Home Bibles ଆଦି ପୁସ୍ତକ 16:15 · ଓଡ଼ିଆ ବାଇବେଲ
ଆଦି ପୁସ୍ତକ 16:15 · ଓଡ଼ିଆ ବାଇବେଲ

ହାଗାର ଅବ୍ରାମର ପୁତ୍ରକୁ ଜନ୍ମ ଦଲୋ ଏବଂ ଅବ୍ରାମ ତା'ର ନାମ ଇଶ୍ମାଯଲେ ଦେଲେ।

Cross references

ଆଦି ପୁସ୍ତକ 16:11

ସଦାପ୍ରଭୁଙ୍କର ଦୂତ ମଧ୍ଯ ଏପରି କହିଲେ, ହାଗାର ତୁମ୍ଭେ ବର୍ତ୍ତମାନ ଗର୍ଭବତୀ। ତୁମ୍ଭଠାରୁ ଏକ ପୁତ୍ର ସନ୍ତାନ ଜନ୍ମିବ। ତୁମ୍ଭେ ତା'ର ନାମ ଇଶ୍ମାଯଲେ ଦବେ। କାରଣ ସଦାପ୍ରଭୁ ଶୁଣିଛନ୍ତି, ତୁମ୍ଭେ ଯେତବେେଳେ ଦୁଃଖ ପାଉଥିଲ।

ଆଦି ପୁସ୍ତକ 17:18

ଏହାପରେ ଅବ୍ରହାମ ପରମେଶ୍ବରଙ୍କୁ କହିଲେ, ମୁଁ ଇଛାକରୁଛି ଯେ, ତୁମ୍ଭେ ଇଶ୍ମାଯଲକେୁ ଅନୁଗ୍ରହ କରିବ।

ଆଦି ପୁସ୍ତକ 17:20

ମୁଁ ଇଶ୍ମାଯଲେ ବିଷଯ ରେ ତୁମ୍ଭର ଅନୁ ରୋଧ ଶୁଣିଛି। ମୁଁ ତାଙ୍କୁ ଆଶୀର୍ବାଦ କରିବି। ତା'ର ବହୁସନ୍ତାନ ଜନ୍ମ ହବେେ। ତାହାଠାରୁ ବାରଜଣ ଅଧିପତି ଜନ୍ମ ନବେେ ତାଙ୍କର ପରିବାର ଏକ ବିରାଟ ଜାତି ହବେ।

ଆଦି ପୁସ୍ତକ 17:25

ଇଶ୍ମାଯଲଙ୍କେୁ ଯେତବେେଳେ ତରେ ବର୍ଷ ବଯସ ହାଇେଥିଲା ସେତବେେଳେ ସେ ସୁନ୍ନତ ହେଲେ।

ଆଦି ପୁସ୍ତକ 21:9

ହାଗାର ପୁଅ ଖଳେୁଥିବାର ସାରା ଦେଖିଲା। ଯାହା ହାଗାର ମିଶରୀଯ ଏହି ପୁତ୍ର ଅବ୍ରହାମଙ୍କ ଦ୍ବାରା ହାଇେଥିଲା।

ଆଦି ପୁସ୍ତକ 25:9

ତାଙ୍କର ପୁତ୍ର ଇସ୍ହାକ ଓ ଇଶ୍ମାଯଲେ ମମ୍ରିର ନିକଟରେ ହତେୀଯ ସହରର ପୁତ୍ର ଇଫ୍ରୋଣର କ୍ଷେତ୍ରସ୍ଥିତ ମକ୍ପଲୋ ନାମକ ଗୁହା ରେ ତାହାଙ୍କୁ କବର ଦେଲେ।

ଆଦି ପୁସ୍ତକ 25:12

ଏହା ସାରାର ମିଶରୀଯା ଦାସୀ ହାଗାରର ପୁତ୍ର, ଇଶ୍ମାଯଲଙ୍କେର ପରିବାରର ତାଲିକା ଅଟେ।

ଆଦି ପୁସ୍ତକ 28:9

ଏଷୌର ଦୁଇଟି କିଣାନୀଯ ସ୍ତ୍ରୀ ଥିଲେ। କିନ୍ତୁ ଏହାପରେ ସେ ଇଶ୍ମାଯଲକେୁ ଗଲେ ଓ ଆଉ ଏକ ସ୍ତ୍ରୀକୁ ବିବାହ କଲେ। ସେ ମହଲତ୍କୁ ବିବାହ କଲେ। ଇଶ୍ମାଯଲରେ କନ୍ଯା। ଇଶ୍ମାଯଲେ ଅବ୍ରହାମର ପୁତ୍ର। ମହଲତ୍ ନବାଯୋତର ଭଉଣୀ।

ଆଦି ପୁସ୍ତକ 37:27

ଆସ ଏହିସବୁ ବଣିକମାନଙ୍କୁ ଆମ୍ଭେ ବିକ୍ରୀ କରିଦବୋ। ଯାହା ହେଉ ସେ ଆମ୍ଭର ଭାଇ, ଆମ୍ଭର ନିଜର ରକ୍ତ ମାଂସ। ତା'ର ଭାଇମାନେ ଏହି ରେ ରାଜି ହାଇଗେଲେ।

ପ୍ରଥମ ବଂଶାବଳୀ 1:28

ଅବ୍ରହାମଙ୍କର ପୁତ୍ରମାନେ ଥିଲେ ; ଇସ୍ହାକ୍ ଓ ଇଶ୍ମାଯଲେ।

ଗାଲାତୀୟଙ୍କ ପ୍ରତି ପତ୍ର 4:22

ଶାସ୍ତ୍ର କୁ ହେ, ଅବ୍ରହାମଙ୍କର ଦୁଇଟି ପୁତ୍ର ଥିଲେ। ଗୋଟିଏ ପୁଅର ମା ଜଣେ ଦାସୀ। ଅନ୍ୟଟିର ମା ଜଣେ ସ୍ବାଧୀନା ସ୍ତ୍ରୀ।

Interlinear

Choose Theme