Home Bibles ଦିତୀୟ ଶାମୁୟେଲ 14:33 · ଓଡ଼ିଆ ବାଇବେଲ
ଦିତୀୟ ଶାମୁୟେଲ 14:33 · ଓଡ଼ିଆ ବାଇବେଲ

ତା'ପରେ ଯୋୟାବ ୟାଇ ରାଜାଙ୍କକ୍ସ୍ଟ ଏକଥା ଜଣାଇଲା। ତା'ପରେ ରାଜା ଅବଶା ଲୋମକକ୍ସ୍ଟ ପାଖକକ୍ସ୍ଟ ଡକାଇଲେ, ସେ ଆସି ରାଜାଙ୍କକ୍ସ୍ଟ ଭୂମିଷ୍ଟ ପ୍ରଣାମ କଲା, ରାଜା ଅବଶା ଲୋମକକ୍ସ୍ଟ ଚକ୍ସ୍ଟମ୍ବନ କଲେ।

Cross references

ଆଦି ପୁସ୍ତକ 27:26

ଏହାପରେ ଇସ୍ହାକ ତାଙ୍କୁ କହିଲେ, ମାରେ ପୁତ୍ର ମାେ ପାଖକୁ ଆସ ମାେତେ ଚୁମ୍ବନ ଦିଅ।

ଆଦି ପୁସ୍ତକ 33:4

ସଯଲତଲବଲଳ ଏଲଷୗ ଯାକୁବକୁସଦଖିଲଲସସ ତାଙ୍କୁ ଭଲଟିବା ପାଇଁ ଦୌଡ଼ିଗଲଲ। ଏହାପଲରସସ ତା'ର ଗଳାଧରି ଆଲିଙ୍ଗନ ଓ ଚୁମ୍ବନ କଲଲ, ପୁଣି ଦୁସହଁ କାନ୍ଦିବାକୁ ଲାଗିଲଲ।

ଆଦି ପୁସ୍ତକ 45:15

ପୁଣି ଯୋଷଫେ ତାଙ୍କ ଅନ୍ୟ ସମସ୍ତ ଭାଇମାନଙ୍କୁ ଚୁମ୍ବନ କଲେ ଓ ସମାନଙ୍କେୁ ଧରି ରୋଦନ କଲେ। ଏହାପରେ ତାଙ୍କର ଭାଇମାନେ ତାଙ୍କ ସହିତ କଥା କହିଲେ।

ପ୍ରଥମ ରାଜାବଳୀ 1:53

ତା'ପରେ ରାଜା ଶଲୋମନ କେତକେ ଲୋକଙ୍କୁ ଅଦୋନିଯ ନିକଟକୁ ପଠାଇଲେ। ସମାନେେ ଅଦୋନିଯକୁ ଶ ଲୋମନ ନିକଟକୁ ଆଣିଲେ। ଅଦୋନିଯ ରାଜା ଶଲୋମନଙ୍କୁ ପ୍ରମାଣ କଲା। ଶଲୋମନ ତାହାକୁ କହିଲେ, ନିଜ ଘରକୁ ୟାଅ।

ଲୂକଲିଖିତ ସୁସମାଚାର 15:20

ତେଣୁ ସେ ସ୍ଥାନ ଛାଡି ତା' ବାପାଙ୍କ ପାଖକୁ ବାହାରିଲା।

Interlinear

Choose Theme