Home Bibles ଏବ୍ରୀ 11:21 · ଓଡ଼ିଆ ବାଇବେଲ
ଏବ୍ରୀ 11:21 · ଓଡ଼ିଆ ବାଇବେଲ

ବିଶ୍ବାସ କାରଣରୁ ହିଁ, ମଲାବେଳେ ଯାକୁବ, ଯୋଷଫଙ୍କେ ପ୍ରେତ୍ୟକକ ପୁତ୍ରକୁ ଆଶୀର୍ବାଦ କଲେ। ସେ ନିଜର ବାଡ଼ି ଉପରେ ନଇଁ ପଡ଼ି ପରମେଶ୍ବରଙ୍କୁ ଉପାସନା କଲେ।

Cross references

ଆଦି ପୁସ୍ତକ 47:31

ଏହାପରେ ଯାକୁବ କହିଲେ, ତୁମ୍ଭେ ଶପଥ କର। ଏବଂ ଯୋଷଫେ ତାଙ୍କ ସମ୍ମୁଖ ରେ ଶପଥ କଲେ। ଏହାପରେ ଇଶ୍ରାୟେଲ ଶୟ୍ଯା ରେ ମୁଣ୍ଡ ଆଡ଼େ ପ୍ରଣାମ କଲେ।

ଆଦି ପୁସ୍ତକ 48:5

ଏବଂ ବର୍ତ୍ତମାନ ତୁମ୍ଭର ଦୁଇ ପୁତ୍ର ଅଛନ୍ତି। ଏହି ଦୁଇ ପୁତ୍ର ମିଶର ରେ ମାରେ ଆସିବା ପୂର୍ବରୁ ଜନ୍ମିଛନ୍ତି। ତୁମ୍ଭର ଦୁଇ ପୁତ୍ର ଇଫ୍ରଯିମ ଓ ମନଃଶି ମାେ ନିଜର ପୁତ୍ର ପରି। ସମାନେେ ରୂବନେ ଓ ସିମିଯୋନଙ୍କ ପରି ମାେ ପାଇଁ ଅଟନ୍ତି।

Interlinear

Choose Theme