Home Bibles ଆଦି ପୁସ୍ତକ 19:14 · ଓଡ଼ିଆ ବାଇବେଲ
ଆଦି ପୁସ୍ତକ 19:14 · ଓଡ଼ିଆ ବାଇବେଲ

ତେଣୁ ଲୋଟ ବାହାରକୁ ୟାଇ ତାଙ୍କର ଜ୍ବାଇଁଙ୍କୁ କହିଲେ, ଶିଘ୍ର ଏ ସହର ପରିତ୍ଯାଗ କର! ପରମେଶ୍ବର ଖୁବଶିଘ୍ର ଏହି ସହର ଧ୍ବଂସ କରିବେ। କିନ୍ତୁ ସହେି ଲୋକମାନେ ଭାବିଲେ ଲୋଟ ସମାନଙ୍କେ ସହିତ ଥଟ୍ଟା ହେଉଛନ୍ତି।

Cross references

ଆଦି ପୁସ୍ତକ 19:17

ସମାନେେ ନଗର ବାହାରକୁ ଆସିବା ମାତ୍ ରେ ଜଣେ ସ୍ବର୍ଗଦୂତ ସମାନଙ୍କେୁ କହିଲେ, ବର୍ତ୍ତମାନ ତୁମ୍ଭର ଜୀବନ ରକ୍ଷା ପାଇଁ ପଛକୁ ନ ଅନାଇଁ ଶିଘ୍ର ଦୌଡ଼। ଏହି ଉପତ୍ୟକାର କୌଣସି ଜାଗା ରେ ରୁହନାହିଁ। ତୁମ୍ଭେ ପର୍ବତ ରେ ପହଁଞ୍ଚିବା ପର୍ୟ୍ଯନ୍ତ ଦୌଡ଼। ଯଦି ତୁମ୍ଭେ ଅଟକି ୟାଅ ତବେେ ଏହି ନଗର ସହିତ ତୁମ୍ଭେ ଧ୍ବଂସ ପାଇୟିବ।

ଆଦି ପୁସ୍ତକ 19:22

କିନ୍ତୁ ଶିଘ୍ର ସଠାେକୁ ଦୌଡ଼ିୟାଅ। କାରଣ ଯେ ପର୍ୟ୍ଯନ୍ତ ତୁମ୍ଭମାନେେ ନିରାପଦ ରେ ନ ପହଁଞ୍ଚିଛ, ମୁଁ ସଦୋମକୁ ଧ୍ବଂସ କରିପାରିବି ନାହିଁ। ସହେି ସହରର ନାମ ଥିଲା ସୋଯର କାରଣ ଏହା ଅତି କ୍ଷୁଦ୍ର ଥିଲା।

ଯାତ୍ରା ପୁସ୍ତକ 9:21

କିନ୍ତୁ କେତକେ ଲୋକ ସଦାପ୍ରଭୁଙ୍କର ଆଜ୍ଞାକୁ ହଯେଜ୍ଞାନ ମଣିଲେ, ସହେି ଲୋକମାନେ ତାଙ୍କର ସମସ୍ତ ପଶୁ ଓ ଦାସମାନଙ୍କୁ କ୍ଷତେ ରେ ଛାଡି ଦେଲେ.

ଯାତ୍ରା ପୁସ୍ତକ 12:31

ସହେି ରାତ୍ରି ରେ ରାଜା ଫାରୋ, ମାଶାେ ଓ ହାରୋଣଙ୍କୁ ଡକାଇ ପଠାଇଲେ। ଫାରୋ ସମାନଙ୍କେୁ କହିଲେ, ଉଠ ଏବଂ ଆମ୍ଭ ଲୋକମାନଙ୍କ ମଧ୍ଯରୁ ବାହାର। ତୁମ୍ଭମାନଙ୍କର ବାକ୍ଯ ଅନୁସାରେ ସଦାପ୍ରଭୁଙ୍କର ଉପାସନା କରିବା ପାଇଁ ୟାତ୍ରା କର।

