ଆମ୍ଲଭସକାରସ ବିଷଯସର କହୁ, ତୁମ୍ଲଭ ଆମ୍ଭସମଷପାଳକ, ତୁମ୍ଲଭ ଆମ୍ଭର ମଙ୍ଗଳ କରିବ। ତୁମ୍ଲଭ ୟିରୁଶାଲମ ପୁନଃନିର୍ମିତସହବସବାଲି କହିବ।' ପୁଣି ମନ୍ଦିରର ମୂଳଦୁଆ ସ୍ଥାପିତସହବସବାଲି ତୁମ୍ଲଭ କହିବ।'
Cross references
କୋରସ୍ ପାରସ୍ଯର ରାଜା ହାଇେଥିବାର ପ୍ରଥମ ବର୍ଷ ରେ, ସଦାପ୍ରଭୁ କୋରସ୍ଙ୍କ ଦ୍ବାରା ଏକ ବିଶଷେ ଘାଷେଣା କରାଇଲେ। ସଦାପ୍ରଭୁ ଯିରିମିୟ ଭବିଷ୍ଯତ୍ବକ୍ତାଙ୍କ ଦ୍ବାରା ଯେଉଁ ଶପଥ କରିଥିଲେ, ତାହା ଯେପରି ପ୍ରକୃତ ରେ ଘଟିବ, ସେଥିନିମନ୍ତେ ସେ ଏହିପରି କଲେ। କୋରସ୍ ତାଙ୍କ ରାଜ୍ଯର ପ୍ରେତ୍ୟକକ ସ୍ଥାନକୁ ବାର୍ତ୍ତାବାହକମାନଙ୍କୁ ପଠାଇଲେ। ସମାନେେ ଏହି ବାର୍ତ୍ତା ବହନ କରୁଥିଲେ।
ପ୍ରଥମ ବର୍ଷ ରେ କୋରସ ପାରସ୍ଯର ରାଜା ଥିଲେ। ସଦାପ୍ରଭୁ ତାଙ୍କୁ ଏକ ଘାଷେଣା ପତ୍ର ଲେଖିବା ପାଇଁ ଉତ୍ସାହିତ କରିଥିଲେ ଓ ଉକ୍ତ ଘାଷେଣାନାମାକୁ ତାଙ୍କ ରାଜ୍ଯର ଗ୍ଭରିଆଡେ ପଢି ଶୁଣାଇ ଥିଲେ। ଯିରିମିୟଙ୍କ ଦ୍ବାରା କୁହାୟାଇଥିବା ସଦାପ୍ରଭୁଙ୍କର ବାକ୍ଯ ପୂରଣ କରିବାକୁ ଏହା ଥିଲା। ସହେି ଘାଷେଣା ନାମାଟି ଏହିପରି ଥିଲା।
ତାଙ୍କ ସମସ୍ତ ଲୋକମାନଙ୍କ ମଧ୍ଯରୁ ତୁମ୍ଭମାନଙ୍କ ଭିତରୁ ଯେ କହେି ହୁଅନା, ତାର ପରମେଶ୍ବର ତା ସହିତ ରୁହନ୍ତୁ। ଯିହୁଦାସ୍ଥିତ ୟିରୁଶାଲମ ପର୍ୟ୍ଯନ୍ତ ତାକୁ ୟିବାକୁ ଦିଅ ଏବଂ ତାକୁ ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବରଙ୍କ ମନ୍ଦିର ନିର୍ମାଣ କରିବାକୁ ଦିଅ। ସେ ହିଁ ପରମେଶ୍ବର ୟିଏକି ୟିରୁଶାଲମ ରେ ଅଛନ୍ତି।
କୋରସ ରାଜାଙ୍କ ଅଧିକାରର ପ୍ରଥମ ବର୍ଷ ରେ କୋରସ ରାଜା ୟିରୁଶାଲମସ୍ଥିତ ପରମେଶ୍ବରଙ୍କ ମନ୍ଦିର ବିଷଯ ରେ ଆଜ୍ଞା କଲେ।
