ମୁ ପ୍ରାର୍ଥନା କରୁଛି ଯେ, ସଦାପ୍ରଭୁ ତକ୍ସ୍ଟମ୍ଭ ପ୍ରେତ୍ୟକକଙ୍କକ୍ସ୍ଟ ନୂତନ ସ୍ବାମୀ ଏବଂ ସକ୍ସ୍ଟରକ୍ଷୀତ ଘର ଦିଅନ୍ତକ୍ସ୍ଟ। ନୟମୀ ତା'ର ପକ୍ସ୍ଟତ୍ରବଧୂମାନଙ୍କୁ ଚକ୍ସ୍ଟମ୍ବନ ଦଲୋ ଓ ସମାନେେ ସମସ୍ତେ କ୍ରନ୍ଦନ କଲେ।
Cross references
ଯାକୁବ ତାଙ୍କର ପିତାଙ୍କ ନିକଟକୁ ଗଲା ଓ ତାଙ୍କୁ ନୁମ୍ବନ ଦଲୋ। ଇସ୍ହାକ ତାଙ୍କର ଗନ୍ଧ ବାରି ପାରିଲେ। ତାହା ଏଷୌର ପୋଷାକର ଗନ୍ଧ ଥିଲା। ଏବଂ ଇସ୍ହାକ ତାଙ୍କୁ ଆଶୀର୍ବାଦ ଦେଲେ।
ଏହାପରେ ଯାକୁବ ତାଙ୍କୁ ଚୁମ୍ବନ ଦଲୋ ଏବଂ କାନ୍ଦିଲା।
ତୁମ୍ଭେ ମାରେ ନାତି ଓ କନ୍ଯାଗଣଙ୍କୁ ବିଦାଯ କାଳିନ ଚୁମ୍ବନ କରିବାକୁ ଦଲନୋହିଁ। ଏପରି ତୁମ୍ଭେ ଅଜ୍ଞାନ କର୍ମ କାହିଁକି କଲ!
ପୁଣି ଯୋଷଫେ ତାଙ୍କ ଅନ୍ୟ ସମସ୍ତ ଭାଇମାନଙ୍କୁ ଚୁମ୍ବନ କଲେ ଓ ସମାନଙ୍କେୁ ଧରି ରୋଦନ କଲେ। ଏହାପରେ ତାଙ୍କର ଭାଇମାନେ ତାଙ୍କ ସହିତ କଥା କହିଲେ।
ଏହାପରେ ନୟମୀ ଋତର ଶାଶୂ ତାଙ୍କୁ କହିଲେ, ହେ ମାରେ କନ୍ଯା, ମୁ ତକ୍ସ୍ଟମ୍ଭ ପାଇଁ ଏକ ନିରାପଦ ଗୃହ ପାଇବା ପାଇଁ ଚେଷ୍ଟା କରିବି। ଏହା ତୁମ୍ଭର ମଙ୍ଗଳ ହବେ।
ସମାନେେ ସମସ୍ତେ ବହୁତ କାନ୍ଦିଲେ ଓ ପାଉଲଙ୍କୁ କୁଣ୍ଢଇେ ଧରି ଚ଼ମ୍ବନ ଦେଲେ।