ଏଜ୍ରା 2:64 · ଓଡ଼ିଆ ବାଇବେଲ
ଏମାନେ ସମସ୍ତେ ମିଶି 42 ,360 ଜଣ ଥିଲେ। ଏମାନଙ୍କର ଦାସଦାସୀ ମିଶି 7,337 ଜଣ।
Cross references
ଏଜ୍ରା 9:8
ଆମ୍ଭମାନଙ୍କ ପରମେଶ୍ବର ଯେପରି ଆମ୍ଭମାନଙ୍କ ମୁଖ ପ୍ରସନ୍ନ କରିବେ ଓ ଆମ୍ଭମାନଙ୍କ ନିର୍ବାସୀତ ଅବସ୍ଥା ରେ ଆମ୍ଭମାନଙ୍କୁ ନିଶ୍ଚିଚ ଆଶ୍ବାସନା ଦବେେ। ଆମ୍ଭମାନଙ୍କୁ ରକ୍ଷା କରିବା ପାଇଁ ଆପଣା ପବିତ୍ରସ୍ଥାନ ରେ ଆମ୍ଭମାନଙ୍କୁ ଏକ ଖୁଣ୍ଟି ଦବୋକୁ ବର୍ତ୍ତମାନ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ବରଙ୍କଠାରୁ କ୍ଷଣକାଳ ଅନୁଗ୍ରହ ପାଇଅଛୁ।
ନିହିମିୟା 7:66
ଆଉ ସମସ୍ତ ସମାବେଶ ରେ 42,360 ଜଣ ଥିଲେ।
ଯିଶାଇୟ 10:20
ସହେି ସମୟରେ ଇଶ୍ରାୟେଲର ଅବଶିଷ୍ଟାଂଶ ଲୋକ ଏବଂ ଯାକୁବ ପରିବାର ଲୋକେ ପ୍ରହାରକାରୀଙ୍କ ଉପ ରେ ଆଉ ନିର୍ଭର କରିବେ ନାହିଁ। ସମାନେେ ଇଶ୍ରାୟେଲର ଧର୍ମସ୍ବରୂପ ସଦାପ୍ରଭୁଙ୍କ ଉପ ରେ ନିର୍ଭର କରିବା ଶିକ୍ଷା କରିବେ।
ଯିରିମିୟ 23:3
ଆମ୍ଭେ ଯେଉଁ ଯେଉଁ ଦେଶକୁ ଆମ୍ଭର ପଲକୁ ତଡ଼ି ଦଇେଅଛୁ, ସହେିସବୁ ଦେଶରୁ ସମାନଙ୍କେର ଅବଶିଷ୍ଟାଂଶ ସଂଗ୍ରହ କରିବା। ଆଉ ପୁନର୍ବାର ସମାନଙ୍କେୁ ସମାନଙ୍କେର ବାସ ସ୍ଥାନକୁ ଫରୋଇ ଆଣିବା। ସେତବେେଳେ ସମାନେେ ପ୍ରଜାବନ୍ତ ଓ ବହୁ ସଂଖ୍ଯକ ହବେେ।