Home Bibles ☰ Books ଗାଲାତୀୟଙ୍କ ପ୍ରତି ପତ୍ର 4:24 · ଓଡ଼ିଆ ବାଇବେଲ
ଗାଲାତୀୟଙ୍କ ପ୍ରତି ପତ୍ର 4:24 · ଓଡ଼ିଆ ବାଇବେଲ

ଏହି ସତ୍ଯ କାହାଣୀ ଗୋଟିଏ ଅର୍ଥ ପ୍ରକାଶ କରେ। ଦୁଇଜଣ ସ୍ତ୍ରୀ ଦୁଇ ପ୍ରକାରର ଚୁକ୍ତିକୁ ଦର୍ଶାନ୍ତି। ଗୋଟିଏ ଚୁକ୍ତି ସୀନୟ ପର୍ବତଠା ରେ ହାଇେଥିଲା। ଏହି ଚୁକ୍ତି ଉଦ୍ଦେଶ୍ଯ ରେ ଯେଉଁ ଲୋକମାନେ ଜନ୍ମ ହୁଅନ୍ତି, ସମାନେେ କ୍ରୀତଦାସ ଭଳି। ଏହି ଚୁକ୍ତି ହାଗାର ନାମ୍ନୀ ଏକ ସ୍ତ୍ରୀ ସହିତ ସଂୟୁକ୍ତ।

Cross references

ଆଦି ପୁସ୍ତକ 16:3

ଅବ୍ରାମ କିଣାନ ଦେଶ ରେ ଦଶ ବର୍ଷ କଟାଇଲାପରେ ଏହିପରି ହାଇେଥିଲା ଯେ, ତାଙ୍କର ସ୍ତ୍ରୀ ସାରୀ ତାହାଙ୍କ ମିଶରୀଯ ଦାସୀ ହାଗାରକୁ ତାଙ୍କ ସ୍ବାମୀ ଅବ୍ରାମଙ୍କ ସହିତ ବିବାହ ଦେଲେ, ଯାହାଫଳ ରେ ସେ ତା' ସହିତ ସହବାସ କରିପାରିବ।

ଆଦି ପୁସ୍ତକ 16:8

ସଦାପ୍ରଭୁଙ୍କର ଦୂତ କହିଲେ, ହାଗାର, ସାରୀର ଦାସୀ, ତୁମ୍ଭେ କେଉଁଠାରୁ ଆସିଛ ଓ ତୁମ୍ଭେ କେଉଁଠାକୁ ଯାଉଛ?

ଆଦି ପୁସ୍ତକ 16:15

ହାଗାର ଅବ୍ରାମର ପୁତ୍ରକୁ ଜନ୍ମ ଦଲୋ ଏବଂ ଅବ୍ରାମ ତା'ର ନାମ ଇଶ୍ମାଯଲେ ଦେଲେ।

ଆଦି ପୁସ୍ତକ 21:9

ହାଗାର ପୁଅ ଖଳେୁଥିବାର ସାରା ଦେଖିଲା। ଯାହା ହାଗାର ମିଶରୀଯ ଏହି ପୁତ୍ର ଅବ୍ରହାମଙ୍କ ଦ୍ବାରା ହାଇେଥିଲା।

ଆଦି ପୁସ୍ତକ 25:12

ଏହା ସାରାର ମିଶରୀଯା ଦାସୀ ହାଗାରର ପୁତ୍ର, ଇଶ୍ମାଯଲଙ୍କେର ପରିବାରର ତାଲିକା ଅଟେ।

ଦିତୀୟ ବିବରଣ 33:2

ମାଶାେ ଆଶୀର୍ବାଦ କଲେ ଏବଂ କହିଲେ,

ଯିହିଜିକଲ 20:49

ଏଥି ରେ ମୁଁ (ଯିହିଜିକଲ) କହିଲି, ହେ ସଦାପ୍ରଭୁ ମାରେ ପ୍ରଭୁ ସମାନେେ ମାେ ବିଷଯ ରେ କହୁଛନ୍ତି, ସେ କବଳେ ନୀତିବାକ୍ଯ କହୁଛି।

ହୋଶେୟ 11:10

ଆମ୍ଭେ ଗୋଟିଏ ସିଂହ ସଦୃଶ ଗର୍ଜ୍ଜନ କରିବା। ଆମ୍ଭର ପିଲାମାନେ ଆସିବେ ଓ ଆମ୍ଭଙ୍କୁ ଅନୁସରଣ କରିବେ। ଏହି ପିଲାମାନେ ଭୟ ରେ ଥରିଥରି ପଶ୍ଚିମରୁ ଆସିବେ।

