ଆଦି ପୁସ୍ତକ 35:17 · ଓଡ଼ିଆ ବାଇବେଲ
ପ୍ରସବ ବଦନୋ ଅତିଶଯ କଷ୍ଟ ହବୋରୁ ଧାତ୍ରୀ ତାହାକୁ କହିଲେ, ଭୟ କରନାହିଁ, ତୁମ୍ଭେ ଏଥର ହିଁ ପୁତ୍ର ପ୍ରସବ କରିବ।
Cross references
ଆଦି ପୁସ୍ତକ 30:24
ସେ ମଧ୍ଯ କହିଲା, ପରମେଶ୍ବର ମାେତେ ଆଉ ଗୋଟିଏ ପୁତ୍ର ଅଧିକ ଦିଅନ୍ତୁ। ସେଥିପାଇଁ ରାହେଲ ତା'ର ନାମ ଯୋଷଫେ ରଖିଲା।
ପ୍ରଥମ ଶାମୁୟେଲ 4:19
ସେ ସମୟରେ ଏଲିର ପକ୍ସ୍ଟତ୍ରବଧୂ ପୀନହସର ସ୍ତ୍ରୀ ଗର୍ଭବତୀ ଥିଲା ଓ ତା'ର ପ୍ରସବକାଳ ନିକଟ ଥିଲା ଏହା ଶକ୍ସ୍ଟଣିବା ପରେ ପରମେଶ୍ବରଙ୍କ ପବିତ୍ର ସିନ୍ଦକ୍ସ୍ଟକ ଧରା ପଡିଲା। ତା'ର ଶ୍ବଶକ୍ସ୍ଟର ଓ ସ୍ବାମୀ ମୃତକ୍ସ୍ଟ୍ଯବରଣ କଲେ। ଅତି ପ୍ରସବକାଳିନ ୟନ୍ତ୍ରଣା ଭୋଗ କରୁକରୁ ସେ ପ୍ରସବ କଲା।
ପ୍ରଥମ ଶାମୁୟେଲ 4:20
ତା'ପରେ ପ୍ରାଯ ତାହାର ମରଣ ହେଲାପରି, ତାହା ନିକଟରେ ଠିଆ ହାଇେଥିବା ସ୍ତ୍ରୀମାନେ ତାକକ୍ସ୍ଟ କହିଲେ, ଭୟ କର ନାହିଁ, ତୁମ୍ଭେ ତ ପକ୍ସ୍ଟତ୍ର ପ୍ରସବ କରିଅଛ,