Home Bibles ☰ Books ଯିହିଜିକଲ 41:2 · ଓଡ଼ିଆ ବାଇବେଲ
ଯିହିଜିକଲ 41:2 · ଓଡ଼ିଆ ବାଇବେଲ

ପ୍ରବେଶ ସ୍ଥାନ ପ୍ରସ୍ଥ ଦଶ ହାତ ଓ ସହେି ପ୍ରବେଶ ସ୍ଥାନର ପାଶର୍‌ବ ଏପାଖେ ପାଞ୍ଚହାତ ଓ ସପୋଖେ ପାଞ୍ଚ ହାତ ଥିଲା। ଏବଂ ସେ ତାହାର ର୍ଦୈଘ୍ଯ ଚାଳିଶ ହାତ ଓ ପ୍ରସ୍ଥ କୋଡ଼ିଏ ହାତ ମାପିଲେ।

Cross references

ଯାତ୍ରା ପୁସ୍ତକ 26:36

ପବିତ୍ର ତମ୍ବୁର ଦ୍ବାର ନିମନ୍ତେ ଏକ ନୀଳ ପରଦା ପ୍ରସ୍ତୁତ କର। ଏହା ଧୁମ୍ର ଓ ସିନ୍ଦୁର ବର୍ଣ୍ଣ ଶୁଭ୍ର କ୍ଷୋମ ସୂତା ରେ ବୁଣାୟିବା ଉଚିତ୍।

ଯାତ୍ରା ପୁସ୍ତକ 36:37

ସମାନେେ ତମ୍ବୁ ପ୍ରବେଶ ଦ୍ବାର ନିମନ୍ତେ ନୀଳ, ଧୁମ୍ର ସିନ୍ଦୁର ବର୍ଣ୍ଣ ଓ କ୍ଷୋମସୂତ୍ର ନିର୍ମିତ ଏକ ପରଦା ବୁଣିଲେ।

ପ୍ରଥମ ରାଜାବଳୀ 6:2

ଶଲୋମନ ସଦାପ୍ରଭୁଙ୍କ ସମ୍ମାନାର୍ଥେ ଯେଉଁ ମନ୍ଦିର ନିର୍ମାଣ କଲେ ତାହାର ଲମ୍ବ ଷାଠିଏ ହାତ, ପ୍ରସ୍ଥ କୋଡିଏ ହାତ ଓ ଉଚ୍ଚତା ତିରିଶ ହାତ ଥିଲା।

ପ୍ରଥମ ରାଜାବଳୀ 6:17

ମହାପବିତ୍ର ସ୍ଥାନର ସମ୍ମୁଖସ୍ଥ କଠାେରୀ ମନ୍ଦିରର ମୁଖ୍ଯ ଅଂଶ ଥିଲା ଓ ଏହା ଗ୍ଭଳିଶ ହାତ ଲମ୍ବ ଥିଲା।

ପ୍ରଥମ ରାଜାବଳୀ 6:31

ମାହାପବିତ୍ର ସ୍ଥାନର କବାଟ ଜିତ କାଠ ରେ ନିର୍ମିତ ହାଇେଥିଲା, ଦୁଆରବନ୍ଧଟିର ପାଞ୍ଚଟି ପାଖ ଥଲା।

ଦିତୀୟ ବଂଶାବଳୀ 3:3

ପରମେଶ୍ବରଙ୍କ ମନ୍ଦିରର ଭିତ୍ତିମୂଳ ସ୍ଥାପନ ନିମନ୍ତେ ଶଲୋମନ ଏହି ପ୍ରକାରର ମାପ ବ୍ଯବହାର କରିଥିଲେ। ଭିତ୍ତିମୂଳ ଷାଠିଏ ହାତ ଲମ୍ବ ଓ କୋଡ଼ିଏ ହାତ ପ୍ରସ୍ଥ ଥିଲା। ଶଲୋମନ ମନ୍ଦିରର ମାପ ନଲୋବଳକେୁ ପୁରୁଣା ମାପର ବ୍ଯବହାର କରିଥିଲେ।

ଦିତୀୟ ବଂଶାବଳୀ 3:7

କଡ଼ିକାଠ, ଚୌକାଠ, କାନ୍ଥ ଓ ଦ୍ବାରସବୁ ଶଲୋମନ ସୁବର୍ଣ୍ଣ ରେ ଆଚ୍ଛାଦନ କଲେ। କାନ୍ଥ ରେ କିରୁବଦୂତଗଣଙ୍କର ଛବି ଶଲୋମନ ଖୋଦାଇଲେ।

ଦିତୀୟ ବଂଶାବଳୀ 29:7

ସମାନେେ ମନ୍ଦିର ଅଳିନ୍ଦର ଦ୍ବାରସବୁ ବନ୍ଦ କରି ଦେଲେ ଓ ପ୍ରଦୀପର ଶିଖା ଲିଭାଇ ଦେଲେ। ସମାନେେ ଇଶ୍ରାୟେଲର ପରମେଶ୍ବରଙ୍କର ପବିତ୍ର ସ୍ଥାନ ରେ ସୁଗନ୍ଧିଧୂପ ଜଳାଇବା ଓ ନବୈେଦ୍ଯ ହାମବେଳି ଉପହାର ଉତ୍ସର୍ଗ କରିବା ବନ୍ଦ କରି ଦେଲେ।

ଯୋହନଲିଖିତ ସୁସମାଚାର 10:7

ତେଣୁ ଯୀଶୁ ଆଉଥରେ କହିଲେ, ମୁଁ ତୁମ୍ଭକୁ ସତ୍ଯ କହୁଛି, ମୁଁ ହେଉଛି ମଷେମାନଙ୍କ ଫାଟକ।

ଯୋହନଲିଖିତ ସୁସମାଚାର 10:9

ମୁଁ ଫାଟକ। ଯେଉଁ ବ୍ଯକ୍ତି ମାେ (ଫାଟକ) ଦଇେ ପ୍ରବେଶ କରେ, ସେ ରକ୍ଷା ପାଇବ। ସହେି ଲୋକ ଭିତରକୁ ଆସିପାରିବ ଓ ବାହାରକୁ ଯାଇ ପାରିବ। ତା'ର ଯାହା ଦରକାର, ସେ ସବୁ ପାଇବ।

Interlinear

Choose Theme