କୋରସ ରାଜାଙ୍କ ଅଧିକାରର ପ୍ରଥମ ବର୍ଷ ରେ କୋରସ ରାଜା ୟିରୁଶାଲମସ୍ଥିତ ପରମେଶ୍ବରଙ୍କ ମନ୍ଦିର ବିଷଯ ରେ ଆଜ୍ଞା କଲେ।
Cross references
ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ବର ସମସ୍ତ ଗୋଷ୍ଠୀ ମଧ୍ଯରକ୍ସ୍ଟ ଏକ ସ୍ଥାନ ମନୋନୀତ କରିବେ, ଯେଉଁଠା ରେ ତାଙ୍କର ନାମ ଉପାସନା ହବୋ ଉଚିତ୍। ତୁମ୍ଭର ସଠାେକକ୍ସ୍ଟ ୟିବା ଉଚିତ୍ ଏବଂ ତାଙ୍କୁ ଖାଜେିବା ଉଚିତ୍।
ସେତବେେଳେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ବର ଆପଣା ନାମ ବାସ କରିବା ପାଇଁ ଯେଉଁ ସ୍ଥାନ ନିରୂପିତ କରିବେ ସହେ ସ୍ଥାନକକ୍ସ୍ଟ ତୁମ୍ଭମାନେେ ମାରେ ଆଜ୍ଞା ଅନକ୍ସ୍ଟସା ରେ ନିଜ ନିଜ ହୋମ ନବୈେଦ୍ଯ ଓ ନିଜ ନିଜ ବଳିଦାନ, ନିଜ ଆଯର ଦଶମାଂଶ ଓ ନିଜ ନିଜ ହସ୍ତର ଉତ୍ତଳନୀଯ ଉପହାର ଓ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ମନାସିଲାର ତୁମ୍ଭମାନଙ୍କର ସକଳ ମନୋନୀତ ମାନତ ଆଣିବ।
ଶଲୋମନ ସଦାପ୍ରଭୁଙ୍କ ସମ୍ମାନାର୍ଥେ ଯେଉଁ ମନ୍ଦିର ନିର୍ମାଣ କଲେ ତାହାର ଲମ୍ବ ଷାଠିଏ ହାତ, ପ୍ରସ୍ଥ କୋଡିଏ ହାତ ଓ ଉଚ୍ଚତା ତିରିଶ ହାତ ଥିଲା।
ଏହାପରେ ଶଲୋମନ, ହୂରମ ନିକଟକୁ ବାର୍ତ୍ତା ପଠାଇଲେ। ହୂରମ୍, ସୋର ସହରର ରାଜା ଥିଲେ। ଶଲୋମନ କହିଲେ, ମାରେ ବାପା ଦାଉଦଙ୍କୁ ସାହାୟ୍ଯ କଲାପରି ମାେତେ ମଧ୍ଯ ସାହାୟ୍ଯ କର। ତୁମ୍ଭେ ଦବଦୋରୁ ଗଛର କାଠ ତାଙ୍କ ନିକଟକୁ ପଠାଇଲେ, ଯେପରି ସେ ବାସ କରିବା ନିମନ୍ତେ ଏକ ଗୃହ ନିର୍ମାଣ କରିପାରନ୍ତି।
ବାସ୍ତବ ରେ କୌଣସି ବ୍ଯକ୍ତି ଆମ୍ଭର ପରମେଶ୍ବରଙ୍କୁ ଭିତ ରେ ରଖିବା ପାଇଁ ଏକ ଗୃହ ନିର୍ମାଣ କରିପାରିବ ନାହିଁ। ଏପରିକି ସ୍ବର୍ଗ ବା ସର୍ବୋଚ୍ଚ ସ୍ବର୍ଗ ମଧ୍ଯ ତାଙ୍କୁ ଧାରଣ କରିପାରିବ ନାହିଁ। ମୁଁ ମଧ୍ଯ ପରମେଶ୍ବରଙ୍କ ନିମନ୍ତେ ଏକ ମନ୍ଦିର ନିର୍ମାଣ କରିପାରିବି ନାହିଁ। କବଳେ ତାଙ୍କଠା ରେ ନବୈେଦ୍ଯ ଉତ୍ସର୍ଗ କରିବା ପାଇଁ ଏକ ସ୍ଥାନ ନିର୍ମାଣ କରିପା ରେ।
ପରମେଶ୍ବରଙ୍କ ମନ୍ଦିରର ଭିତ୍ତିମୂଳ ସ୍ଥାପନ ନିମନ୍ତେ ଶଲୋମନ ଏହି ପ୍ରକାରର ମାପ ବ୍ଯବହାର କରିଥିଲେ। ଭିତ୍ତିମୂଳ ଷାଠିଏ ହାତ ଲମ୍ବ ଓ କୋଡ଼ିଏ ହାତ ପ୍ରସ୍ଥ ଥିଲା। ଶଲୋମନ ମନ୍ଦିରର ମାପ ନଲୋବଳକେୁ ପୁରୁଣା ମାପର ବ୍ଯବହାର କରିଥିଲେ।