ଗଣନା ପୁସ୍ତକ 16:21

ତୁମ୍ଭମାନେେ ଏହି ମଣ୍ତଳୀଠାରୁ ପୃଥକ ହୁଅ, ଆମ୍ଭେ ଏକ ନିମିଷ ରେ ସମାନଙ୍କେ ସଂହାର କରିବା।

ଗଣନା ପୁସ୍ତକ 16:26

ତହୁଁ ମାଶାେ ମଣ୍ତଳୀକି କହିଲେ, ବିନଯ କରୁଅଛ ତୁମ୍ଭମାନେେ ଏହି ଦୁଷ୍ଟ ଲୋକମାନଙ୍କ ଛାଉଣୀରୁ ଉଠିୟାଅ ଏବଂ ସମାନଙ୍କେର କିଛି ମାତ୍ର ସ୍ପର୍ଶ କରନାହିଁ। ନଚେତ୍ ତୁମ୍ଭମାନେେ ସମାନଙ୍କେ ପାପ ଲାଗି ବିନଷ୍ଟ ହବେ।

ଗଣନା ପୁସ୍ତକ 16:45

ତୁମ୍ଭମାନେେ ଏହି ମଣ୍ତଳୀ ମଧ୍ଯରୁ ଉଠିୟାଅ, ଆମ୍ଭେ ଏକା ନିମିଷ ରେ ସମାନଙ୍କେୁ ସଂହାର କରିବା। ଏଥି ରେ ମାଶାେ ଓ ହାରୋଣ ମୁହଁ ମାଡି ପଡିଲେ।

ଦିତୀୟ ବଂଶାବଳୀ 30:10

ବାର୍ତ୍ତାବାହକମାନେ ଇଫ୍ରଯିମ ଓ ମନଃଶି ଅଞ୍ଚଳର ପ୍ରେତ୍ୟକକ ସହରକୁ ଗଲେ। ସମାନେେ ସବୂଲୂନ୍ର ଅଞ୍ଚଳ ପର୍ୟ୍ଯନ୍ତ ମଧ୍ଯ ଗଲେ। କିନ୍ତୁ ଲୋକମାନେ ବାର୍ତ୍ତାବାହକମାନଙ୍କ ପ୍ରତି ଅଟ୍ଟହାସ୍ଯ ଓ ବିଦ୍ରୁପ କଲେ।

ଦିତୀୟ ବଂଶାବଳୀ 36:16

କିନ୍ତୁ ଲୋକମାନେ ପରମେଶ୍ବରଙ୍କ ଦୂତମାନଙ୍କୁ ପରିହାସ କଲେ। ସମାନେେ ପରମେଶ୍ବରଙ୍କ ବାର୍ତ୍ତାକୁ ଘୃଣା କଲେ। ସମାନେେ ପରମେଶ୍ବରଙ୍କର ଭବିଷ୍ଯତ୍ବକ୍ତାଙ୍କୁ ଏପରି ପରିହାସ କଲେ, ଯେପର୍ୟ୍ଯନ୍ତ ପରମେଶ୍ବର ତାହାଙ୍କ ଲୋକମାନଙ୍କ ପ୍ରତି କୋରଧ କରି ନାହାନ୍ତି। ତାକୁ ପ୍ରଶମିତ କରିବା ନିମନ୍ତେ କୌଣସି ବିଷଯ ନ ଥିଲା।

ହିତୋପଦେଶ 29:1

ଯେଉଁ ଲୋକ ଥରକୁଥର, ଅନୁୟୋଗ ପାଇ ମଧ୍ଯ ଆପଣା ଗ୍ରୀବା ଶକ୍ତ କରେ, ସେ ପ୍ରତିକାର ବିନା ଶୀଘ୍ର ବିନାଶ ହବେ।

