Home Bibles ଦିତୀୟ ଶାମୁୟେଲ 19:35 · ଓଡ଼ିଆ ବାଇବେଲ
ଦିତୀୟ ଶାମୁୟେଲ 19:35 · ଓଡ଼ିଆ ବାଇବେଲ

ମୁ ଅଶି ବର୍ଷର ଜଲଣ ବୃଦ୍ଧ। ମୁ ଭଲମନ୍ଦ ବାରିବା ପାଇଁ ବହକ୍ସ୍ଟତ ଦକ୍ଷ। ମୁ ଯାହା ଭୋଜନ କି ପାନକଲର କ'ଣ ତହିଁର ସ୍ବାଦ ଭଲ ଭାବଲର ବାରିପାସର? ମୁ ଗାଯକ କି ଗାଯୀକାମାନଙ୍କର ସ୍ବର ବାରିପାସର?ସତଲବ କାହିଁକି ଆପଣଙ୍କ ଦାସସମାର ପ୍ରଭକ୍ସ୍ଟ ମହାରାଜାଙ୍କ ପ୍ରତି ଭାର ସ୍ବରୂପସହବି?

Cross references

ଯାତ୍ରା ପୁସ୍ତକ 2:8

ରାଜାଙ୍କର କନ୍ଯା କହିଲା, ହଁ, ଦୟାକରି ଡାକ।

ଯାତ୍ରା ପୁସ୍ତକ 12:4

ଯଦି, ତୁମ୍ଭେ ପରିବାର ରେ ୟଥେଷ୍ଟ ଲୋକ ନଥାନ୍ତି ତାକୁ ଖାଇବାକୁ, ତବେେ ସେ ତା'ର ପଡ଼ୋଶୀଙ୍କୁ ନିମନ୍ତ୍ରଣ କରି ଆଣିବ। ସମସ୍ତଙ୍କ ପାଇଁ ଯେପରି ଉପୟୁକ୍ତ ପରିମାଣ ରେ ଖାଦ୍ୟ ହବେ।

ଦିତୀୟ ଶାମୁୟେଲ 13:25

ଏଥି ରେ ରାଜା ଅବଶାଲୋମକକ୍ସ୍ଟ କହିଲେ, ନାହିଁ ମାରେପକ୍ସ୍ଟତ୍ର, ଆମ୍ଭେ ସମସ୍ତେ ନ ଯାଉ, ଗଲେ ତକ୍ସ୍ଟମ୍ଭ ପ୍ରତି ଭାରସ୍ବରୂପ ହବେକ୍ସ୍ଟ।

ଦିତୀୟ ଶାମୁୟେଲ 15:33

ସେଥି ରେ ଦାଉଦ ତାଙ୍କୁ କହିଲେ, ତୁମ୍ଭେ ଯଦି ମାେ ସହିତ ଅଗ୍ରସର ହକ୍ସ୍ଟଅ, ତବେେ ତୁମ୍ଭେ ମାରେ ଭାର ସଦୃଶ ହବେ।

ଏଜ୍ରା 2:65

ସମାନଙ୍କେର ମଧ୍ଯ 200 ଜଣ ଗାଯକ ଓ ଗାଯୀକା ଥିଲେ।

ନିହିମିୟା 7:67

ଏହା ଛଡା ସମାନଙ୍କେ ଦାସଦାସୀ 7,337 ଜଣ ଥିଲେ। ସମାନଙ୍କେର 24

ଆୟୁବ ପୁସ୍ତକ 6:30

ମୁଁ ମିଛ କହୁନାହିଁ ।ଏବଂ ମୁଁ ଜାଣେ କେଉଁଟି ଭଲ ଓ ମନ୍ଦ।

ଆୟୁବ ପୁସ୍ତକ 12:11

କିନ୍ତୁ ଜିହ୍ବା ଯେପରି ଖାଦ୍ୟର ସ୍ବାଦ ବାରିପା ରେ। କାନ ସପରେି ଶୁଣୁଥିବା ଶବ୍ଦକୁ ବାରିପା ରେ।

ଗୀତସଂହିତା 90:10

ଆମ୍ଭେ ହୁଏତ ସତୁରି ବର୍ଷ ବଞ୍ଚିପାରୁ, ଅଥବା ୟଦି ଆମ୍ଭେ ଶକ୍ତିଶାଳୀ ତବେେ ଅଶୀ ବର୍ଷ ବଞ୍ଚିପାରୁ। ଆମ୍ଭମାନଙ୍କର ଜୀବନ କଠିନ ପରିଶ୍ରମ ଓ ୟନ୍ତ୍ରଣାରେ ଭରପୁର ହାଇେଥାଏ। ଏହାପରେ ହଠାତ୍ ଆମ୍ଭର ଜୀବନ ସମାପ୍ତ ହୁଏ ଓ ଆମ୍ଭେ ଉଡ଼ିଯାଉ।

ଉପଦେଶକ 2:8

ମୁଁ ରୂପା ଓ ସୁନା ଏବଂ ନାନା ରାଜାର ଓ ନାନା ପ୍ରଦେଶର ବହୁତ ସମ୍ପତ୍ତି ସଂଗ୍ରହ କଲି, ମୁଁ ଗାଯକ ଓ ଗାଯିକା ଆଉ ମନୁଷ୍ଯ ତୁଷ୍ଟିକାରିଣୀ ଅନକେ ଉପପତ୍ନୀ ପାଇଲି।

ଉପଦେଶକ 12:1

ତୁମ୍ଭେ ୟୌବନ କାଳ ରେ ଆପଣା ସୃଷ୍ଟିକର୍ତ୍ତାଙ୍କୁ ସ୍ମରଣ କର। ବୃଦ୍ଧାବସ୍ଥା ଓ ଏହାର ଦୂରାବସ୍ଥା ଆସିବା ପୂର୍ବରୁ, ଯେଉଁ ବର୍ଷ ତୁମ୍ଭେ କହିବ ମୁଁ ଆଉ ଜୀବନକୁ ଉପ ଭୋଗ କରିବାକୁ ଚା ହେଁ ନାହିଁ।

ଯିଶାଇୟ 5:11

ତୁମ୍ଲଭମାଲନ ସୁରାପାନ କରିବାକୁ ଅତି ପ୍ରଭାତସର ଉଠ, ବିଳମ୍ବ ରାତ୍ରି ପର୍ୟ୍ଯନ୍ତ ଉଜାଗର ରହି ସୁରାସର ଉନ୍ମତ୍ତ ହୁଅ।

ଏବ୍ରୀ 5:14

କିନ୍ତୁ କଠିନ ଖାଦ୍ୟ ସହେିମାନଙ୍କ ପାଇଁ ଯେଉଁମାନେ ଶିଶୁପରି ବ୍ଯବହାର ବନ୍ଦ କରି ଦଇେଛନ୍ତି। ଏହା ସହେିମାନଙ୍କ ପାଇଁ ଯେଉଁମାନେ ଆତ୍ମା ରେ ବୃଦ୍ଧି ପାଇଛନ୍ତି।

ପିତରଙ୍କ ପ୍ରଥମ ପତ୍ 2:3

ପ୍ରଭୁଙ୍କର ଉତ୍ତମତାର ସ୍ବାଦ ତୁମ୍ଭେ ଚାଖି ସାରିଛ।

Interlinear

Choose Theme