କୋରସ୍ ପାରସ୍ଯର ରାଜା ହାଇେଥିବାର ପ୍ରଥମ ବର୍ଷ ରେ, ସଦାପ୍ରଭୁ କୋରସ୍ଙ୍କ ଦ୍ବାରା ଏକ ବିଶଷେ ଘାଷେଣା କରାଇଲେ। ସଦାପ୍ରଭୁ ଯିରିମିୟ ଭବିଷ୍ଯତ୍ବକ୍ତାଙ୍କ ଦ୍ବାରା ଯେଉଁ ଶପଥ କରିଥିଲେ, ତାହା ଯେପରି ପ୍ରକୃତ ରେ ଘଟିବ, ସେଥିନିମନ୍ତେ ସେ ଏହିପରି କଲେ। କୋରସ୍ ତାଙ୍କ ରାଜ୍ଯର ପ୍ରେତ୍ୟକକ ସ୍ଥାନକୁ ବାର୍ତ୍ତାବାହକମାନଙ୍କୁ ପଠାଇଲେ। ସମାନେେ ଏହି ବାର୍ତ୍ତା ବହନ କରୁଥିଲେ।
ପାରସ୍ଯର ରାଜା କୋରସ ଏହିପରି କହିଛନ୍ତି: ସଦାପ୍ରଭୁ, ସ୍ବର୍ଗର ପରମେଶ୍ବର, ପୃଥିବୀର ସମସ୍ତ ରାଜ୍ଯ ମାେତେ ପ୍ରଦାନ କରିଛନ୍ତି। ଏବଂ ସଦାପ୍ରଭୁ ମାେତେ ଯିହୁଦା ରାଜ୍ଯର ୟିରୁଶାଲମଠା ରେ ତାହାଙ୍କ ପାଇଁ ଏକ ମନ୍ଦିର ନିର୍ମାଣ କରିବା ପାଇଁ ନିରୂପଣ କରିଛନ୍ତି।
ସମାନେେ ପାରସ୍ଯର ରାଜା କୋରସର ଅନୁମତି ଅନୁସାରେ ରାଜମିସ୍ତ୍ରୀ ଓ ସୂତ୍ରଧାରମାନଙ୍କୁ ମୁଦ୍ରା ଦେଲେ। ଏବଂ ଲିବାନୋନଠାରୁ ୟାଫୋସ୍ଥିତ ସମୁଦ୍ରତୀର ପର୍ୟ୍ଯନ୍ତ ଏରସ କାଠ ଆଣିବା ପାଇଁ ସୀଦୋନୀଯ ଓ ସୋରୀଯ ଲୋକମାନଙ୍କୁ ଖାଦ୍ୟ, ପାନୀଯ ଓ ତୈଳ ଦେଲେ।
ବାବିଲର ରାଜା କୋରସଙ୍କର ଅଧିକାରର ପ୍ରଥମ ବର୍ଷ ରେ ପରମେଶ୍ବରଙ୍କ ଏହି ମନ୍ଦିର ନିର୍ମାଣ କରିବା ପାଇଁ କୋରସର ରାଜା ଆଜ୍ଞା କଲେ।
ସେ ତାହାକୁ କହିଲେ, ଏହିସବୁ ପାତ୍ର ନଇେ ୟିରୁଶାଲମସ୍ଥ ମନ୍ଦିର ରେ ରଖ ଓ ପରମେଶ୍ବରଙ୍କ ମନ୍ଦିର ସ୍ବସ୍ଥାନ ରେ ନିର୍ମିତ ହେଉ।
ଏଥି ରେ ହାଗଯ ଭବିଷ୍ଯଦ୍ବକ୍ତାର ଓ ଇଦ୍ଦୋର ପୁତ୍ର ଜିଖରିଯର ଭବିଷ୍ଯଦ୍ବାକ୍ଯ ସହକା ରେ ୟିହୁଦୀଯ ପ୍ରାଚୀନବର୍ଗ ମନ୍ଦିର ନିର୍ମାଣ କଲେ ଓ କୃତକାର୍ୟ୍ଯ ହେଲେ। ଆଉ ସମାନେେ ଇଶ୍ରାୟେଲର ପରମେଶ୍ବରଙ୍କ ଆଜ୍ଞା ଅନୁସାରେ ଓ ପାରସ୍ଯ ରାଜା କୋରସ ଓ ଦାରିଯାବସ ଓ ଅର୍ତ୍ତକ୍ଷସ୍ତର ଆଜ୍ଞା ଅନୁସାରେ ନିର୍ମାଣ କରି ସମାପ୍ତ କଲେ।
ଏହା ହେଉଛି ଯେଉଁଠାରେ କି ଗୋଷ୍ଠୀବର୍ଗ ଆସନ୍ତି। ସଦାପ୍ରଭୁଙ୍କର ଗୋଷ୍ଠୀବର୍ଗ ତାଙ୍କୁ ପ୍ରଶଂସା କରିବା ପାଇଁ ଏଠାକୁ ଆସନ୍ତି। ଇଶ୍ରାୟେଲକୁ ଏହିସବୁ କରିବା ପାଇଁ ଆଦେଶ ଦିଆହୁଏ।
ତା'ପ ରେ ସେ ମନ୍ଦିରର ର୍ଦୈଘ୍ଯ 100 ହାତ ଲମ୍ବ ମାପିଲେ। ଏବଂ ଅଗଣା ନିର୍ମିତ ଗୃହଟି ଓ ଏହାର କାନ୍ଥ ମଧ୍ଯ 100 ହାତ ଥିଲା।
ସହେି ନଗରୀଟି ଚାରିକଣିଆ ଥିଲା। ଏହାର ଲମ୍ବା ଓ ଚଉଡ଼ା ସମାନ। ସହେି ଦୂତ ମାପଦଣ୍ଡ ରେ ନଗରୀକୁ ମାପିଲେ। ନଗରୀର ଲମ୍ବା 12,000 ଷ୍ଟାଡ଼ିଆ, ଚଉଡ଼ା 12,000 ଷ୍ଟାଡ଼ିଆ ଓ ଉଚ୍ଚତା ମଧ୍ଯ 12,000 ଷ୍ଟାଡ଼ିଆ ଥିଲା।