ଯିଶାଇୟ 28:22

ବର୍ତ୍ତମାନ ଆଉ ତୁମ୍ଭମାନେେ ସିନ୍ଦୁକ ହୁଅ ନାହିଁ। ଯଦି ତୁମ୍ଭେ ତାହା କର, ତୁମ୍ଭ ଚାରି ପାଖ ରେ ଥିବା ବନ୍ଧନ ରଜ୍ଜୁ ଦୃଢ଼ ହବେ।

ଯିରିମିୟ 5:12

ମିଥ୍ଯା ରେ ସମାନେେ ସଦାପ୍ରଭୁଙ୍କର ବିଷଯ ରେ କହିଲେ, 'ସଦାପ୍ରଭୁ ଆମ୍ଭମାନଙ୍କର କିଛି କରିବେ ନାହିଁ। ଆମ୍ଭମାନଙ୍କ ପ୍ରତି କିଛି ଅମଙ୍ଗଳ ଘଟିବ ନାହିଁ ଆଉ ଆମ୍ଭମାନେେ ଖଡ୍ଗ କିଅବା ଦୁର୍ଭିକ୍ଷ ଦେଖିବା ନାହିଁ।

ଯିରିମିୟ 20:7

ହେ ସଦାପ୍ରଭୁ, ତୁମ୍ଭେ ମାେତେ ତୁମ୍ଭର ଭବିଷ୍ଯଦବକ୍ତା ହବୋରୁ ବିପଥଗାମୀ କରାଇଲ ଓ ମୁଁ ପ୍ରଚାରିତ ହଲିେ। ତୁମ୍ଭେ ମାଠାରୁେ ଶକ୍ତିଶାଳୀ, ଯେଉଁଥିପାଇଁ ମାେ'ଠାରୁ ଜଯ କରିଅଛ। ମୁଁ ଦିନୟାକ ଉପହାସର ପାତ୍ର ହାଇେଅଛି, ସମସ୍ତେ ମାେତେ ପରିହାସ କରୁଛନ୍ତି।

ଯିରିମିୟ 51:6

ବାବିଲରୁ ପଳାଯନ କର ଓ ତୁମ୍ଭମାନଙ୍କର ନିଜ ନିଜ ପ୍ରାଣ ରକ୍ଷା କର। ଆଉ ତାହାର ଅଧର୍ମ ରେ ଉଚ୍ଛନ୍ନ ହୁଅ ନାହିଁ। କାରଣ ଏହା ସଦାପ୍ରଭୁଙ୍କର ପ୍ରତିଶୋଧ ନବୋର ସମୟ ଓ ସେ ସମାନଙ୍କେୁ ତା'ର ପ୍ରତିଫଳ ଦବେେ।

ଯିହିଜିକଲ 20:49

ଏଥି ରେ ମୁଁ (ଯିହିଜିକଲ) କହିଲି, ହେ ସଦାପ୍ରଭୁ ମାରେ ପ୍ରଭୁ ସମାନେେ ମାେ ବିଷଯ ରେ କହୁଛନ୍ତି, ସେ କବଳେ ନୀତିବାକ୍ଯ କହୁଛି।

ମାଥିଉଲିଖିତ ସୁସମାଚାର 1:18

ଯୀଶୁଖ୍ରୀଷ୍ଟଙ୍କ ମାଆ ଥିଲେ ମରିୟମ। ଯୀଶୁଖ୍ରୀଷ୍ଟଙ୍କ ଜନ୍ମ ଏହିଭଳି ହାଇେଥିଲା। ମରିୟମଙ୍କର ଯୋଷଫଙ୍କେ ସହିତ ବିବାହ ସ୍ଥିର ହାଇେଥିଲା। କିନ୍ତୁ ବିବାହ ପୂର୍ବରୁ ଜଣା ପଡିଲା ଯେ, ମରିୟମ ପବିତ୍ର ଆତ୍ମାଙ୍କ ଶକ୍ତି ବଳ ରେ ଗର୍ଭବତୀ ହାଇେଛନ୍ତି।

