Home Bibles ☰ Books ଦିତୀୟ ରାଜାବଳୀ 16:14 · ଓଡ଼ିଆ ବାଇବେଲ
ଦିତୀୟ ରାଜାବଳୀ 16:14 · ଓଡ଼ିଆ ବାଇବେଲ

ଆଉସସ ସଦାପ୍ରଭୁଙ୍କ ସମ୍ମୁଖସ୍ଥିତ ପିତ୍ତଳ ୟଜ୍ଞବଲଦୀ ଆଣିଲଲସଯଉଁଟାକି ଆହାସ୍ ୟଜ୍ଞବଲଦୀ ଓ ସଦାପ୍ରଭୁଙ୍କ ମନ୍ଦିରର ମଧ୍ଯସ୍ଥଳସର ଥିଲା ଓ ଏହା ତାଙ୍କର ୟଜ୍ଞବଲଦୀର ଉତ୍ତର ପାଶର୍‌ବସର ରଖିଲଲ।

Cross references

ଯାତ୍ରା ପୁସ୍ତକ 40:6

ଆଉ ସମାଗମ ତମ୍ବୁର ପବିତ୍ର ତମ୍ବୁ ସମ୍ମୁଖ ରେ ହାମବେଳି ରଖିବ।

ଯାତ୍ରା ପୁସ୍ତକ 40:29

ମାଶାେ ପବିତ୍ର ତମ୍ବୁର ସମ୍ମୁଖ ରେ ବଳିଦାନ ପାଇଁ ୟଜ୍ଞବଦେୀ ରଖିଲେ ଏବଂ ସଦାପ୍ରଭୁଙ୍କର ମାଶାଙ୍କେୁ ଦଇେଥିବ ଆଜ୍ଞାନୁସା ରେ ହାମବେଳି ଓ ଶସ୍ଯ ନବୈେଦ୍ଯ ଉତ୍ସର୍ଗ କଲେ।

ଦିତୀୟ ରାଜାବଳୀ 16:11

ତା'ପଲର ଯାଜକ ଉରିଯ ରାଜା ଆହାସ ଦମ୍ମଲଶକରୁ ପଠାଇଥିବା ୟଜ୍ଞବଲଦିର ନମୁନା ଅନୁସାଲର ଏକ ୟଜ୍ଞବଲଦି ନିର୍ମାଣ କଲଲ। ଆହସ୍ ଆସିବା ପୂର୍ବରୁ ଯାଜକ ସମସ୍ତ କର୍ମ କଲା।

ଦିତୀୟ ବଂଶାବଳୀ 1:5

ହୁରଙ୍କ ପୁତ୍ର ଊରି, ଊରିଙ୍କ ପୁତ୍ର ବତ୍ସଲଲେ ଏକ ପିତ୍ତଳର ୟଜ୍ଞବଦେୀ ନିର୍ମାଣ କରିଥିଲେ। ଏହି ପିତ୍ତଳର ୟଜ୍ଞବଦେୀ ଗିବିଯୋନଠା ରେ ସଦାପ୍ରଭୁଙ୍କ ତମ୍ବୁ ସମ୍ମୁଖ ରେ ଥିଲା। ତେଣୁ ଶଲୋମନ ଏବଂ ଲୋକମାନେ ଗିବିଯୋନକୁ ସଦାପ୍ରଭୁଙ୍କ ପରାମର୍ଶ କରିବାକୁ ଗଲେ।

ଦିତୀୟ ବଂଶାବଳୀ 4:1

ଶଲୋମନ ଏକ ୟଜ୍ଞବଦେୀ ନିର୍ମାଣ ନିମନ୍ତେ ପିତ୍ତଳ ବ୍ଯବହାର କଲେ। ସହେି ପିତ୍ତଳର ବଦେୀଟି କୋଡ଼ିଏ ହାତ ଲମ୍ବା କୋଡ଼ିଏ ହାତ ଚଉଡ଼ା ଏବଂ ଦଶ ହାତ ଉଚ୍ଚତା ବିଶିଷ୍ଟ ଥିଲା।

ଦିତୀୟ ବଂଶାବଳୀ 29:19

ଆହସ୍ ରାଜା ଥିବା ସମୟରେ ପରମେଶ୍ବରଙ୍କର ବିରୁଦ୍ଧ ରେ ବିଦ୍ରୋହ କଲେ। ସେ ମନ୍ଦିର ମଧିଅରେ ଥିବା ଅନକେ ସାମଗ୍ରୀକୁ ଫୋପାଡ଼ି ଦଇେଥିଲେ। କିନ୍ତୁ ଆମ୍ଭମାନେେ ସହେିସବୁ ସାମଗ୍ରୀକୁ ନିରୂପିତ କରିଅଛୁ ଓ ସଗେୁଡ଼ିକୁ ବିଶଷେ ବ୍ଯବହାର ନିମନ୍ତେ ପ୍ରସ୍ତୁତ କରିଅଛୁ। ସଗେୁଡ଼ିକ ବର୍ତ୍ତମାନ ସଦାପ୍ରଭୁଙ୍କ ୟଜ୍ଞବଦେୀର ସମ୍ମୁଖ ରେ ଅଛି।

ଯିହିଜିକଲ 43:8

ସମାନେେ ମାରେ ଦ୍ବାର ପ୍ରବେଶ ସ୍ଥାନ ନିକଟରେ ସମାନଙ୍କେର ଦ୍ବାର ପ୍ରବେଶ ସ୍ଥାନ ରଖିଲେ ଓ ମାରେ ଦ୍ବାରବନ୍ଧ ନିକଟରେ ସମାନଙ୍କେର ଦ୍ବାରବନ୍ଧ ରଖିଲେ। କବଳେ ମାରେ ଓ ସମାନଙ୍କେ ମଧିଅରେ ଏକ କାନ୍ଥ ପୃଥକ କରୁଥିଲା। ପୁଣି ନିଜର ଜଘନ୍ଯ କର୍ମ ଦ୍ବାରା ମାରେ ପବିତ୍ର ନାମ ସମାନେେ ଅପବିତ୍ର କରିଅଛନ୍ତି। ଏଣୁ ମୁଁ ଆପଣା କୋରଧ ରେ ସମାନଙ୍କେୁ ବିନାଶ କରିଅଛିା

ମାଥିଉଲିଖିତ ସୁସମାଚାର 23:35

ତେଣୁ ଧାର୍ମିକ ଲୋକ ହବେଲଙ୍କଠାରୁ ଆରମ୍ଭ କରି ବରେିଖିୟଙ୍କ ପୁତ୍ର ୟିଖରିୟଙ୍କ ପର୍ୟ୍ଯନ୍ତ ଏ ପୃଥିବୀ ରେ ଯେତେ ଭଲ ଲୋକଙ୍କୁ ମାରି ଦିଆ ଯାଇଛି, ସେଥିପାଇଁ ତୁମ୍ଭମାନେେ ଦୋଷୀ ସାବ୍ଯସ୍ତ ହବେ। ବରେିଖିୟଙ୍କ ପୁତ୍ରୟିଖରିୟଙ୍କୁ ମନ୍ଦିର ଓ ବଦେୀ ମଧ୍ଯ ସ୍ଥଳ ରେ ତୁମ୍ଭମାନେେ ହତ୍ଯା କରିଥିଲ।

Interlinear

Choose Theme