Home Bibles ଏଜ୍ରା 6:17 · ଓଡ଼ିଆ ବାଇବେଲ
ଏଜ୍ରା 6:17 · ଓଡ଼ିଆ ବାଇବେଲ

ପୁଣି ପରମେଶ୍ବରଙ୍କ ଏହି ମନ୍ଦିରର ପ୍ରତିଷ୍ଠା ସମୟରେ ସମାନେେ 100 ବୃଷ, 200 ଅଣ୍ତିରା ମଷେ, 400 ମଷେଶାବକ ଉତ୍ସର୍ଗ କଲେ। ଏବଂ ସମଗ୍ର ଇଶ୍ରାୟେଲର ପାପାର୍ଥକ ବଳିଦାନ ନିମନ୍ତେ ଇଶ୍ରାୟେଲୀୟ ଗୋଷ୍ଠୀର ସଂଖ୍ଯା ଅନୁସାରେ ବାର ଗୋଟି ଛାଗ ଉତ୍ସର୍ଗ କଲେ।

Cross references

ଲେବୀୟ ପୁସ୍ତକ 4:3

ଯଦି ଅଭିଷିକ୍ତ ଯାଜକ ପାପ କରେ ଏବଂ ଦେଶ ପାଇଁ ଦୋଷ ଆଣେ, ସେ ଗୋଟିଏ ନିଖୁଣ ବାଛୁରୀ ବଳିଦାନ କରିବ ସଦାପ୍ରଭୁଙ୍କ ସମ୍ମୁଖ ରେ ତାହା ପାପାର୍ଥକ ବଳିରୂପେ ଉତ୍ସର୍ଗ କରିବା ଉଚିତ୍।

ଲେବୀୟ ପୁସ୍ତକ 4:13

ପୁଣି ଇଶ୍ରାୟେଲର ସମସ୍ତ ଜାତି ଯଦି ଅଗୋଚର ରେ ପାପ କରନ୍ତି ଓ ସଦାପ୍ରଭୁ ଯାହା ନ କରିବାକୁ ଆଜ୍ଞା ଦଇେଛନ୍ତି, ତାହା ଯବେେ ସମାନେେ କରନ୍ତି ତବେେ ସମାନେେ ଦୋଷୀ ହବେେ।

ଲେବୀୟ ପୁସ୍ତକ 4:22

ଯଦି ଜଣେ ଶାସକ ଭୂଲ୍ ବଶତଃ ପାପ କରେ ଓ ସଦାପ୍ରଭୁଙ୍କର ଆଜ୍ଞାକୁ ବିରୁଦ୍ଧ କଲାପରି କୌଣସି କାର୍ୟ୍ଯ କରେ, ସେ ମଧ୍ଯ ଦୋଷୀ ବୋଲି ବିବଚେିତ ହବେ।

ଲେବୀୟ ପୁସ୍ତକ 4:28

ଯଦି ସହେି ଲୋକ ତା'ର ପାପ ବିଷଯ ରେ ଜ୍ଞାତ ହୁଏ, ତବେେ ସେ ତା'ର କୃତ ପାପ ନିମନ୍ତେ ଏକ ନିଖୁଣ ଛାଗୀ ଉତ୍ସର୍ଗ କରିବ।

ଗଣନା ପୁସ୍ତକ 7:2

ସହେିଦିନ ଇଶ୍ରାୟେଲ ଅଧିପତିଗଣ ସଦାପ୍ରଭୁଙ୍କୁ ସମାନଙ୍କେ ପରିବାରବର୍ଗର ପ୍ରଧାନଗଣ ନବୈେଦ୍ଯ ଦାନ କଲେ; ଏମାନେ ବଂଶ ସମୂହର ଅଧିପତି ଥିଲେ। ପରିବାରବର୍ଗର ଯେଉଁମାନେ ଲୋକମାନଙ୍କର ଗଣନା କରିବାର ଦାଯିତ୍ବ ରେ ଥିଲେ।