ମାଥିଉଲିଖିତ ସୁସମାଚାର 9:24

ଯୀଶୁ ସମସ୍ତଙ୍କୁ କହିଲେ, 'ବାହାରିଯାଅ। ଝିଅଟି ମରିନାହିଁ। ସେ କବଳେ ଶାଇେ ପଡିଛି। ଏହା ଶୁଣି ଲୋକେ ଯୀଶୁଙ୍କୁ ଉପହାସ କଲେ।

ଲୂକଲିଖିତ ସୁସମାଚାର 9:42

ପିଲାଟି ଆସୁଥିବା ବେଳେ ଭୂତ ତାକୁ ଭୂମି ଉପରକୁ କଚାଡି ଦଲୋ। ପିଲାଟି ନିୟନ୍ତ୍ରଣ ହରାଇ ବସିଲା। କିନ୍ତୁ ଯୀଶୁ ଭୂତକୁ ଗୋଟିଏ କଠାେର ଧମକ ଦେଲେ। ଏହାପରେ ପିଲାଟି ସୁସ୍ଥ ହାଇଗେଲା। ଯୀଶୁ ତାହାକୁ ତା' ବାପା ପାଖ ରେ ସମର୍ପି ଦେଲେ।

ଲୂକଲିଖିତ ସୁସମାଚାର 17:28

ପରମେଶ୍ବର ଲୋଟଙ୍କ ସମୟରେ ସଦୋମ ନଗର ଧ୍ବଂସ କଲା ବେଳେ ଯାହା ଘଟିଥିଲା, ଏବେ ମଧ୍ଯ ସହେି କଥା ଘଟିବ। ସହେି ଲୋକମାନେ ସେତବେେଳେ ଖିଆପିଆ, କିଣାବିକା କରୁଥିଲେ। ଗଛ ଲଗାଉଥିଲେ ଓ ନିଜ ପାଇଁ ଘର ତୋଳୁଥିଲେ।

ଲୂକଲିଖିତ ସୁସମାଚାର 24:11

କିନ୍ତୁ ପ୍ ରରେିତମାନେ ସ୍ତ୍ରୀଲୋକମାନଙ୍କ କଥା ରେ ଆଦୌ ବିଶ୍ବାସ କଲେ ନାହିଁ। ସମାନଙ୍କେୁ ଏହା ପାଗଳ କଥାପରି ଲାଗିଲା।

ରେରିତମାନଙ୍କ କାର୍ଯ୍ୟର ବିବରଣ 17:32

ଯେତବେେଳେ ସମାନେେ ଯୀଶୁ ମୃତ୍ଯୁରୁ ପୁନର୍ଜୀବିତ ହାଇେଥିବା ବିଷୟ ରେ ଶୁଣିଲେ, ସମାନଙ୍କେ ଭିତରୁ କେତଜେଣ ତାହାଙ୍କୁ ଉପହାସ କଲେ। ଆଉ କେତକେ କହିଲେ, ଆମ୍ଭେ ପରେ ଏ ବିଷୟ ରେ ତୁମ୍ଭଠାରୁ ଶୁଣିବୁ।

ଥେସଲନୀକୀୟଙ୍କ ପ୍ରତି ପ୍ରଥମ ପତ୍ର 5:3

ଲୋକେ କହିବେ : ଆମ୍ଭେ ଶାନ୍ତି ପାଇଛୁ ଓ ସୁରକ୍ଷିତ ଅଛୁ। ସହେି ସମୟରେ ଗର୍ଭବତୀ ସ୍ତ୍ରୀର ପ୍ରସବ-ବଦନୋ ହେଲା ଭଳି, ହଠାତ୍ ତାହାଙ୍କ ପାଇଁ ବିନାଶ ଆସିବ ଓ ସମାନେେ ରକ୍ଷା ପାଇପାରିବେ ନାହିଁ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 18:4

ତା'ପରେ ମୁଁ ସ୍ବର୍ଗରୁ ଆଉ ଏକ ସ୍ବର ଶୁଣିଲି

Interlinear

Choose Theme