Home Bibles ଯାତ୍ରା ପୁସ୍ତକ 25:7 · ଓଡ଼ିଆ ବାଇବେଲ
ଯାତ୍ରା ପୁସ୍ତକ 25:7 · ଓଡ଼ିଆ ବାଇବେଲ

ଏଫୋଦ୍ ଓ ବୁକୁପଟା ରେ ଏହା ଲଗାଇବା ନିମନ୍ତେ ଗୋମଦେକମଣି ଓ ଅଳଙ୍କାରସବୁ ଗ୍ରହଣ କର।

Cross references

ଆଦି ପୁସ୍ତକ 2:12

ସହେି ଦେଶ ରେ ଚ଼ିତ୍ତାକର୍ଷକ ସୁବର୍ଣ୍ଣ, ମୁକ୍ତା ଓ ଗୋମଦେକମଣି ଅଛି।

ଯାତ୍ରା ପୁସ୍ତକ 28:4

ବୁକପଟା, ଏଫୋଦ, ଗୋଟିଏ ଚୋଗା, ଶୁକ୍ଲ ସୁତା ରେ ବୁଣା ୟାଇଥିବା ଚୋଗା, ପଗଡି ଓ କଟି ବନ୍ଧନ ସମାନେେ ପ୍ରସ୍ତୁତ କରିବା ଉଚିତ୍। ଏହି ଲୋକମାନେ ଏହିସବୁ ପବିତ୍ର ବସ୍ତ୍ର ତୁମ୍ଭର ଭାଇ ହାରୋଣ ଓ ତାହାର ପୁତ୍ରଗଣ ପାଇଁ ପ୍ରସ୍ତୁତ କରିବ, ଯେଉଁଥିପାଇଁ ସମାନେେ ମାରେ ଯାଜକ ରୁପେ ସବୋ କରିବେ।

ଯାତ୍ରା ପୁସ୍ତକ 28:6

ସମାନେେ ନୀଳ, ଧୁମ୍ର, ସିନ୍ଦୁର ବର୍ଣ୍ଣ ଓ ବଳା ଶୁଭ୍ର କ୍ଷୋମ ସୁତ୍ର ରେ ନିପୁଣ ଶିଳ୍ପକାରର କର୍ମ ଦ୍ବାରା ସହେି ଏଫୋଦ ବସ୍ତ୍ର ପ୍ରସ୍ତୁତ କରନ୍ତୁ।

ଯାତ୍ରା ପୁସ୍ତକ 28:9

ଦୁଇଟି ଗୋମଦେକମଣି ନଇେ ତହିଁ ଉପରେ ଇଶ୍ରାୟେଲ ପୁତ୍ରମାନଙ୍କ ନାମ ଖାଦେିତ କରିବ।

Interlinear

Choose Theme