ଇସ୍ହାକ ସଠାେରେ ବହୁଦିନ ବାସ କଲାପରେ ଦିନେ ପଲେଷ୍ଟୀୟ ରାଜା ଅବିମଲକେ ଝରକା ଦଇେ ଇସ୍ହାକ ଓ ତା'ର ସ୍ତ୍ରୀକୁ କୌତୁକ କରିବାର ଦେଖିଲେ।
Cross references
ସୀଷରାର ମାଁ ଝରକା ପାଖ ରେ ଅପେକ୍ଷା କରୁଥିଲା ଏବଂ ସେ ଜାଲି ଦଇେ ଗ୍ଭହକ୍ସ୍ଟଁଥିଲା। ସେ ଏହା ଚିନ୍ତା କରି କାନ୍ଦକ୍ସ୍ଟଥିଲା, ସୀଷରାର ରଥ ବିଳମ୍ବ କାହିଁକି? ମୁ କାହିଁକି ତଥାପି ତା'ର ରଥ ଶଦ୍ଦ ଶକ୍ସ୍ଟଣି ପାରକ୍ସ୍ଟ ନାହିଁ?
ତୁମ୍ଭର ନିର୍ଝର ଆଶୀର୍ବାଦ ରେ ପ୍ରାପ୍ତ ହେଉ। ତୁମ୍ଭେ ସହେି ସ୍ତ୍ରୀକୁ ଉପଭୋଗ କର ଯାହାକୁ ୟୌବନକାଳ ରେ ବିବାହ କରିଥିଲ।
ଦିନେ ମୁଁ ମାରେ ଝରକା ଜାଲିପରଦା ଦଇେ ଚାହୁଁଥିଲି।
ସୂର୍ୟ୍ଯ ତଳେ ସେ ତୁମ୍ଭକୁ ଅସାର ଆଯୁଷର ଯେତେ ଦିନ ଦଇେଅଛନ୍ତି। ତୁମ୍ଭର ସହେି ଅସାର ଆଯୁଷର ସତେିକି ଦିନ ଆପଣା ପ୍ରିଯତମ ଭାର୍ୟ୍ଯା ସଙ୍ଗେ ଆନନ୍ଦ ରେ ବାସ କର। କାରଣ ତାହା ତୁମ୍ଭ ଜୀବନର ପୁରସ୍କାର, ସୂର୍ୟ୍ଯତଳେ କରିଥିବା କଠିନ କର୍ମର ଫଳ ଅଟେ।
ମାହେର ପ୍ରିଯତମ ଏକ ହରିଣ ଓ ଏକ ତରୁଣ ମୃଗତୁଲ୍ଯ। ଦେଖ, ସେ ଝରକା ଦଇେ ଅନାଇ ଅଛନ୍ତି, ପ୍ରାଚୀର ପେଛ ଠିଆ ହାଇେଛନ୍ତି। ସେ ଜାଲି ପରତା ବାଟେ ଆପଣାକୁ ଦଖାେଉ ଅଛନ୍ତି।
ଜଣେ ୟୁବକ ଯେପରି ଜଣେ କନ୍ଯାକୁ ପ୍ ରମେ କରେ, ସହେିପରି ତୁମ୍ଭର ପୁତ୍ରମାନେ ତୁମ୍ଭକୁ ବିବାହ କରିବେ। ପୁଣି ବର ଯେପରି ତା'ର କନ୍ଯାଠା ରେ ଆନନ୍ଦ କରେ, ସହେିପରି ତୁମ୍ଭର ପରମେଶ୍ବର ତୁମ୍ଭଠା ରେ ଆନନ୍ଦ କରିବେ।'