ମାଥିଉଲିଖିତ ସୁସମାଚାର 13:35

ପରମେଶ୍ବର ଭବିଷ୍ଯଦ୍ବକ୍ତାଙ୍କ ମାଧ୍ଯମ ରେ ଯାହା କହିଥିଲେ, ତାହା ପୂର୍ଣ୍ଣ ହବୋ ପାଇଁ ଏହା ହେଉଥିଲା। ପରମେଶ୍ବର କହିଥିଲେ: ମୁଁ କାହାଣୀ ଦ୍ବାରା କଥା କହିବି। ସୃଷ୍ଟିର ଆଦି କାଳରୁ ଯେଉଁସବୁ କଥା ଗୋପନୀୟ ହାଇେ ରହିଛି, ସଗେୁଡିକ ମୁଁ ପ୍ରକାଶ କରିବି।ଗୀତସଂହିତା 78:2

ଲୂକଲିଖିତ ସୁସମାଚାର 22:19

ତାପରେ ଯୀଶୁ କିଛି ରୋଟୀ ନେଲେ। ରୋଟୀ ପାଇଁ ସେ ପରମେଶ୍ବରଙ୍କୁ ଧନ୍ଯବାଦ ଦେଲେ। ସେ ରୋଟୀକୁ ଖଣ୍ଡ ଖଣ୍ଡ କରି ତାହା ପ୍ ରରେିତମାନଙ୍କୁ ଦେଲେ। ତା'ପରେ ଯୀଶୁ କହିଲେ, ଏହି ରୋଟୀ ମାରେଶରୀର। ଏହା ମୁଁ ତୁମ୍ଭମାନଙ୍କ ପାଇଁ ଦେଉଛି। ମାେତେ ମନେ ରଖିବା ପାଇଁ ଏହା କର।

ରୋମୀୟଙ୍କ ପ୍ରତି ପତ୍ର 8:15

ଯେଉଁ ଆତ୍ମାଙ୍କୁ ଆମ୍ଭେ ପାଇଛୁ, ସେ ଆତ୍ମା ଆମ୍ଭକୁ ଆଉ ଦାସ ହବୋକୁ ଦବେେ ନାହିଁ କି ଆମ୍ଭ ପାଇଁ ଭୟର କାରଣ ହବେେ ନାହିଁ। ଆମ୍ଭ ଭିତ ରେ ଯେଉଁ ଆତ୍ମା ଅଛନ୍ତି ସେ ଆମ୍ଭକୁ ପରମେଶ୍ବରଙ୍କର ସନ୍ତାନ କରି ଦିଅନ୍ତି। ଓ ସହେି ଆତ୍ମାଙ୍କ ସହିତ ଆମ୍ଭେ କହୁ, 'ପିତା, ପ୍ରିୟ ପିତା।'

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 10:4

ଓ ସମସ୍ତେ ସମାନ ଆତ୍ମିକ ପାନୀୟରୁ ପାନ କରିଥିଲେ। ସମାନେେ ସହେି ଆତ୍ମିକ ପଥରରୁ ବାହାରିବା ପାଣି ପିଇଥିଲେ। ସହେି ପଥର ଖ୍ରୀଷ୍ଟ ଥିଲେ।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 10:11

ସମାନଙ୍କେ ପ୍ରତି ଯାହା ଘଟିଲା, ତାହା ଆମପାଇଁ ଉଦାହରଣସ୍ବରୂପ। ସମସ୍ତ ପ୍ରାଚୀନ ଇତିହାସ ରେ ଅନ୍ତିମ ସମୟରେ, ଆମ୍ଭେ ଜୀବନଧାରଣ କରୁଛୁ। ଏହା ଆମ୍ଭମାନଙ୍କୁ ଚତନୋ ଦବୋ ଉଦ୍ଦେଶ୍ଯ ରେ ଲଖାେ ଯାଇଛି।

ଗାଲାତୀୟଙ୍କ ପ୍ରତି ପତ୍ର 3:15

ଭାଇ ଓ ଭଉଣୀମାନେ! ମୁଁ ଗୋଟିଏ ଉଦାହରଣ ଦେଉଛି : ଜଣେ ଲୋକ ଅନ୍ୟ ଜଣଙ୍କ ସହିତ କରିଥିବା ଚୁକ୍ତି ବିଷୟ ରେ ଭାବ। ସହେି ଚୁକ୍ତିଟି ଅନୁମାଦେିତ ହାଇଗେଲା ପରେ, ସେଥି ରେ କୌଣସି ପରିବର୍ତ୍ତନ ହାଇପୋ ରେ ନାହିଁ। ତାହାକୁ ଅଟକାଇ ରଖିହୁଏ ନାହିଁ ଓ ସେଥି ରେ ୟୋଡ଼ା ଯାଇପା ରେ ନାହିଁ।

ଗାଲାତୀୟଙ୍କ ପ୍ରତି ପତ୍ର 4:25

ହାଗାର ଆରବ ଦେଶସ୍ଥିତ ସୀନୟ ପର୍ବତର ପ୍ରତୀକ। ଏବେ ତାହା ଆଜିର ୟିରୁଶାଲମକୁ ସଂକତେ କରେ। ଏହା ନିଜ ସନ୍ତାନମାନଙ୍କ ସହିତ ଦାସତ୍ବ ରେ ପଡ଼ିଅଛି।

Interlinear

Choose Theme