Home Bibles ☰ Books ଯିହିଜିକଲ 41:23 · ଓଡ଼ିଆ ବାଇବେଲ
ଯିହିଜିକଲ 41:23 · ଓଡ଼ିଆ ବାଇବେଲ

ମନ୍ଦିର ଓ ମହାପବିତ୍ରସ୍ଥାନର ଦୁଇଟି ଲଖାଏଁେ ଦ୍ବାର ଥିଲା।

Cross references

ପ୍ରଥମ ରାଜାବଳୀ 6:31

ମାହାପବିତ୍ର ସ୍ଥାନର କବାଟ ଜିତ କାଠ ରେ ନିର୍ମିତ ହାଇେଥିଲା, ଦୁଆରବନ୍ଧଟିର ପାଞ୍ଚଟି ପାଖ ଥଲା।

ଦିତୀୟ ବଂଶାବଳୀ 4:22

ଆଉ କତୁରୀ, କୁଣ୍ଡ, ପାତ୍ର ଏବଂ ଧୂପଦାନୀସବୁ ଶଲୋମନ ଶୁଦ୍ଧ ସୁନା ରେ ତିଆରି କଲେ। ମନ୍ଦିରର ଦ୍ବାରସବୁ, ମହାପବିତ୍ର ସ୍ଥଳର ଭିତର ଦ୍ବାରସବୁ ଏବଂ ମୁଖ୍ଯ ଗୃହର ଦ୍ବାରସବୁ ଶଲୋମନ ସୁନା ରେ ତିଆରି କଲେ।

ଯିହିଜିକଲ 41:1

ତାପ ରେ ସେ ମାେତେ ସଦାପ୍ରଭୁଙ୍କର ପବିତ୍ର ସ୍ଥାନକୁ କଢ଼ାଇ ନେଲେ। ସେ ତାହାର ପାଶର୍‌ବ କାନ୍ଥକୁ ମାପିଲେ। ଏହାର ଉଭୟ ପାଶର୍‌ବ ରେ ପ୍ରାଯ ଛଅ ହାତ ଲଖାଏଁେ ଥିଲା। ଆଉ ତମ୍ବୁର ପ୍ରସ୍ଥ ହିଁ ଏତିକି।

Interlinear

Choose Theme