Home Bibles ଲୂକଲିଖିତ ସୁସମାଚାର 17:28 · ଓଡ଼ିଆ ବାଇବେଲ
ଲୂକଲିଖିତ ସୁସମାଚାର 17:28 · ଓଡ଼ିଆ ବାଇବେଲ

ପରମେଶ୍ବର ଲୋଟଙ୍କ ସମୟରେ ସଦୋମ ନଗର ଧ୍ବଂସ କଲା ବେଳେ ଯାହା ଘଟିଥିଲା, ଏବେ ମଧ୍ଯ ସହେି କଥା ଘଟିବ। ସହେି ଲୋକମାନେ ସେତବେେଳେ ଖିଆପିଆ, କିଣାବିକା କରୁଥିଲେ। ଗଛ ଲଗାଉଥିଲେ ଓ ନିଜ ପାଇଁ ଘର ତୋଳୁଥିଲେ।

Cross references

ଆଦି ପୁସ୍ତକ 13:13

ସଦୋମର ଲୋକମାନେ ମନ୍ଦ ଓ ସଦାପ୍ରଭୁଙ୍କ ଦୃଷ୍ଟି ରେ ଅତି ପାପିଷ୍ଠ ଥିଲେ।

ଆଦି ପୁସ୍ତକ 18:20

ଏହାପରେ ସଦାପ୍ରଭୁ କହିଲେ, ମୁଁ ଅନକେ ଅଭିଯୋଗ ଶୁଣିଅଛି, ସଦୋମ ଓ ଗୋମରର ଲୋକମାନଙ୍କ ବିରୁଦ୍ଧ ରେ, ସମାନେେ ବହୁତ ପାପ କରିଛନ୍ତି।

ଆଦି ପୁସ୍ତକ 19:1

ସହେି ସଂଧ୍ଯା ରେ ଦୁଇଜଣ ସ୍ବର୍ଗଦୂତ ସଦୋମ ରେ ଉପସ୍ଥିତ ହେଲେ। ସହେି ସମୟରେ ଲୋଟ ନଗରଦ୍ବାର ଫାଟକ ନିକଟରେ ବସିଥିଲେ। ସେ ଯେତବେେଳେ ସ୍ବର୍ଗଦୂତଙ୍କୁ ଦେଖିଲେ, ସେ ଉଠିଲେ ଏବଂ ତାଙ୍କୁ ସାକ୍ଷାତ କରିବାକୁ ଗଲେ। ସେ ଭକ୍ତିଭାବରେ ସମାନଙ୍କେୁ ପ୍ରଣାମ କଲେ।

ଯିହିଜିକଲ 16:49

ପରମେଶ୍ବର କହନ୍ତି, ତୁମ୍ଭର ଭଉଣୀ ସଦୋମ ଓ ତାହାର ଭଉଣୀମାନେ ସମାନଙ୍କେର ଅହଂକାର ପାଇଁ ଦୋଷୀ ହେଲେ। ଯଦିଓ ସମାନଙ୍କେର ୟଥେଷ୍ଟ ଖାଦ୍ୟ ଓ ସୌଭାଗ୍ଯ ଜନିତ ଶାନ୍ତି ଥିଲେ ମଧ୍ଯ ସମାନେେ ଗରିବ ଓ ଅସହାୟ ଲୋକଙ୍କୁ ସାହାୟ୍ଯ କରୁ ନ ଥିଲେ।

ଯାକୁବଙ୍କ ପତ୍ 5:1

ଧନୀ ଲୋକେ ! ଶୁଣ ! କ୍ରନ୍ଦନ କର ଓ ଅତି ଦୁଃଖିତ ହୁଅ। କାରଣ ଅତ୍ଯଧିକ କ୍ଲେଶ ତୁମ୍ଭ ଉପରେ ମାଡ଼ି ଆସୁଛି।

Interlinear

Choose Theme