ତା'ପରେ ଯୀଶୁ ଯୀହୂଦୀ ପ୍ରାର୍ଥନାଗୃହର ଅଧ୍ଯକ୍ଷଙ୍କ ଘ ରେ ପହନ୍ଚିଲେ। ସଠାେରେ ବଂଶୀବାଦକମାନେ ସମାଧି ଜନିତ ବଂଶୀ ବଜାଉଥିଲେ। ଝିଅଟି ମରିଯାଇଥିବାରୁ ଲୋକେ କାନ୍ଦୁଥିଲେ।
Cross references
ଯିରିମିୟ ଯୋଶିୟଯଙ୍କ ନିମନ୍ତେ ସମାଧିକାଳୀନ କତେୋଟି ଗୀତ ଲେଖିଲେ ଓ ତାହାକୁ ଗାନ କଲେ। ଆଜି ପର୍ୟ୍ଯନ୍ତ ପୁରୁଷ ଓ ସ୍ତ୍ରୀ ଗାଯକ ଗାଯିକାମାନେ ସହେି ବିଷାଦପୂର୍ଣ୍ଣ ସଙ୍ଗୀତଗାନ କରିଥାଆନ୍ତି। ଇଶ୍ରାୟେଲର ଲୋକମାନେ ଏହିପ୍ରକାର ସବୁବେଳେ କଲେ। ସମାନେେ ଯୋଶିୟଙ୍କ ନିମନ୍ତେ ଏକ ବିଷାଦପୂର୍ଣ୍ଣ ସଙ୍ଗୀତ ଗାନ କଲେ। ସହେି ଗୀତଗୁଡ଼ିକ ସମାଧିକାଳୀନ ସଙ୍ଗୀତ ପୁସ୍ତକରେ ଲଖାୟୋଇଅଛି।
ସୈନ୍ଯାଧିପତି ସଦାପ୍ରଭୁ କହନ୍ତି, ତୁମ୍ଭମାନେେ ବିବଚେନା କର ଓ ବିଳାପକାରିଣୀ ସ୍ତ୍ରୀମାନଙ୍କୁ ଆସିବା ପାଇଁ ଡ଼ାକ ଓ ନିପୁଣା ସ୍ତ୍ରୀମାନଙ୍କର ଆସିବା ପାଇଁ ଲୋକ ପଠାଅ।
ଯୀଶୁ ଏ ବିଷୟ କହୁଥିବା ସମୟରେ ଯିହୂଦୀ ପ୍ରାର୍ଥନାଗୃହର ଜଣେ ଅଧ୍ଯକ୍ଷ ଆସିଲେ। ସେ ଯୀଶୁଙ୍କ ଆଗ ରେ ଆଣ୍ଠୁମାଡି ବସି ପଡଲେ ଓ କହିଲେ, ମାରେ ଝିଅ ଏବେ ମରୀଗଲା। ତୁମ୍ଭେ ଆସି ତା'ଉପରେ ହାତ ରଖି ଦିଅ। ତା' ହେଲେ ସେ ପୁଣି ବଞ୍ଚି ଉଠିବ।
'ଆମ୍ଭେ ତୁମ୍ଭ ପାଇଁ ବଂଶୀ ବଜାଇଲୁ। କିନ୍ତୁ ତୁମ୍ଭେ ନାଚିଲ ନାହିଁ। ଆମ୍ଭେ ଶୋକ ଗୀତ ଗାଇଲୁ, କିନ୍ତୁ ତୁମ୍ଭେ ବିଳାପ କଲ ନାହିଁ।'
ଯୀଶୁ ସଠାେରେ ଏସବୁ କହୁଥିବା ସମୟରେ ଯିହୂଦୀ ସମାଜ ଗୃହର ଅଧିକାରୀ ଯାଈରସଙ୍କ ଘରୁ କେତକେ ଲୋକ ଆସି ତାହାଙ୍କୁ କହିଲେ, ତୁମ୍ଭର ଝିଅ ମରିଗଲାଣି। ବର୍ତ୍ତମାନ ତୁମ୍ଭେ ଗୁରୁ(ଯୀଶୁ)ଙ୍କୁ ଅଯଥା ରେ ଆଉ କାହିଁକି ହଇରାଣ କରିବ?
ସମାନେେ ବଜାର ରେ, ବସିଥିବା ସହେି ପିଲାମାନଙ୍କ ଭଳି, ଯେଉଁମାନଙ୍କ ଭିତରୁ ଦଳେ ଅନ୍ୟ ଦଳକୁ କହନ୍ତି:
ସେ ଠିକ୍ ଏହି କଥା କହୁଥିବା ସମୟରେ ସମାଜଗୃହର ନେତା ଯାଈରସଙ୍କ ଘରୁ ଜଣେ ଆସି କହିଲା, ତୁମ୍ଭ ଝିଅ ମରିଗଲା। ଆଉ ଏବେ ଗୁରୁଙ୍କୁ କଷ୍ଟ ଦିଅନାହିଁ।
ତେଣୁ ପିତର ପ୍ରସ୍ତୁତ ହେଲେ ଏବଂ ସମାନଙ୍କେ ସହିତ ଗଲେ। ସେ ଯେତବେେଳେ ପହନ୍ଚିଲେ, ସମାନେେ ତାହାଙ୍କୁ ଉପର କଠାେରୀକୁ ନଇେ ଗଲେ। ପିତରଙ୍କ ଚ଼ାରିପାଖେ ବିଧବାମାନେ ଠିଆ ହାଇେ କାନ୍ଦୁଥିଲେ। ଟାବୀଥା ସମାନଙ୍କେ ସହିତ ଜୀବିତ ଥିବା ସମୟରେ ଯେଉଁ କୁର୍ତ୍ତା ଓ ଅନ୍ୟ ଲୁଗାପଟା ତିଆରି କରିଥିଲେ, ସଗେୁଡ଼ିକ ସମାନେେ ପିତରଙ୍କୁ ଦଖାଇେଲେ।