Home Bibles ☰ Books ଆଦି ପୁସ୍ତକ 29:23 · ଓଡ଼ିଆ ବାଇବେଲ
ଆଦି ପୁସ୍ତକ 29:23 · ଓଡ଼ିଆ ବାଇବେଲ

ସହେିଦିନ ରାତି ରେ ଲାବନ ଯାକୁବଙ୍କ ପାଇଁ ତାଙ୍କର ଝିଅ ଲୟୋକୁ ଆଣିଲେ। ଯାକୁବ ଏବଂ ଲୟୋ ଉଭୟ ସହବାସ କଲେ।

Cross references

ଆଦି ପୁସ୍ତକ 24:65

ରିବିକା ଦାସକୁ କହିଲା, ଆମ୍ଭମାନଙ୍କୁ ଦେଖି ସାକ୍ଷାତ କରିବାକୁ ଆସୁଥିବା ୟୁବକ କିଏ? ଦାସଟି ଉତ୍ତର ଦେଲେ, “ସେ ହେଉଛନ୍ତି ମୋର କର୍ତ୍ତା।” ତେଣୁ ରିବିକା ମୁହଁକୁ ନିଜର ଓଢ଼ଣାରେ ଆଚ୍ଛାଦନ କଲେ।

ଆଦି ପୁସ୍ତକ 38:14

ତାମର ସର୍ବଦା ବିଧବା ବସ୍ତ୍ର ପିନ୍ଧୁଥିଲା। ତେଣୁ ସେ କିଛି ଅନ୍ୟ ପୋଷାକ ପିନ୍ଧି ତା'ର ମୁହଁକୁ ଲୁଚାଇ ତିମ୍ନାତାର ପଥ ପାଶର୍ବସ୍ଥିତ ଐନମର ପ୍ରବେଶ ସ୍ଥାନ ରେ ବସି ରହିଲା। କାରଣ ସେ ଦେଖିଲା ଶଲୋ ବଡ଼ ହେଲେ ହେଁ ତାକୁ ବିବାହ କଲାନାହିଁ।

ମୀଖା 7:5

ତୁମ୍ଭର ପ୍ରତିବେଶୀ କି ମିତ୍ରଙ୍କୁ ବିଶ୍ବାସ କରନାହିଁ। ଏପରିକି ତୁମ୍ଭ ସହିତ ଶୋଉଥିବା ସ୍ତ୍ରୀ ପାଖ ରେ ମୁଖ ଖାେଲ ନାହିଁ।

Interlinear

Choose Theme