ସେ ଦାଉଦଙ୍କୁ ମଷେ ଓ ମଷେଶାବକ ଜଗିବା କାମରୁ ଆଣି, ତାଙ୍କୁ ଆପଣାର ଲୋକମାନଙ୍କୁ ଜଗିବାର ଦାଯିତ୍ବ ଦେଲେ। କାରଣ ଇଶ୍ରାୟେଲୀୟ ଓ ୟାକୁବର ଲୋକମାନେ, ପରମେଶ୍ବରଙ୍କର ସମ୍ପତ୍ତି ଥିଲେ।
ସହେି ସୈନ୍ଯବାହିନୀ ସମାନଙ୍କେର ଦେଶକୁ ଦୂତ ପ୍ ରରଣେ କରିବେ। ସହେି ଲୋକମନଙ୍କୁ ଦୂତ କି ବାର୍ତ୍ତା ଦବେେ ? ସମାନେେ ଘାଷେଣା କରିବେ, ପଲ୍ଷ୍ଟେୀଯ ପରାଜିତ ହେଲା। ମାତ୍ର ସଦାପ୍ରଭୁ ସିୟୋନକୁ ଶକ୍ତିଶାଳୀ କଲେ ଏବଂ ତାଙ୍କର ଦରିଦ୍ର ଲୋକମାନେ ନିରାପତ୍ତା ପାଇଁ ସଠାେକୁ ଗଲେ।
ଆମ୍ଭେ ପର୍ବତ ଓ ଉପପର୍ବତଗୁଡ଼ିକୁ ଧ୍ବଂସ କରିବୁ ଓ ତହିଁରେ ଥିବା ସମସ୍ତ ଗୁଳ୍ମଲତାକୁ ଶୁଷ୍କ କରିବୁ। ନଦନଦୀକୁ ଦ୍ବୀପ ରେ ପରିଣତ କରିବୁ ଓ ଜଳାଶଯକୁ ଶୁଷ୍କ କରିବୁ।
ସଦାପ୍ରଭୁ ନିଜ ଅଭିଷିକ୍ତ ବ୍ଯକତିର ଅର୍ଥାତ୍ କୋରସ ବିଷଯ ରେ ଏହିକଥା କୁହନ୍ତି, ଆମ୍ଭେ ତାହା ସମ୍ମୁଖ ରେ ନାନା ଗୋଷ୍ଠୀକୁ ପରାସ୍ତ କରିବା ପାଇଁ ତାହାର ଦକ୍ଷିଣ ହସ୍ତ ଧରିଅଛୁ ଓ ଆମ୍ଭେ ରାଜାମାନଙ୍କର କଟିବନ୍ଧନ ଫିଟାଇବା। ପୁଣି ତାହା ସମ୍ମୁଖ ରେ କବାଟସବୁ ମୁକ୍ତ କରିବା ଓ ନଗରଦ୍ବାର ସବୁ ବନ୍ଦ ରହିବ ନାହିଁ।
ପୁଣି ଆମ୍ଭେ ଅନ୍ଧକାରାବୃତ ଧନଭଣ୍ଡାର ଓ ଗୁପ୍ତ ସ୍ଥାନ ରେ ସଞ୍ଚିତ ସମ୍ପତ୍ତିସବୁ ତୁମ୍ଭକୁ ଦବୋ। ତାହା ହେଲେ ତୁମ୍ଭେ ଜାଣିବ ଯେ ଆମ୍ଭେ ତୁମ୍ଭର ସଦାପ୍ରଭୁ ଓ ଆମ୍ଭେ ତୁମ୍ଭର ନାମ ଧରି ଆହ୍ବାନ କରୁଥିଲୁ। ଆମ୍ଭେ ଇଶ୍ରାୟେଲର ପରମେଶ୍ବର ଏହା ମଧ୍ଯ ତୁମ୍ଭେ ଜାଣି ପାରିବ।
ଆମ୍ଭେ ତାଙ୍କୁ ଭଲ କାର୍ୟ୍ଯ ଉଦ୍ଦେଶ୍ଯ ରେ ଜାଗରିତ କରୁ, ସେ ଆମ୍ଭର ନଗର ନିର୍ମାଣ କରିବ। ସେ ଆମ୍ଭର ନିର୍ବାସିତ ଲୋକମାନଙ୍କୁ ମୁକ୍ତ କରିବ। ସେଥିପାଇଁ ସେ କୌଣସି ମୂଲ୍ଯ ବା ପୁରସ୍କାର ଆମ୍ଭଠାରୁ ନବେ ନାହିଁ। ସର୍ବଶକ୍ତିମାନ ସଦାପ୍ରଭୁ ଏହି କଥା କୁହନ୍ତି।
