ହିଜକିଯ କହିଲେ, ବର୍ତ୍ତମାନ, ଯିହୁଦାର ଲୋକମାନେ, ତୁମ୍ଭମାନେେ ନିଜକୁ ସଦାପ୍ରଭୁଙ୍କ ଉତ୍ସର୍ଗୀକୃତ କରିଅଛ। ନିକଟକୁ ଆସ ଓ ସଦାପ୍ରଭୁଙ୍କ ମନ୍ଦିରକୁ ବଳିଦାନ ଓ ଧନ୍ଯବାଦର ଉପହାରସବୁ ଆଣ। ଏହାପରେ ଲୋକମାନେ ବଳିଦାନ ଓ ଧନ୍ଯବାଦର ଉପହାର ସବୁ ଆଣିଲେ। ଯଦି କୌଣସି ଲୋକ ଚାହିଁଲା, ସେ ହାମବେଳି ଉପହାରସବୁ ଆଣିଲା।
Cross references
ତୁମ୍ଭମାନେେ ସଦାପ୍ରଭୁଙ୍କ ନିମନ୍ତେ ବିଶଷେ ଉପହାର ସଂଗ୍ରହ କର। ପ୍ରେତ୍ୟକକ ତାଙ୍କର ଇଚ୍ଛା ମତେ ଉପହାର ଦବେେ। ଏବଂ ଏହାପରେ ସହେି ଉପହାରଗୁଡିକ ସଦାପ୍ରଭୁଙ୍କ ସମ୍ମୁଖକୁ ଆଣ। ଏହି ଉପହାର ଯଥା: ସୁନା, ରୂପା ଓ ପିତ୍ତଳ।
ପୁରୁଷ ଓ ସ୍ତ୍ରୀ ଯେତେ ଲୋକ ସ୍ବଚ୍ଛନ୍ଦମନା ଥିଲେ, ସେ ସମସ୍ତ ଆସି ଉରୋମଣି ଓ କୁଣ୍ଡଳ ଓ ଅଙ୍ଗୁରୀଯ ହାର ପ୍ରଭୃତି ସ୍ବର୍ଣ୍ଣ ଅଳଙ୍କାରସବୁ ଆଣିଲେ। ପ୍ରେତ୍ୟକକ ଲୋକ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ସୁବର୍ଣ୍ଣର ମହାନ ଉପହାର ଉତ୍ସର୍ଗ କଲେ।
ସଦାପ୍ରଭୁ ପୃଥିବୀର ପରମେଶ୍ବର ସମାଗମ-ତମ୍ବୁରୁ ମାଶାଙ୍କେୁ ଡାକି କହିଲେ,
ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କରିବା ପାଇଁ ନିମ୍ନ ବ୍ଯବସ୍ଥା ଅଟେ।
କହେି ଯବେେ ସଦାପ୍ରଭୁଙ୍କୁ ପ୍ରଶଂସା କରିବାକୁ ମଙ୍ଗଳାର୍ଥକ ବଳି ଆଣେ, ତବେେ ସେ ତଲେ ରେ ଛଣା ହାଇେଥିବା ମଙ୍ଗଳାର୍ଥକ ବଳି ସହିତ ତାଡିଶୂନ୍ଯ ରୋଟୀ, ତୈଳୟୁକ୍ତ ଚାଡିଶୂନ୍ଯ ଚକୁଳି ଓ ସରୁ ମଇଦାର ତୈଳମିଶ୍ରିତ ପକ୍ବପିଠା ଉତ୍ସର୍ଗ କରିବ।
ତୁମ୍ଭମାନେେ ସଦାପ୍ରଭୁଙ୍କ ବିଶ୍ରାମଦିନ ଛଡା, ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ଉତ୍ସର୍ଗୀକୃତ ଦାନ ଛଡା ତୁମ୍ଭମାନଙ୍କର ସକଳ ମାନତ ଛଡା ଓ ତୁମ୍ଭମାନଙ୍କ ସ୍ବେଚ୍ଛାଦତ୍ତ ସକଳ ନବୈେଦ୍ଯ ଛଡା ଏହିସବୁ ପର୍ବ ପାଳନ କରିବ।
ତୁମ୍ଭମାନେେ ହାରୋଣଙ୍କ ବଂଶଧର, ସଦାପ୍ରଭୁ ଯାଜକମାନଙ୍କୁ ବାହାର କରି ଦେଲେ। ଆଉ ତୁମ୍ଭମାନେେ ଲବେୀୟମାନଙ୍କୁ ବାହାର କରିଦଲେ। ଏହାପରେ ତୁମ୍ଭମାନେେ ନିଜେ ନିଜର ଯାଜକମାନଙ୍କୁ ବାଛିଲ, ଠିକ୍ ଯେପରି ପୃଥିବୀର ଅନ୍ୟ ଦେଶର ଲୋକମାନେ କରିଥାଆନ୍ତି। ଆଉ ବର୍ତ୍ତମାନ ଯେ କୌଣସି ବ୍ଯକ୍ତି ଗୋଟିଏ ଅଳ୍ପବଯସ୍କ ବୃଷ ଓ ସାତାଟେି ମେଣ୍ଢା ଆଣି ଦେଲେ ଜଣେ ଯାଜକ ହାଇପୋରିବ। ଜଣେ ଯାଜକ ୟିଏକି 'ଅଣ ଦବେତାମାନଙ୍କର ସବୋ କରିବ।
ଆଉ ଯେ କୌଣସି ଲୋକ ଅନ୍ୟଠା ରେ ବାସ କରୁଛନ୍ତି, ସହେି ସ୍ଥାନର ଲୋକମାନେ ୟିରୁଶାଲମସ୍ଥ ପରମେଶ୍ବରଙ୍କ ମନ୍ଦିର ନିମନ୍ତେ ସ୍ବଇଛା ରେ ଦତ୍ତ ନବୈେଦ୍ଯ ଛଡା ରୂପା, ସୁନା, ନାନାଦ୍ରବ୍ଯ ଓ ପଶୁ ଦିଅନ୍ତି।