Home Bibles ଆଦି ପୁସ୍ତକ 20:12 · ଓଡ଼ିଆ ବାଇବେଲ
ଆଦି ପୁସ୍ତକ 20:12 · ଓଡ଼ିଆ ବାଇବେଲ

ସେ ମାରେ ସ୍ତ୍ରୀ, କିନ୍ତୁ ସେ ମଧ୍ଯ ମାରେ ଭଉଣୀ। ସେ ହେଉଛନ୍ତି ମାେ ବାପାଙ୍କର ଏକ ଝିଅ। କିନ୍ତୁ ସେ ମାେ ମାର ଝିଅ ନୁହେଁ।

Cross references

ଆଦି ପୁସ୍ତକ 11:29

ଏହାପରେ ଅବ୍ରାମ ଓ ନାହାରେ ଉଭୟ ବିବାହ କଲେ। ଅବ୍ରାମ ସ୍ତ୍ରୀର ନାମ ସାରୀ ଏବଂ ନାହାରରେ ସ୍ତ୍ରୀ ମିଲ୍କା, ହାରୋଣର କନ୍ଯା। ହାରୋଣର ଅନ୍ୟ ଝିଅର ନାମ ୟିସ୍କା।

ଆଦି ପୁସ୍ତକ 12:13

ତେଣୁ ତୁମ୍ଭେ ଲୋକମାନଙ୍କୁ କହିବ, ତୁମ୍ଭେ ମାରେ ଭଉଣୀ ବୋଲି। ସେଥିପାଇଁ ସମାନେେ ମାେତେ ଦୟା ଦଖାଇବେେ। ଏହି ପ୍ରକା ରେ ତୁମ୍ଭେ ମାରେ ପ୍ରାଣକୁ ରକ୍ଷା କରିପାରିବ।

ଥେସଲନୀକୀୟଙ୍କ ପ୍ରତି ପ୍ରଥମ ପତ୍ର 5:22

ସମସ୍ତ ପ୍ରକାରର ମନ୍ଦଠାରୁ ଦୂର ରେ ରୁହ।

Interlinear

Choose Theme