Home Bibles ଆଦି ପୁସ୍ତକ 2:12 · ଓଡ଼ିଆ ବାଇବେଲ
ଆଦି ପୁସ୍ତକ 2:12 · ଓଡ଼ିଆ ବାଇବେଲ

ସହେି ଦେଶ ରେ ଚ଼ିତ୍ତାକର୍ଷକ ସୁବର୍ଣ୍ଣ, ମୁକ୍ତା ଓ ଗୋମଦେକମଣି ଅଛି।

Cross references

ଯାତ୍ରା ପୁସ୍ତକ 25:7

ଏଫୋଦ୍ ଓ ବୁକୁପଟା ରେ ଏହା ଲଗାଇବା ନିମନ୍ତେ ଗୋମଦେକମଣି ଓ ଅଳଙ୍କାରସବୁ ଗ୍ରହଣ କର।

ଯାତ୍ରା ପୁସ୍ତକ 28:20

ଚତୁର୍ଥ ପଂକ୍ତି ରେ ବୈଦୂର୍ୟ୍ଯ, ଗୋମଦେକ ଓ ସୂର୍ୟ୍ଯକାନ୍ତ। ଏହିସବୁ ସ୍ବର୍ଣ୍ଣ ରେ ନିଜ ନିଜ ପଂକ୍ତି ରେ ବସାୟିବ।

ଯାତ୍ରା ପୁସ୍ତକ 39:13

ଏବଂ ଚତୁର୍ଥ ପଂକ୍ତି ରେ ବୈଦୁର୍ୟ୍ଯ, ଗୋମଦେକ ମଣି, ସୂର୍ୟ୍ଯକାନ୍ତ ମଣି ଥିଲା। ଏହିସବୁ ମଣି ସ୍ବର୍ଣ୍ଣ ଧାର ରେ ବସାଗଲା।

ଗଣନା ପୁସ୍ତକ 11:7

ଆଉ ସହେି ମାନ୍ନା ଧନିଆ ବୀଜଗୁଡିକ ସଦୃଶ ହବେ।

ଆୟୁବ ପୁସ୍ତକ 28:16

ତୁମ୍ଭେ ଜ୍ଞାନକୁ ଓଫୀରର ସୁନା, ବହୁମୂଲ୍ଯ, ଗୋମଦେକ ଓ ନୀଳକାନ୍ତ ମଣି ବଦଳ ରେ କିଣିପାରିବ ନାହିଁ।

ଯିହିଜିକଲ 28:13

ତୁମ୍ଭେ ପରମେଶ୍ବର ଉଦ୍ୟାନ ଏଦନ ରେ ଥିଲ। ଚୁଣୀ, ପିତମଣି, ହୀରକ, ବୈଦୁର୍ୟ୍ଯମଣି, ଗୋମଦେକମଣି, ସୂର୍ୟ୍ଯକାନ୍ତ, ନୀଳକାନ୍ତ, ପଦ୍ମରାଗ ଓ ମରକତ ଆଦି ୟାବତୀଯ ବହୁମୂଲ୍ଯ ପ୍ରସ୍ତର ସୁବର୍ଣ୍ଣ ରେ ଖଚିତ ହାଇେଥିଲା। ତୁମ୍ଭେ ସୃଷ୍ଟି ହବୋ ଦିନରୁ ସମସ୍ତ ସୌନ୍ଦର୍ୟ୍ଯ ଶିଳ୍ପ ଚାଚୁରୀ ରେ ପରିପୂର୍ଣ୍ଣ ଥିଲା।

Interlinear

Choose Theme