ। ସେ ନିଜର ବାଡ଼ି ଉପରେ ନଇଁ ପଡ଼ି ପରମେଶ୍ବରଙ୍କୁ ଉପାସନା କଲେ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 7:8

ସବୁଲୂନ୍ ପରିବାରବର୍ଗରୁ 12,000, ଯୋଷେଫ ପରିବାରବର୍ଗରୁ 12,000, ବିନ୍ୟାମିନ ପରିବାରବର୍ଗରୁ 12,000

Interlinear

Choose Theme