Home Bibles ଆଦି ପୁସ୍ତକ 12:11 · ଓଡ଼ିଆ ବାଇବେଲ
ଆଦି ପୁସ୍ତକ 12:11 · ଓଡ଼ିଆ ବାଇବେଲ

ସେ ଯେତବେେଳେ ମିଶର ଦେଶର ନିକଟବର୍ତ୍ତୀ ହେଲେ ଅବ୍ରାମ ନିଜର ସ୍ତ୍ରୀ ସାରୀଙ୍କୁ କହିଲେ, ମୁଁ ଜାଣେ ତୁମ୍ଭେ ଦେଖିବାକୁ ବହୁତ ସୁନ୍ଦର।

Cross references

ଆଦି ପୁସ୍ତକ 6:2

ପରମେଶ୍ବରଙ୍କର ପୁତ୍ରଗଣ ଦେଖିଲେ,

ଆଦି ପୁସ୍ତକ 12:14

ଯେତବେେଳେ ଅବ୍ରାମ ମିଶରକୁ ପ୍ରବେଶ କଲେ, ମିଶରୀଯମାନେ ସହେି ସୁନ୍ଦରୀ ସ୍ତ୍ରୀଲୋକ ସାରୀଙ୍କୁ ଦେଖିଲେ।

ଆଦି ପୁସ୍ତକ 20:13

ପରମେଶ୍ବର ମାେତେ ମାରେ ପିତାଙ୍କ ଗୃହରୁ ଦୂରକୁ ଆଗଇେ ନେଲେ। ପରମେଶ୍ବର ମାେତେ ଏକ ସ୍ଥାନରୁ ଅନ୍ୟସ୍ଥାନକୁ ବୁଲାଇଲେ। ଏପରି ଯେତବେେଳେ ହେଲା ମୁଁ ସାରାକୁ କହିଲି, 'ଦୟାକରି ମାେ ପାଇଁ ଏହା କର! ଆମ୍ଭେ ଯେଉଁଠାକୁ ୟିବା, ତୁମ୍ଭେ ଲୋକମାନଙ୍କୁ କହିବ ମୁଁ ତୁମ୍ଭର ଭାଇ।

ଆଦି ପୁସ୍ତକ 24:16

ସେ ବହୁତ ସୁନ୍ଦରୀ ଥିଲେ। ସେ ମଧ୍ଯ ଅବିବାହିତା ଥିଲେ। ସେ ଜଣେ କୁମାରୀ। ସେ କୂଅ ନିକଟକୁ ଗଲା ଓ ତା'ର ପାତ୍ର ରେ ପାଣି ଭର୍ତ୍ତି କଲା।

ଆଦି ପୁସ୍ତକ 26:7

ତହିଁରେ ସହେି ସ୍ଥାନର ଲୋକମାନେ ତାଙ୍କର ସ୍ତ୍ରୀ ବିଷଯ ରେ ପଚାରନ୍ତେ ସେ କହିଲେ, ସେ ମାରେ ଭଉଣୀ ସେ ଏହା କହିଲେ, କାରଣ ସେ ରିବିକା ଲାଗି ଭୟ କରୁଥିଲେ। ସଠାେକାର ଲୋକମାନେ ତାଙ୍କୁ ବଧ କରିଥାଆନ୍ତେ, କାରଣ ସେ ବହୁତ ସୁନ୍ଦରୀ ଥିଲେ।

ଆଦି ପୁସ୍ତକ 29:17

ରାହେଲ ବହୁତ ସୁନ୍ଦରୀ, ରୂପବତି ଥିଲେ ଏବଂ ଲୟୋର କୋମଳ ଦୁର୍ବଳ ଥିଲା

ଆଦି ପୁସ୍ତକ 39:6

ପୋଟୀଫର ଯୋଷଫେକୁ ସବୁ ଦାଯୀତ୍ବ ଦଇେ ସେ ଆଉ ତାଙ୍କର ଖାଇବା ବିନା କୌଣସି ପାଇଁ ବ୍ଯସ୍ତ ହେଲେ ନାହିଁ।

ପ୍ରଥମ ଶାମୁୟେଲ 25:3

ସେ ଲୋକ ଜଣକର ନାମ ନାବଲ ଥିଲା ଏବଂ ତାଙ୍କ ସ୍ତ୍ରୀର ନାମ ଅବୀଗଲ ଥିଲା, ସେ ଭାରି ସକ୍ସ୍ଟନ୍ଦରୀ ଓ ବକ୍ସ୍ଟଦ୍ଧିମତୀ ମଧ୍ଯ ଥିଲେ। କିନ୍ତୁ ନାବଲ୍ ଭାରି ନିର୍ଦ୍ଦଯ ଓ ପାପିଷ୍ଠ ଥିଲେ। ସେ କାଲବେ ପରିବାରର ଥିଲେ।

ଦିତୀୟ ଶାମୁୟେଲ 11:2

ଥରେ ସନ୍ଧ୍ଯା ସମୟରେ ଦାଉଦ ବିଛଣାରକ୍ସ୍ଟ ଉଠି ଛାତ ଉପରେ ବକ୍ସ୍ଟଲିବା ସମୟରେ ଜଣେ ସ୍ତ୍ରୀଲୋକ ଗାଧୋଉ ଥିବାର ଦେଖିଲେ। ସହେି ସ୍ତ୍ରୀ ଜଣକ ଅତି ସକ୍ସ୍ଟନ୍ଦରୀ ଥିଲା।

ପ୍ରଥମ ରାଜାବଳୀ 1:4

ସହେି ୟୁବତୀ ଅତି ସୁନ୍ଦରୀ ଥିଲା। ସେ ରାଜାଙ୍କର ସବୋ ଓ ପରିଚର୍ୟ୍ଯା କଲା।ମାତ୍ର ରାଜା ଦାଉଦ ତା' ସହିତ ୟୌନ ସମ୍ପର୍କ ରଖିଲେ ନାହିଁ।

ହିତୋପଦେଶ 21:30

ସଦାପ୍ରଭୁଙ୍କ ବିରୁଦ୍ଧ ରେ କୌଣସି ଜ୍ଞାନ କି ବୁଦ୍ଧି କି ମନ୍ତ୍ରଣା ନାହିଁ।

ହିତୋପଦେଶ 29:25

ଲୋକଭୟ ଫାନ୍ଦଜନକ, ମାତ୍ର ସଦାପ୍ରଭୁଙ୍କଠା ରେ ଯେ ନିର୍ଭର ରେଖ, ସେ ସୁରକ୍ଷିତ ହବେ।

ପରମଗୀତ 1:14

ମାେ ପ୍ରିଯତମ, ମାେ ପ୍ରତି ଐନଗଦିର ଦ୍ରାକ୍ଷା କ୍ଷେତ୍ରସ୍ଥ ହନୋ ପୁଷ୍ପ ଗୁଚ୍ଛ ତୁଲ୍ଯ ଅଟନ୍ତି।

Interlinear

Choose Theme