ମୁଁ ସବୁବେଳେ ସଦାପ୍ରଭୁଙ୍କୁ ମାରେ ସମ୍ମୁଖରେ ରଖିଅଛି। ମୁଁ କବେେ ହେଲେ ତାଙ୍କର ଉପୟୁକ୍ତ ମାର୍ଗରୁ ବଞ୍ଚିତ ହବେି ନାହିଁ।
Cross references
ୟଦି ଜଣେ ବ୍ଯକ୍ତି କିଛି ଧନ କରଜ ଦିଏ ଓ ସେ ସହେି ଜନଠାରୁ କୌଣସି ସୁଧ ଆଦାଯ କରେ ନାହିଁ କିଅବା ସହେି ବ୍ଯକ୍ତି ନିରୀହ ଲୋକମାନଙ୍କୁ ଆଘାତ କରି ମୁଦ୍ରା ନିଏ ନାହିଁ। ଏହିପରି ଯେଉଁ ବ୍ଯକ୍ତି କରେ, ତବେେ ସହେି ଧାର୍ମିକ ସର୍ବଦା ପରମେଶ୍ବରଙ୍କ ନିକଟରେ ଅବସ୍ଥାନ କରିବ।
ହେ ପରମେଶ୍ବର ତୁମ୍ଭେ ଆପଣା ଶତ୍ରୁମାନଙ୍କୁ ଦଖାଇେ ଦିଅ ୟେ ତୁମ୍ଭେ ସବୁଠାରୁ ଶକ୍ତିଶାଳୀ। ଯେଉଁମାନେ ତୁମ୍ଭକୁ ଘୃଣା କରନ୍ତି। ତୁମ୍ଭର ଶକ୍ତି ସେ ସମସ୍ତଙ୍କୁ ପରାଜିତ କରିବ।
କେତକୋଳ ପର୍ୟ୍ଯନ୍ତ ତୁମ୍ଭମାନେେ ମାେତେ ଆକ୍ରମଣ କରିବ ଓ ହତ୍ଯା କରିବାକୁ ଚେଷ୍ଟା କରିବ ? ମୁଁ ଗୋଟିଏ ନଇଁ ପଡ଼ିଥିବା କାନ୍ଥ ଓ ଟଳମଳ ପ୍ରାଚୀର ତୁଲ୍ଯ। ମୁଁ ଜଣେ ଉଚ୍ଚ ପଦାଧିକାରୀ ତଥାପି ଲୋକମାନେ ମାେତେ ହତ୍ଯା କରିବାକୁ ଚେଷ୍ଟା କରୁଛନ୍ତି।
ହଁ, ସତରେ ପରମେଶ୍ବର ହେଉଛନ୍ତି ମାରେ ଶୈଳ, ୟିଏକି ମାେତେ ସୁରକ୍ଷିତ ରଖନ୍ତି। ପରମେଶ୍ବର ହେଉଛନ୍ତି ଉଚ୍ଚତମ ପର୍ବତରେ ଥିବା ମାରେ ଦୁର୍ଗ। ମୁଁ ଧ୍ବଂସରୁ ନିରାପଦ ରହିବି।
ମାରେ ଗୌରବ ଓ ବିଜଯ ପରମେଶ୍ବରଙ୍କଠାରୁ ଆସେ। ସେ ମାରେ ଦୃଢ଼ ଦୁର୍ଗ। ପରମେଶ୍ବର ହିଁ ମାରେ ନିରାପଦ ସ୍ଥାନ।
ମୁଁ ସର୍ବଦା ତୁମ୍ଭ ପାଖରେ ଅଛି। ହେ ପରମେଶ୍ବର, ତୁମ୍ଭେ ମାରେ ଦକ୍ଷିଣ ହସ୍ତ ଧରି ସାହାରା ଦଇେଅଛ।
ମାରେ ମନ ଏବଂ ଶରୀର ଦୁର୍ବଳ ହୁଏ, କିନ୍ତୁ ପରମେଶ୍ବର ଅନନ୍ତକାଳ ମାେ ହୃଦଯକୁ ଓ ମାେତେ ସ୍ଥାଯୀତ୍ବ ଦିଅନ୍ତି।
କାରଣ ସଦାପ୍ରଭୁ ନିଃସହାୟ ଲୋକମାନଙ୍କ ସପକ୍ଷରେ ଠିଆ ହୁଅନ୍ତି ଏବଂ ପରମେଶ୍ବର ସମାନଙ୍କେୁ ଅନ୍ୟମାନଙ୍କଠାରୁ ରକ୍ଷା କରନ୍ତି। ଯେଉଁମାନେ ତାଙ୍କୁ ନିନ୍ଦା କରନ୍ତି।
ମାରେ ପ୍ରଭୁ ତୁମ୍ଭର ଦକ୍ଷିଣ ପାଶର୍ବରେ ଅଛନ୍ତି। ଯେତବେେଳେ ସେ କୋପ କରିବେ, ଅନ୍ୟ ରାଜାମାନଙ୍କୁ ପରାସ୍ତ କରିବେ।
ସଦାପ୍ରଭୁ ତୁମ୍ଭର ରକ୍ଷାକର୍ତ୍ତା। ସଦାପ୍ରଭୁ ତୁମ୍ଭର ଦକ୍ଷିଣ ପାଶର୍ବରେ ତୁମ୍ଭକୁ ଢ଼ାଲ ଘୋଡ଼ାନ୍ତି ଏବଂ ରକ୍ଷା କରନ୍ତି।
ତୁମ୍ଭେ ୟାହା କିଛି ଜାଣ, ସେ ସବୁକୁ ୟଦି ମୁଁ ଗଣିପାରୁଥା'ନ୍ତି, ତା' ହେଲେ ସେ ସବୁ ପୃଥିବୀର ଧୂଳିକଣାଠାରୁ ଅଧିକ ହବେ, କିନ୍ତୁ ୟଦି ମୁଁ ତାହା ଗଣିପାରିବି, ତା' ହେଲେ ମୁଁ ତୁମ୍ଭକୁ ଏପର୍ୟ୍ଯନ୍ତ ସମ୍ପୂର୍ଣ୍ଣଭାବରେ ବୁଝି ପାରିଥା'ନ୍ତି।
ଦାଉଦ ତାହାଙ୍କ ବିଷୟ ରେ କହିଥିଲେ,
ନିଜ ବିଶ୍ବାସ କାରଣରୁ ମାଶାେ ମିଶର ଦେଶ ଛାଡ଼ିଲେ। ସେ ରାଜାଙ୍କର କୋରଧ ପ୍ରତି ଭୟଭୀତ ନ ଥିଲେ। ସେ ଅନ୍ୟମାନଙ୍କୁ ଅଦୃଶ୍ଯ ପରମେଶ୍ବରଙ୍କୁ ଦେଖି ପାରିଲା ଭଳି ନିଜ ବିଶ୍ବାସ ରେ ଦୃଢ଼ ଥିଲେ।