ପୁଣି ଯାଜକ ପାପାର୍ଥକ ବଳିର ରକ୍ତର କିଛି ନଇେ ମନ୍ଦିରର ଚୌକାଠମାନର ଉପ ରେ ୟଜ୍ଞବଦେୀ ଥାକର ଚାରି କଣର ଉପ ରେ ଆଉ ଭିତର ପ୍ରାଙ୍ଗଣର ଦ୍ବାର ଚୌକାଠର ଉପ ରେ ଲଗାଇବା ଉଚିତ୍।
Cross references
ଏହିରୂପେ ହାରୋଣ ମହାପବିତ୍ର ସ୍ଥାନକୁ େଶୗଚ କରିବ। ଇଶ୍ରାୟେଲ ଲୋକମାନଙ୍କ ଅ େଶୗଚ ଓ ପାପ ପାଇଁ ସେ ପ୍ରାଯଶ୍ଚିତ କରିବ। ହାରୋଣ ସମାଗମ ତମ୍ବୁ ପାଇଁ ସହେିପରି କରିବ, କାରଣ ଏହା ଅ େଶୗଚ ମଧିଅରେ ସମାନଙ୍କେ ସହିତ ବାସ କରେ।
ଆଉ ସେ ବାହାରକୁ ଆସି ସମ୍ମୁଖସ୍ଥିତ ୟଜ୍ଞବଦେୀ ପାଖକୁ ୟାଇ ତହିଁ ନିମନ୍ତେ ପ୍ରାଯଶ୍ଚିତ କରିବ। ପୁଣି ଗୋବତ୍ସ ଓ ଛାଗର କିଛି ରକ୍ତ ନଇେ ୟଜ୍ଞବଦେୀର ଶୃଙ୍ଗ ଉପରେ ଚାରିଆଡେ ଦବେ।
ଭୂମିସ୍ଥ ମୂଳଠାରୁ ତଳ ଥାକ ପର୍ୟ୍ଯନ୍ତ ଦୁଇହାତ ଓ ପ୍ରସ୍ଥ ଏକ ହାତ ହବେ। ସହେି କ୍ଷୁଦ୍ରତମ ଥାକଠାରୁ ବଡ଼ଥାକ ପର୍ୟ୍ଯନ୍ତ ଚାରିହାତ ଓ ପ୍ରସ୍ଥ ଏକ ହାତ ହବେ।
ପାଶର୍ବଗୁଡ଼ିକ ମଧ୍ଯ ବର୍ଗାକାର ପୁଣି ଥାକର ଚାରିପାଖର ର୍ଦୈଘ୍ଯ ଚଉଦ ହାତ ଓ ପ୍ରସ୍ଥ ଚଉଦ ହାତ ହବେ। ତହିଁର ଧାର ଚାରି ଦିନ ରେ ଅଧହାତ ଓ ତହିଁର ମୂଳ ଚାରିଆଡ଼େ ଏକ ହାତ ପରିମିତ ହବେ। ତା'ର ପାବଚ୍ଛଗୁଡ଼ିକ ପୂର୍ବାଭିମୁଖ ହବେ।
ଆଉ ତୁମ୍ଭେ ତାହାର ରକ୍ତ ନଇେ ୟଜ୍ଞବଦେୀର ଚାରିକଣ ରେ ଥିବା ଚାରି ଶିଙ୍ଗ ରେ, ଥାକର ଚାରିକୋଣ ଉପ ରେ ଓ ଧାରର ଚାରିଆଡ଼େ ଦବେ। ଏହିରୂପେ ତୁମ୍ଭେ ବଦେୀକି ଶୁଚି କରି ତାହା ପାଇଁ ପ୍ରାଯଶ୍ଚିତ କରିବ।