Home Bibles ☰ Books ଏଷ୍ଟର ବିବରଣ 8:14 · ଓଡ଼ିଆ ବାଇବେଲ
ଏଷ୍ଟର ବିବରଣ 8:14 · ଓଡ଼ିଆ ବାଇବେଲ

ତହିଁରେ ଦ୍ରୁତଗାମୀ ରାଜକୀଯ ଅଶ୍ବାରୁଢ ଦୂତମାନେ ରାଜାଙ୍କ ଆଜ୍ଞା ରେ ଶିଘ୍ର ଗ୍ଭଲିଗଲେ, ଏବଂ ଏହା ଶ୍ବଶନ ରାଜଧାନୀ ରେ ସହେି ଆଜ୍ଞା ପ୍ରକାଶିତ ହେଲା।

Cross references

ପ୍ରଥମ ଶାମୁୟେଲ 21:8

ସଦେିନ ଶାଉଲଙ୍କ ଦାସମାନଙ୍କ ମଧ୍ଯରକ୍ସ୍ଟ ଜଣେ ଦାସ ସଠାେରେ ଥିଲା। ସେ ଥିଲେ ଇଦୋମୀଯ ଦୋଯଗେ। ଦୋଯଗେ ଥିଲା ଶାଉଲଙ୍କର ପଶକ୍ସ୍ଟପାଳକମାନଙ୍କର ମକ୍ସ୍ଟଖ୍ଯ। ଦୋଯଗଙ୍କେକ୍ସ୍ଟ ସଦାପ୍ରଭୁଙ୍କ ସମ୍ମକ୍ସ୍ଟଖ ରେ ଅଟକାଇ ରଖା ୟାଇଥିଲା ।

ନିହିମିୟା 1:1

ଏଗୁଡିକ ନିହିମିଯାଙ୍କର ବାକ୍ଯ ଅଟେ। ନିହିମିଯା ଥିଲେ ହଖଲିଯର ପୁତ୍ର। ବିଂଶତିତମ ବର୍ଷର କିଶ୍ଲେବ୍ ମାସ ରେ ମୁଁ ଶୂଶନର ରାଜଧାନୀ ରେ ଥିଲି।

ଏଷ୍ଟର ବିବରଣ 1:2

ଏହି ଅକ୍ଷଶ୍ବରେଶ ରାଜା ଶୂଶନ୍ ରାଜଧାନୀ ରେ ନିଜର ରାଜ ସିଂହାସନ ରେ ଉପବିଷ୍ଟ ହବୋପରେ,

ଏଷ୍ଟର ବିବରଣ 2:3

ଆଉ ମହାରାଜା ଆପଣା ରାଜ୍ଯର ସମସ୍ତ ପ୍ରଦେଶ ରେ କର୍ମଗ୍ଭରୀଗଣ ନିୟୁକ୍ତି କରନ୍ତୁ। ସମାନେେ ସହେି ସବୁ ସୁନ୍ଦରୀ କନ୍ଯାଗଣକୁ ଶୂଶନ ରାଜଧାନୀ ରେ ଏକତ୍ର କରି ଅନ୍ତଃପୁର ରେ ସ୍ତ୍ରୀମାନଙ୍କ ରକ୍ଷକ ରାଜନଫୁସକ ହଗଯରେ ହସ୍ତ ରେ ସମର୍ପଣ କରନ୍ତୁ। ପୁଣି ସମାନଙ୍କେ ଅଙ୍ଗରାଗାର୍ଥକ ଦ୍ରବ୍ଯ ସମାନଙ୍କେୁ ଦତ୍ତ ହେଉ।

ଏଷ୍ଟର ବିବରଣ 3:15

ଆଉ ଧାବକଗଣ ରାଜାଜ୍ଞା ପାଇ ଶୀଘ୍ର ବାହାରି ଗଲେ, ପୁଣି ସହେି ଆଜ୍ଞା ଶୂଶନ୍ ରାଜଧାନୀ ରେ ପ୍ରକାଶିତ ହେଲା, ତହୁଁ ରାଜା ଓ ହାମନ୍ ପାନ କରିବାକୁ ବସିଲେ, ମାତ୍ର ଶୂଶନ ନଗର ଉଦ୍ବିଗ୍ନ ହେଲା।

ଉପଦେଶକ 9:10

ତୁମ୍ଭେ କୌଣସି କାର୍ୟ୍ଯ କର, ତାହା ଆପଣା ସମସ୍ତ ଶକ୍ତି ସହିତ କର। କାରଣ ତୁମ୍ଭେ ଯେଉଁ କବରକୁ ଯାଉଅଛ, ସଠାେ ରେ କିଛି କାର୍ୟ୍ଯ, ଯୋଜନା, ବୁଦ୍ଧି, ଜ୍ଞାନ ନାହିଁ।

ଦାନିଏଲ 8:2

ଯେତବେେଳେ ମୁଁ ଏଲମର ରାଜଧାନୀ ଶୂଶନ ରେ ଥିଲି, ଏବଂ ଉଲଯ ନଦୀ ନିକଟରେ ଛିଡା ହେଉଥିଲି। ମୁଁ ଏହି ଦର୍ଶନ ପାଇଲି।

Interlinear

Choose Theme