Home Bibles ଆଦି ପୁସ୍ତକ 21:16 · ଓଡ଼ିଆ ବାଇବେଲ
ଆଦି ପୁସ୍ତକ 21:16 · ଓଡ଼ିଆ ବାଇବେଲ

ହାଗାର ସଠାରୁେ କିଛି ଦୂରକୁ ଗଲା, େସତେ ଦୂର ଯେତେ ଦୂର ଗୋଟିଏ ଧନୁରୁ ଶର ମାରିଲେ ୟାଏ। ସଠାେରେ ସେ ୟାଇ ବସି ପଡ଼ିଲା। ହାଗାର ତା'ର ପିଲାଟି ମୃତ୍ଯୁବରଣ କରୁଥିବାର ଦେଖିବାକୁ ଚାହିଁଲା ନାହିଁ। ତେଣୁ ସେ ସଠାେରେ କ୍ରନ୍ଦନ କଲା।

Cross references

ଆଦି ପୁସ୍ତକ 27:38

କିନ୍ତୁ ଏଷୌ କହିଲା, ମାେ ପିତା, ତୁମ୍ଭର କଣ ଗୋଟିଏ ଆଶୀର୍ବାଦ ଅଛି? ଆଶୀର୍ବାଦ କର ମାେତେ ମଧ୍ଯ, ପିତା। ଏବଂ ଏହା କରି ଏଷୌ ଜାରେ ରେ କାନ୍ଦିଲା।

ଆଦି ପୁସ୍ତକ 29:11

ଏହାପରେ ଯାକୁବ ତାଙ୍କୁ ଚୁମ୍ବନ ଦଲୋ ଏବଂ କାନ୍ଦିଲା।

ଆଦି ପୁସ୍ତକ 44:34

ମୁଁ ମାରେ ପିତାଙ୍କ ନିକଟକୁ ଫରେିୟାଇପାରିବି ନାହିଁ। ଯଦି ବିନ୍ଯାମୀନ ମାେ ସହିତ ନୟାଏ। ମାେତେ ଡ଼ର ଲାଗୁଛି ମାରେ ପିତାଙ୍କର କ'ଣ ହବେ।

ବିଚାରକର୍ତାମାନଙ୍କ ବିବରଣ 2:4

ଯେତବେେଳେ ସଦାପ୍ରଭୁଙ୍କ ଦୂତ ଏହିକଥା ଇଶ୍ରାୟେଲବାସୀଙ୍କକ୍ସ୍ଟ କହିଲେ, ସମାନେେ ଉଚ୍ଚସ୍ବର ରେ ରୋଦନ କଲେ।

ରୂତର ବିବରଣ 1:9

ମୁ ପ୍ରାର୍ଥନା କରୁଛି ଯେ, ସଦାପ୍ରଭୁ ତକ୍ସ୍ଟମ୍ଭ ପ୍ରେତ୍ୟକକଙ୍କକ୍ସ୍ଟ ନୂତନ ସ୍ବାମୀ ଏବଂ ସକ୍ସ୍ଟରକ୍ଷୀତ ଘର ଦିଅନ୍ତକ୍ସ୍ଟ। ନୟମୀ ତା'ର ପକ୍ସ୍ଟତ୍ରବଧୂମାନଙ୍କୁ ଚକ୍ସ୍ଟମ୍ବନ ଦଲୋ ଓ ସମାନେେ ସମସ୍ତେ କ୍ରନ୍ଦନ କଲେ।

ପ୍ରଥମ ଶାମୁୟେଲ 24:16

ଦାଉଦ ଶାଉଲଙ୍କକ୍ସ୍ଟ ଏହା କହି ସାରିବାପରେ ଶାଉଲ କହିଲେ, ମାରେପକ୍ସ୍ଟତ୍ର ଦାଉଦ, ଏ କ'ଣ ତୁମ୍ଭର କଥା, ତା'ପରେ ଶାଉଲ କାନ୍ଦିବାକକ୍ସ୍ଟ ଆରମ୍ଭ କଲେ, ସେ ଜାରେ ରେ କାନ୍ଦିଲେ।

