ଦାଉଦ ଶାଉଲଙ୍କକ୍ସ୍ଟ ଏହା କହି ସାରିବାପରେ ଶାଉଲ କହିଲେ, ମାରେପକ୍ସ୍ଟତ୍ର ଦାଉଦ, ଏ କ'ଣ ତୁମ୍ଭର କଥା, ତା'ପରେ ଶାଉଲ କାନ୍ଦିବାକକ୍ସ୍ଟ ଆରମ୍ଭ କଲେ, ସେ ଜାରେ ରେ କାନ୍ଦିଲେ।
Cross references
କିନ୍ତୁ ସାରା ଅବ୍ରାମଙ୍କୁ କହିଲା ଏହା ତୁମ୍ଭର ଭୁଲ ଯେ ମାରେ ଦାସୀ ମାେତେ ଖରାପ ବ୍ଯବହାର କରୁଛି। ମୁଁ ତାକୁ ତୁମ୍ଭକୁ ଦଇେଥିଲି, ତା'ପରେ ସେ ଗର୍ଭବତୀ ହେଲା ଏବଂ ଏହାପରେ ସେ ମାେତେ ଯେତିକି ସମ୍ମାନ ଦବୋ ଉଚିତ୍ ସତେିକି ସମ୍ମାନ ଦେଉ ନାହିଁ। ମୁଁ ଚାହୁଁଛି ସଦାପ୍ରଭୁ ତୁମ୍ଭ ଓ ମାରେବିଚାର କରନ୍ତୁ।
ସଯଲତଲବଲଳ ଏଲଷୗ ଯାକୁବକୁସଦଖିଲଲସସ ତାଙ୍କୁ ଭଲଟିବା ପାଇଁ ଦୌଡ଼ିଗଲଲ। ଏହାପଲରସସ ତା'ର ଗଳାଧରି ଆଲିଙ୍ଗନ ଓ ଚୁମ୍ବନ କଲଲ, ପୁଣି ଦୁସହଁ କାନ୍ଦିବାକୁ ଲାଗିଲଲ।
ଆମ୍ଭେ ଇଶ୍ରାୟେଲର ଲୋକ ତକ୍ସ୍ଟମ୍ଭ ବିରକ୍ସ୍ଟଦ୍ଧ ରେ କୌଣସି ପାପ କରିନାହିଁ। ମାତ୍ର ତୁମ୍ଭମାନେେ ଆମ୍ଭ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କରି ଭୂଲ୍ କରିଅଛ। ସଦାପ୍ରଭୁ ସମସ୍ତଙ୍କ ବିଗ୍ଭରକର୍ତ୍ତା ସେ ଆଜି ଇଶ୍ରାୟେଲ ଲୋକମାନଙ୍କ ଓ ଅମ୍ମାନରେ ଲୋକମାନଙ୍କ ମଧିଅରେ ବିଗ୍ଭର କର୍ତ୍ତା ହକ୍ସ୍ଟଅନ୍ତକ୍ସ୍ଟ।
ଶାଉଲ ଦାଉଦଙ୍କ ସ୍ବର ଜାଣିଥିଲେ। ଶାଉଲ କହିଲେ, ଏହା କ'ଣ ତକ୍ସ୍ଟମ୍ଭ ସ୍ବର ହେ ମାହେର ପକ୍ସ୍ଟତ୍ର ଦାଉଦ?
ଆଜି ମୁ ଦଖାଇେ ଦଲେି ଯେ ମାରେ ଦୃଷ୍ଟି ରେ ତୁମ୍ଭର ପ୍ରାଣ ମହାନ, ସହେିପରି ସଦାପ୍ରଭୁଙ୍କ ଦୃଷ୍ଟି ରେ ମାରେ ପ୍ରାଣ ମହତ୍ବପୂର୍ଣ ବୋଲି ସେ ଦଖାଇେ ଦବେେ। ସଦାପ୍ରଭୁ ମାେତେ ସମସ୍ତ ଦକ୍ସ୍ଟଃଖରକ୍ସ୍ଟ ଉଦ୍ଧାର କରନ୍ତକ୍ସ୍ଟ।
ଅମାସଯ ତିରିଶ ବୀରଙ୍କର ନେତା ଥିଲେ। ଏହାପରେ, ଆତ୍ମା ଅମାସଯଙ୍କ ଉପରେ ଅବତରଣ କଲେ, ଓ ସେ କହିଲେ,
ସାଧୁ ବାକ୍ଯ ବଡ଼ ଶକ୍ତିଶାଳୀ, କିନ୍ତୁ ତୁମ୍ଭର ୟୁକ୍ତି କିଛି ପ୍ରମାଣ କରୁନାହିଁ।
ହେ ସଦାପ୍ରଭୁ, ତୁମ୍ଭେ ମାେ ପାଇଁ ନିଷ୍ପତ୍ତି କର ଏବଂ ମାେତେ ରକ୍ଷା କର। ତୁମ୍ଭର ପ୍ରତିଜ୍ଞାନୁସାରେ ମାେତେ ବଞ୍ଚିବାକୁ ଦିଅ।
କୋମଳ ପୂର୍ଣ୍ଣ ଉତ୍ତର କୋରଧକୁ ଦମନ କରେ। ମାତ୍ର କଟୁବାକ୍ଯ କୋପ ଜନ୍ମାଏ।
ଯଥା ସମୟରେ ଉଚିତ୍ କଥା କହିବା ଠିକ୍। ଏକ ସୁବର୍ଣ୍ଣର ସହେି ରୂପାର ରଚାଇ ରଖିବା ପରି।
ମୁଁ ତୁମ୍ଭକୁ କହିବାକୁ ଜ୍ଞାନ ପ୍ରଦାନ କରିବି। ତୁମ୍ଭମାନେେ ଯାହା କହିବ, ତୁମ୍ଭର କୌଣସି ଶତୃ ତାର ଉତ୍ତର ଦଇେ ପାରିବ ନାହିଁ।
କିନ୍ତୁ ସମାନେେ ସ୍ତିଫାନଙ୍କର ଜ୍ଞାନ ଓ ଆତ୍ମା ସମ୍ମୁଖ ରେ ୟୁକ୍ତି ବାଢ଼ି ପାରିଲନୋହିଁ।