ଆମ୍ଭେ ପୂର୍ବଦିଗସ୍ଥ ଦୂରଦେଶରୁ ଏକ ମନୁଷ୍ଯକୁ ଆହ୍ବାନ କରୁ। ସହେି ମନୁଷ୍ଯଟି ଉତ୍କ୍ରୋଶ ପକ୍ଷୀ ସଦୃଶ। ଆମ୍ଭେ ଯାହା ମନ୍ତ୍ରଣା କରୁ ସେ ତାହାହିଁ କରିବ। ଆମ୍ଭେ କଳ୍ପନା କରିଅଛୁ ଓ ଆମ୍ଭେ ତାହା ସଫଳ କରିବା।
ତୁମ୍ଭମାନେେ ସମସ୍ତେ ଏକତ୍ରୀତ ହାଇେ ଆମ୍ଭ କଥା ଶ୍ରବଣ କର ; ସମାନଙ୍କେ ମଧିଅରେ କିଏ ଏହିସବୁ କଥା କରିଅଛନ୍ତି ? ସଦାପ୍ରଭୁ ତାହାକୁ ପ୍ ରମେ କରିଅଛନ୍ତି। ସେ ବାବିଲ ଉପ ରେ ତାଙ୍କର ଉଦ୍ଦେଶ୍ଯ ସଫଳ କରିବେ ଓ କଲଦୀଯମାନଙ୍କ ଉପ ରେ ତାଙ୍କର ବାହୁ ରହିବ।
ଆମ୍ଭେ ନିଜେ ତାଙ୍କୁ କହିଅଛୁ, ନିଜେ ତାଙ୍କୁ ଆହ୍ବାନ କରିଛୁ, ନିଜେ ତାଙ୍କୁ ଆଣିଅଛୁ ; ସେ ନିଜ ପଥରେ କୃତକାର୍ୟ୍ଯ ହବେ।
ସେତବେେଳେ ସେ ପ୍ରାଚୀନ କାଳ ଓ ମାଶାେ ଓ ନିଜର ଲୋକମାନଙ୍କୁ ସ୍ମରଣ କଲେ, ସେ ନିଜର ମଷେପାଳକମାନଙ୍କୁ ସମୁଦ୍ର ପାର କରାଇ ଆଣିଲେ ଓ ସେ ୟିଏକି ସମାନଙ୍କେ ମଧିଅରେ ନିଜର ପବିତ୍ର ଆତ୍ମାକୁ ସ୍ଥାପନ କଲେ, ସେ କାହାଁନ୍ତି ?
ପୁଣି ସଦାପ୍ରଭୁ ଏହି କଥା କହନ୍ତି, ଆମ୍ଭେ ଲୋକ ପଠାଇ ଉତ୍ତର ଦିଗସ୍ଥ ସମସ୍ତ ପରିବାରବର୍ଗକୁ ଆଣିବା।ପୁଣି ଆମ୍ଭର ଦାସ ବାବିଲର ରାଜା ନବୁଖଦ୍ନିତ୍ସରକୁ ଆଣିବା। ପୁଣି ସମାନଙ୍କେୁ ନଇେ ଯିହୁଦା ଓ ଯିହୁଦା ନିବାସୀଙ୍କ ବିରୁଦ୍ଧ ରେ ଓ ତାହାର ଚତୁର୍ଦ୍ଦିଗସ୍ଥ ସମସ୍ତ ଗୋଷ୍ଠୀ ବିରୁଦ୍ଧ ରେ ଛିଡ଼ା କରାଇବା। ଆଉ ସମାନଙ୍କେୁ ସୂର୍ଣ୍ଣ ଭାବରେ ବିନାଶ କରିବା। ସହେି ଦେଶକୁ ଚିରକାଳ ଏକ ଶୂନ୍ଯ ପ୍ରାନ୍ତର ରେ ପରିଣତ କରିବା। ତାହାକୁ ଦେଖି ଲୋକମାନେ ବିସ୍ମଯ ରେ ଓ ଶୀସ୍ ଶବ୍ଦ କରିବେ।
ପାରସ୍ଯର ରାଜା କୋରସର ରାଜତ୍ବର ତୃତୀୟ ବର୍ଷ ରେ ବେଲ୍ଟଶତ୍ସର ନାମ ରେ ପରିଚିତ ଦାନିୟେଲଙ୍କ ପ୍ରତି ଏକ ବିଷଯ ପ୍ରକାଶିତ ହେଲା। ସେ ସବୁ ସତ୍ଯ ବୁଝିବାକୁ କଠି; ମାତ୍ର ଦାନିୟେଲ ତାହା ବୁଝିଲେ ଓ ଦର୍ଶନ ବିଷଯ ତାଙ୍କୁ ଗୋଚର ହେଲା।