Home Bibles ଆଦି ପୁସ୍ତକ 24:62 · ଓଡ଼ିଆ ବାଇବେଲ
ଆଦି ପୁସ୍ତକ 24:62 · ଓଡ଼ିଆ ବାଇବେଲ

ଇସ୍ହାକ ଦକ୍ଷିଣ ଦେଶ ରେ ବାସ କରିବାରୁ ବରେ-ଲହଯ-ରୋଯୀ ନାମକ ସ୍ଥାନକୁ ୟାଇ ଫରେି ଆସିଲେ।

Cross references

ଆଦି ପୁସ୍ତକ 12:9

ଏହାପରେ ଅବ୍ରାମ ଭ୍ରମଣ କରୁକରୁ ଦକ୍ଷିଣ ଦିଗକୁ ଗଲେ।

ଆଦି ପୁସ୍ତକ 16:14

ତେଣୁ ସହେି କୂପର ନାମ ବରେଲହଯ-ରୋଯୀ ରଖିଲା। ସହେି କୂପ କାଦେଶ ଓ ବରଦେ ମଧିଅରେ ଅଛି।

ଆଦି ପୁସ୍ତକ 20:1

ଏହାପରେ ଅବ୍ରହାମ ସଠାରୁେ ଦକ୍ଷିଣ ଦେଶକୁ ୟାତ୍ରାକରି କାଦେଶ ଓ ଶୁର ରେ ମଧ୍ଯସ୍ଥାନ ରେ ଥାଇ ଗରାର ରେ ବାସ କଲେ।

ଆଦି ପୁସ୍ତକ 25:11

ଅବ୍ରହାମଙ୍କ ମୃତ୍ଯୁପରେ ପରମେଶ୍ବର ତାଙ୍କର ପୁତ୍ର ଇସ୍ହାକଙ୍କୁ ଆଶୀର୍ବାଦ କଲେ। ଏବଂ ଇସ୍ହାକ ବରେ-ଲହଯରୋଯୀ ନାମକ ସ୍ଥାନ ରେ ବସତି କଲେ।

Interlinear

Choose Theme