ପ୍ରଥମ ରାଜାବଳୀ 8:63

ରାଜା ଶଲୋମନ ଓ ଇଶ୍ରାୟେଲର ସଦାପ୍ରଭୁଙ୍କ ସମ୍ମାନାର୍ଥେ ଲୋକମାନେ 22,000 ଗାଈ ଓ 1,20,000 ମଷେ ସହଭାଗିତାର ବଳି ନିମନ୍ତେ ଉତ୍ସର୍ଗ କଲେ। ଏହି ରୂପେ ରାଜା ଓ ସମଗ୍ର ଇଶ୍ରାୟେଲ ଲୋକେ ସଦାପ୍ରଭୁଙ୍କ ମନ୍ଦିର ରେ ଉତ୍ସର୍ଗ କଲେ।

ପ୍ରଥମ ରାଜାବଳୀ 18:31

ଏଲିଯ ବାର ଗୋଟି ପଥର ପାଇଲେ। ଏହି ବାରଟି ପଥର ବାରଟି ଗୋଷ୍ଠୀ ପାଇଁ ଉର୍ଦ୍ଦିଷ୍ଟ ଥିଲା। ଏହା ବାରଟି ଗୋଷ୍ଠୀ ଯାକୁବଙ୍କର ବାର ପୁତ୍ରମାନଙ୍କର ନାମ ଅନୁସାରେ ହେଲେ। ସଦାପ୍ରଭୁ ଯାକୁବଙ୍କୁ ଇଶ୍ରାୟେଲ ନାମ ଦଇେଥିଲେ।

ପ୍ରଥମ ବଂଶାବଳୀ 16:1

ତା'ପରେ ସମାନେେ ନିଯମସିନ୍ଦୁକକୁ ବୋହି ଆଣିଲେ ଓ ତମ୍ବୁ ଭିତ ରେ ରଖିଲେ, ଯାହାକି ଦାଉଦ ପ୍ରସ୍ତୁତ କରିଥିଲେ। ଏହାପରେ ସମାନେେ ପରମେଶ୍ବରଙ୍କ ଆଗ ରେ ହାମବେଳି ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କଲେ।

ଦିତୀୟ ବଂଶାବଳୀ 7:5

ରାଜା ଶଲୋମନ 22,000 ବଳଦ ଓ 1,20,000 ମେଣ୍ଢା ଉତ୍ସର୍ଗ କଲେ। ରାଜା ଓ ସମସ୍ତ ଲୋକ ପରମେଶ୍ବରଙ୍କ ମନ୍ଦିରକୁ ସମର୍ପଣ କଲେ।

ଦିତୀୟ ବଂଶାବଳୀ 29:21

ସମାନେେ ସାତ ଗୋଟି ବଳଦ, ସାତାଟେି ମଷେ, ସାତାଟେି ମଷେଶାବକ ଓ ସାତାଟେି ବୋଦା ଆଣିଲେ। ଏହି ପଶୁଗୁଡ଼ିକ ପବିତ୍ର ସ୍ଥାନର ଓ ଯିହୁଦାର ଲୋକମାନଙ୍କ ନିମନ୍ତେ ପାପାର୍ଥକ ବଳିସ୍ବରୂପେ ଉତ୍ସର୍ଗୀକୃତ ହବୋକୁ ଥିଲା। ରାଜା ହିଜକିଯ ହାରୋଣଙ୍କ ବଂଶଧର ଯାଜକମାନଙ୍କୁ ସଦାପ୍ରଭୁଙ୍କ ୟଜ୍ଞବଦେୀ ଉପରେ ସହେି ପଶୁଗୁଡ଼କ ଉତ୍ସର୍ଗ କରିବାକୁ ଆଦେଶ ଦେଲେ।

ଦିତୀୟ ବଂଶାବଳୀ 29:24

ଛାଗମାନଙ୍କର ରକ୍ତକୁ ୟଜ୍ଞବଦେୀ ଉପରେ ଉତ୍ସର୍ଗ କରି ଯାଜକମାନେ ପାପାର୍ଥକ ବଳି ଉତ୍ସର୍ଗ କଲେ। ପରମେଶ୍ବର ଯେପରି ଇଶ୍ରାୟେଲର ଲୋକମନଙ୍କର ପାପସବୁ କ୍ଷମା କରନ୍ତି, ଏଥିନିମନ୍ତେ ସମାନେେ ଏହିପରି କଲେ। ରାଜା କହିଲେ ଯେ, ଇଶ୍ରାୟେଲର ସମସ୍ତ ଲୋକଙ୍କ ନିମନ୍ତେ ହାମବେଳି ଉପହାର ଓ ପାପାର୍ଥକ ବଳି ଏକତ୍ର ଉତ୍ସର୍ଗ କରାୟିବା ଉଚିତ୍।

