Home Bibles ଆୟୁବ ପୁସ୍ତକ 28:16 · ଓଡ଼ିଆ ବାଇବେଲ
ଆୟୁବ ପୁସ୍ତକ 28:16 · ଓଡ଼ିଆ ବାଇବେଲ

ତୁମ୍ଭେ ଜ୍ଞାନକୁ ଓଫୀରର ସୁନା, ବହୁମୂଲ୍ଯ, ଗୋମଦେକ ଓ ନୀଳକାନ୍ତ ମଣି ବଦଳ ରେ କିଣିପାରିବ ନାହିଁ।

Cross references

ଯାତ୍ରା ପୁସ୍ତକ 28:20

ଚତୁର୍ଥ ପଂକ୍ତି ରେ ବୈଦୂର୍ୟ୍ଯ, ଗୋମଦେକ ଓ ସୂର୍ୟ୍ଯକାନ୍ତ। ଏହିସବୁ ସ୍ବର୍ଣ୍ଣ ରେ ନିଜ ନିଜ ପଂକ୍ତି ରେ ବସାୟିବ।

ପ୍ରଥମ ବଂଶାବଳୀ 29:4

ମୁଁ ଓଫୀରୁ ପ୍ରସ୍ତୁତ ତିନି ହଜାର ତାଳନ୍ତ ଶୁଦ୍ଧ ସୁବର୍ଣ୍ଣ ଦଇେଅଛି। ମୁଁ ସାତ ହଜାର ତାଳନ୍ତ ଶୁଦ୍ଧ ରେ ୗପ୍ୟ ଦଇେଅଛି। ଏହି ରେ ୗପ୍ୟ ମନ୍ଦିରର ଅଟ୍ଟାଳିକାଗୁଡ଼ିକର କାନ୍ଥର ଆବରଣ ନିମନ୍ତେ ଉଦ୍ଦିଷ୍ଟ।

ଗୀତସଂହିତା 45:9

ତୁମ୍ଭ ବିବାହରେ ୟୋଗ ଦଇେଥିବା ସ୍ତ୍ରୀ ଲୋକମାନେ ରାଜକୁମାରୀ ଅଟନ୍ତି। ରାଜକୁମାରୀମାନେ ତୁମ୍ଭର ବଧୂ, ତୁମ୍ଭର ଦକ୍ଷିଣ ପାଶର୍‌ବରେ ଶୁଦ୍ଧ ସୁବର୍ଣ୍ଣ ମୁକୁଟ ଓ ପୋଷାକ ପିନ୍ଧି ଛିଡ଼ା ହାଇେଛନ୍ତି।

ଯିଶାଇୟ 13:12

ଦୁଲର୍‌ଲଭ ସୁବର୍ଣ୍ଣ ପରି ଅଳ୍ପ, କେତକେ ଉତ୍ତମ ଲୋକ ରହିବେ ଓ ସମାନେେ ଓଫୀରର ଶୁଦ୍ଧ ସୁବର୍ଣ୍ଣ ଅପେକ୍ଷା ଉଜ୍ଜ୍ବଳ ଭାବରେ ଦୀପ୍ତି ବିକାଶ କରିବେ।

ଯିହିଜିକଲ 28:13

ତୁମ୍ଭେ ପରମେଶ୍ବର ଉଦ୍ୟାନ ଏଦନ ରେ ଥିଲ। ଚୁଣୀ, ପିତମଣି, ହୀରକ, ବୈଦୁର୍ୟ୍ଯମଣି, ଗୋମଦେକମଣି, ସୂର୍ୟ୍ଯକାନ୍ତ, ନୀଳକାନ୍ତ, ପଦ୍ମରାଗ ଓ ମରକତ ଆଦି ୟାବତୀଯ ବହୁମୂଲ୍ଯ ପ୍ରସ୍ତର ସୁବର୍ଣ୍ଣ ରେ ଖଚିତ ହାଇେଥିଲା। ତୁମ୍ଭେ ସୃଷ୍ଟି ହବୋ ଦିନରୁ ସମସ୍ତ ସୌନ୍ଦର୍ୟ୍ଯ ଶିଳ୍ପ ଚାଚୁରୀ ରେ ପରିପୂର୍ଣ୍ଣ ଥିଲା।

Interlinear

Choose Theme