Home Bibles ☰ Books ଆଦି ପୁସ୍ତକ 30:23 · ଓଡ଼ିଆ ବାଇବେଲ
ଆଦି ପୁସ୍ତକ 30:23 · ଓଡ଼ିଆ ବାଇବେଲ

ରାହେଲ ଗର୍ଭବତୀ ହାଇେ ଏବଂ ଏକ ପୁତ୍ର ସନ୍ତାନ ଜନ୍ମ ଦଲୋ। ରାହେଲ କହିଲା, ପରମେଶ୍ବର ମାରେ ଲଜ୍ଜ୍ଯା ନଇୟୋଇଛନ୍ତି।

Cross references

ଆଦି ପୁସ୍ତକ 29:31

ସଦାପ୍ରଭୁ ଦେଖିଲେ ଲଯା ଘୃଣିତ ହେଉଛି, ସେଥିପାଇଁ ସଦାପ୍ରଭୁ ଲୟୋକୁ ଗର୍ଭବତୀ କରାଇଲେ। ରାହେଲର କୌଣସି ସନ୍ତାନ ଜନ୍ମ ହେଲା ନାହିଁ।

ପ୍ରଥମ ଶାମୁୟେଲ 1:5

ଇଲ୍କାନା ମଧ୍ଯ ତା'ର ସ୍ତ୍ରୀ ହାନ୍ନାକକ୍ସ୍ଟ ତା'ର ଦକ୍ସ୍ଟଇଗକ୍ସ୍ଟଣ ଅଂଶ ଦେଉଥିଲା। କାରଣ ନିଜ ସ୍ତ୍ରୀ ହାନ୍ନାକକ୍ସ୍ଟ ସେ ବାସ୍ତବ ରେ ପ୍ ରମେ କରୁଥିଲା। କିନ୍ତୁ ସଦାପ୍ରଭୁ ତା' କୋଳ ରେ କୌଣସି ସନ୍ତାନ ସନ୍ତତି ଦଇେ ନ ଥିଲେ।

ଯିଶାଇୟ 4:1

ସହେି ସମୟରେ ସାତଜଣ ସ୍ତ୍ରୀ ଏକ ପୁରୁଷକୁ ଧରି କହିବେ, ଆମ୍ଭମାନେେ ଆମ୍ଭ ନିଜର ଅନ୍ନ ଭୋଜନ କରିବୁ ଓ ନିଜର ବସ୍ତ୍ର ପରିଧାନ କରିବୁ। ତୁମ୍ଭେ ଯଦି ଆମ୍ଭମାନଙ୍କୁ ବିବାହ କରିବ ତାହା ହେଲେ ଆମ୍ଭମାନେେ ଆମ୍ଭମାନଙ୍କର ସମସ୍ତ କାର୍ୟ୍ଯ କରିବୁ। ଆମ୍ଭମାନଙ୍କୁ କବଳେ ତୁମ୍ଭର ନାମ ରେ ଖ୍ଯାତ କର ଓ ଆମ୍ଭମାନଙ୍କର ଲଜ୍ଜା ଅପମାନକୁ ଦୂର କର।'

ଲୂକଲିଖିତ ସୁସମାଚାର 1:21

ତଣେେ ଲୋକମାନେ ବାହା ରେ ଜିଖରିୟଙ୍କୁ ଅପେକ୍ଷା କରିଥିଲେ। ସମାନେେ ଆଶ୍ଚର୍ୟ୍ଯ ହେଲେ ଯେ ଏତେ ସମୟ ପର୍ୟ୍ଯନ୍ତ ଜିଖରିୟ ମନ୍ଦିର ଭିତ ରେ କାହିଁକି ଅଟକି ରହିଛନ୍ତି!

ଲୂକଲିଖିତ ସୁସମାଚାର 1:25

ଦେଖ, ଶଷେ ରେ ପରମେଶ୍ବର ମାେତେ ସାହାୟ୍ଯ କରିଛନ୍ତି। ଲୋକମାନଙ୍କ ମଧିଅରେ ମାରେ ଲଜ୍ଜା ନିବାରଣ କରିବା ପାଇଁ ପ୍ରଭୁ ମାେ' ପ୍ରତି ସଦୟ ହାଇେଛନ୍ତି।

ଲୂକଲିଖିତ ସୁସମାଚାର 1:27

ଦାଉଦଙ୍କ ବଂଶଜ ୟୋ ସଫେ ନାମକ ଜଣେ ପୁରୁଷ ସହିତ ସେ କନ୍ଯାଙ୍କର ବିବାହ ନିର୍ବନ୍ଧ ହାଇେ ସାରିଥିଲା। ତାହାଙ୍କର ନାମ ମରିୟମ ଥିଲା।

Interlinear

Choose Theme