ଦିତୀୟ ବଂଶାବଳୀ 29:31

ହିଜକିଯ କହିଲେ, ବର୍ତ୍ତମାନ, ଯିହୁଦାର ଲୋକମାନେ, ତୁମ୍ଭମାନେେ ନିଜକୁ ସଦାପ୍ରଭୁଙ୍କ ଉତ୍ସର୍ଗୀକୃତ କରିଅଛ। ନିକଟକୁ ଆସ ଓ ସଦାପ୍ରଭୁଙ୍କ ମନ୍ଦିରକୁ ବଳିଦାନ ଓ ଧନ୍ଯବାଦର ଉପହାରସବୁ ଆଣ। ଏହାପରେ ଲୋକମାନେ ବଳିଦାନ ଓ ଧନ୍ଯବାଦର ଉପହାର ସବୁ ଆଣିଲେ। ଯଦି କୌଣସି ଲୋକ ଚାହିଁଲା, ସେ ହାମବେଳି ଉପହାରସବୁ ଆଣିଲା।

ଏଜ୍ରା 8:35

ନିର୍ବାସନରୁ ଆଗତ ବନ୍ଦୀତ୍ବର ସନ୍ତାନଗଣ ସମଗ୍ର ଇଶ୍ରାୟେଲ ନିମନ୍ତେ ଇଶ୍ରାୟେଲ ପରମେଶ୍ବରଙ୍କ ଉଦ୍ଦେଶ୍ଯ ରେ ହାମବେଳି ରୂପେ 12 ବୃଷ, 96ଅଣ୍ତିରା ମଷେ, 77 ମଷେଶାବକ, ପାପାର୍ଥକ ବଳି ନିମନ୍ତେ 12 ଛାଗ ଉତ୍ସର୍ଗ କଲେ। ଏହିସବୁ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ହାମବେଳି ଥିଲା।

ଲୂକଲିଖିତ ସୁସମାଚାର 22:30

ମାେ ରାଜ୍ଯ ରେ ମାେ ସହିତ ଟବେୁଲ ଉପରେ ତୁମ୍ଭମାନେେ ଖିଆପିଆ କରିବ। ତୁମ୍ଭମାନେେ ସିଂହାସନଗୁଡିକ ଉପରେ ବସି ଇଶ୍ରାୟେଲର ବାରଟି ଯାକ ଗୋଷ୍ଠୀର ବିଚାର କରିବ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 7:4

ଏହିପରି ମୁଦ୍ରାଙ୍କିତ ହେବା ଲୋକମାନଙ୍କର ସଂଖ୍ୟା ମୁଁ ଶୁଣିଲି। ସେମାନେ 144,000 ଜଣ ଥିଲେ। ସେମାନେ ଇସ୍ରାଏଲର ପ୍ରତି ପରିବାର ବର୍ଗ ମଧ୍ୟରୁ ଥିଲେ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 21:12

ନଗରୀର ଗୋଟିଏ ବଡ଼ ଉଚ୍ଚ କାନ୍ଥ ଥିଲା। ଏହାର ବାରଟି ପ୍ରବେଶଦ୍ବାରା ଥିଲା। ସହେି ଦ୍ବାରମାନଙ୍କ ରେ ବାରଟି ସ୍ବର୍ଗଦୂତ ଥିଲେ। ପ୍ରେତ୍ୟକକ ପ୍ରବେଶ ଦ୍ବାର ରେ ଇଶ୍ରାୟେଲର ବାରଟି ପରିବାରର ଗୋଟିଏ ଗୋଟିଏ ଦଳର ନାମ ଖାଦେିତ ଥିଲା।

Interlinear

Choose Theme