Home Bibles ☰ Books ଯିହିଜିକଲ 46:7 · ଓଡ଼ିଆ ବାଇବେଲ
ଯିହିଜିକଲ 46:7 · ଓଡ଼ିଆ ବାଇବେଲ

ଆଉ ଅଧିପତି ଭକ୍ଷ୍ଯ ନବୈେଦ୍ଯ ରୂପେ ଗୋବତ୍ସ ସଙ୍ଗେ ଏକ ଐଫା ଶସ୍ଯ, ମଷେ ସଙ୍ଗେ ଏକ ଐଫା ଶସ୍ଯ ଓ ମଷେଶାବକମାନଙ୍କ ସଙ୍ଗେ ନିଜ ନିଜ ଶକ୍ତି ଅନୁସାରେ ଦବେେ। ଆଉ ଏକ ଏକ ଐଫା ପରି ଏକ ଏକ ହୀନ ତୈଳ ଦବେେ।

Cross references

ଯିହିଜିକଲ 45:24

ଏବଂ ଅଧିପତି ଏକ ଏକ ବୃଷଭ ସହିତ ଏକ ଏକ ଐଫା ୟବ ଓ ଏକ ଏକ ମଷେ ସହିତ ଏକ ଏକ ଐଫା ୟବ ଓ ପ୍ରତି ଐଫା ପାଇଁ ଏକ ହୀନ ତୈଳର ଶସ୍ଯ ନବୈେଦ୍ଯ ଉତ୍ସର୍ଗ କରିବେ।

ଯିହିଜିକଲ 46:5

ଆଉ ଭକ୍ଷ୍ଯ ନବୈେଦ୍ଯ ରୂପେ ମଷେ ସଙ୍ଗେ ଶସ୍ଯ ନବୈେଦ୍ଯ ଦବେେ ଓ ମଷେଶାବକ ସଙ୍ଗେ ସେ ନିଜର ଶକ୍ତି ଅନୁସାରେ ଭକ୍ଷ୍ଯ ନବୈେଦ୍ଯ ଦବେେ। ପୁଣି ଏକ ଏକ ଐଫା ପାଇଁ ଏକ ଏକ ହୀନ ତୈଳ ଦବେେ।

Interlinear

Choose Theme