ପ୍ରଥମ ଶାମୁୟେଲ 30:4

ଦାଉଦ ଏବଂ ତାଙ୍କର ଅନ୍ୟ ଯେଉଁ ଲୋକମାନେ ତାଙ୍କର ସୈନିକ ଥିଲେ, ସମସ୍ତେ କ୍ରନ୍ଦନ କରିବାକୁ ଲାଗିଲେ। ସମାନେେ ଏତେ କାନ୍ଦିଲେ ଯେ, ଆଉ କାନ୍ଦିବାକକ୍ସ୍ଟ ଦୁର୍ବଳ ହାଇେ ପଡିଲେ।

ପ୍ରଥମ ରାଜାବଳୀ 3:26

ଦ୍ବିତୀୟ ସ୍ତ୍ରୀ ଲୋକଟି କହିଲା, ତାହା ଅତି ଉତ୍ତମ କଥା, ପିଲାଟିକୁ ଦୁଇଖଣ୍ତ କରିଦିଅ। ପିଲାଟି ଆମ୍ଭ ଦୁଇଜଣଙ୍କର କାହାରି ହବେ ନାହିଁ।

ଏଷ୍ଟର ବିବରଣ 8:6

ଯେ ହତେୁ ମାେ ଲୋକଙ୍କ ପ୍ରତି ଯେଉଁ ଅମଙ୍ଗଳ ଘଟିବ ତାହା ଦେଖି ମୁଁ କିପରି ସହିପାରିବି? ପୁଣି ଆପଣା କୁଟୁମ୍ବମାନଙ୍କ ବିନାଶ ଦେଖି କିପରି ସହିପାରିବି?

ଯିଶାଇୟ 49:15

ଜଣେ ସ୍ତ୍ରୀ ଲୋକ ତା'ର ଗର୍ଭଜାତ ସନ୍ତାନକୁ ସ୍ନହେ ନ କରି କ'ଣ ଭୁଲି ପାରିବ ? ସେ କ'ଣ ତାର ସ୍ତନ୍ଯପାଯୀ ସନ୍ତାନକୁ ଦୟା ନ ଦଖାଇେ ପାସୋରି ପାରିବ ? ଏମାନେ ତାହା କରିପାରନ୍ତି, ତଥାପି ଆମ୍ଭେ ତୁମ୍ଭକୁ ପାସୋରିବା ନାହିଁ।

ଯିଖରିୟ 12:10

ଆମ୍ଭେ ଦାଉଦ ପରିବାର ଓ ୟିରୁଶାଲମ ନିବାସୀଙ୍କ ଉପ ରେ ଦୟା ଓ ବିନତୀର ଆତ୍ମା ବୃଷ୍ଟି କରିବା। ସମାନେେ ଆମ୍ଭକୁ ଦେଖିବେ, ଯାହାକୁ ସମାନେେ ବିନ୍ଧି କଲେ। ଏବଂ ସମାନେେ ଶାେକ କରିବେ। ସମାନେେ ଏପରି ଶାେକ କରିବେ ଯେ, ନିଜର ଏକମାତ୍ର ପୁତ୍ରର ମୃତ୍ଯୁ ରେ ଜଣେ ଯେପରି ଶାେକ କରେ। ସମାନେେ ବ୍ଯାକୁଳ ହାଇେ କାନ୍ଦିବେ, ଯେପରି ଜଣେ ଜେଷ୍ଠପୁତ୍ରର ମୃତ୍ଯୁ ରେ କାନ୍ଦନ୍ତି।

ଲୂକଲିଖିତ ସୁସମାଚାର 15:20

ତେଣୁ ସେ ସ୍ଥାନ ଛାଡି ତା' ବାପାଙ୍କ ପାଖକୁ ବାହାରିଲା।

Interlinear

Choose Theme