Home Bibles ☰ Books ଆଦି ପୁସ୍ତକ 24:61 · ଓଡ଼ିଆ ବାଇବେଲ
ଆଦି ପୁସ୍ତକ 24:61 · ଓଡ଼ିଆ ବାଇବେଲ

ଏହାପରେ ରିବିକା ଓ ତାଙ୍କର ସବେୀକା ଓଟଗୁଡ଼ିକ ଉପରେ ଚଢ଼ି ସହେି ମନୁଷ୍ଯର ପେଛ ୟାତ୍ରା କଲେ। ସହେି ଦାସ ରିବିକାକୁ ଘନେି ପ୍ରସ୍ଥାନ କଲା।

Cross references

ଆଦି ପୁସ୍ତକ 2:24

ମନୁଷ୍ଯ ପିତା ମାତାଙ୍କୁ ଛାଡ଼ି ସ୍ତ୍ରୀ ସହିତ ଏକତ୍ରୀତ ହବେ। ଯେପରି ସମାନେେ ଏକ ବ୍ଯକ୍ତି, ଏହା ଏପରି ଭାବରେ ହବେ।

ଆଦି ପୁସ୍ତକ 31:34

ରାହେଲ ସହେି ଦବେତାଗଣଙ୍କୁ ତାଙ୍କର ଓଟର ହାଉଦା ଭିତ ରେ ରଖି ତହିଁ ଉପରେ ବସିଥିଲା। ଲାବନ ସମସ୍ତ ତମ୍ବୁକୁ ଖାଜେିଲେ କିନ୍ତୁ କେଉଁଠା ରେ ପାଇଲେ ନାହିଁ।

ପ୍ରଥମ ଶାମୁୟେଲ 30:17

ଦାଉଦ ସମାନଙ୍କେୁ ଆକ୍ରମଣ କଲେ ଓ ସମାନଙ୍କେୁ ବଧ କଲେ। ସମାନେେ ସୂର୍ େଯ୍ଯାଦଯରକ୍ସ୍ଟ ପରଦିନ ସୂର୍ୟ୍ଯାସ୍ତ ପର୍ୟ୍ଯନ୍ତ ସମାନଙ୍କେ ସହିତ ୟକ୍ସ୍ଟଦ୍ଧ କଲେ। ଯେଉଁ 400 ଲୋକ ଓଟ ଚଢି଼ଲେ ଏବଂ ପଳାଇଲେ ସହେି ଅମାଲକେୀଯ ବ୍ଯତୀତ କହେି ରକ୍ଷା ପାଇଲେ ନାହିଁ।

ଏଷ୍ଟର ବିବରଣ 8:10

ସେ ରାଜା ଅକ୍ଷଶ୍ବରେଶ ନାମ ରେ ଲେଖି ଓ ରାଜାଙ୍କ ଅଙ୍ଗୁରୀଯ ରେ ମାହେରାଙ୍କିତ କରି ଅଶ୍ବାଶାଳା-ଜାତ ରାଜକୀଯ ଅଶ୍ବବାହାରୂଢ ଦ୍ରୁତଗାମୀ ଦୂତଗଣ ହସ୍ତ ରେ ପତ୍ର ପଠାଇଲା।

ଏଷ୍ଟର ବିବରଣ 8:14

ତହିଁରେ ଦ୍ରୁତଗାମୀ ରାଜକୀଯ ଅଶ୍ବାରୁଢ ଦୂତମାନେ ରାଜାଙ୍କ ଆଜ୍ଞା ରେ ଶିଘ୍ର ଗ୍ଭଲିଗଲେ, ଏବଂ ଏହା ଶ୍ବଶନ ରାଜଧାନୀ ରେ ସହେି ଆଜ୍ଞା ପ୍ରକାଶିତ ହେଲା।

ଗୀତସଂହିତା 45:10

ହେ ରାଜକୁମାରୀ, ଶୁଣ। ୟଦି ତୁମ୍ଭେ ମନଦଇେ ଶୁଣ ସବୁ ବୁଝିପାରିବ ଓ ତୁମ୍ଭର ପରିବାରକୁ ଭୁଲିୟାଅ।

Interlinear

Choose Theme