ପୁଣି ଅଧିପତି ପ୍ରବେଶ କଲା ବେଳେ ସହେି ଦ୍ବାର ବାରଣ୍ଡା ଦଇେ ଭିତରକୁ ପ୍ରବେଶ କରିବେ ଓ ସହେି ପଥ ଦଇେ ବାହାରି ଯିବେ।
Cross references
ତା'ପ ରେ ସେ ମାେତେ ପବିତ୍ର ସ୍ଥାନର ପୂର୍ବାଭିମୁଖ ବାହାର ଫାଟକ ବାଟରେ ଫରୋଇ ଆଣିଲେ।
କବଳେ ଅଧିପତି ସଦାପ୍ରଭୁଙ୍କ ସମ୍ମୁଖ ରେ ଆହାର କରିବା ପାଇଁ ତହିଁ ମଧିଅରେ ବସିବେ। ସେ ଦ୍ବାରର ବାରଣ୍ଡା ପଥଦଇେ ପ୍ରବେଶ କରିବେ ଓ ସହେି ପଥଦଇେ ବାହାରିଯିବେ।
ପୁଣି ଅଧିପତି ବାହାର ଦ୍ବାରର ବାରଣ୍ଡା ଦଇେ ପ୍ରବେଶ କରିବେ ଓ ଦ୍ବାର ଚୌକାଠ ନିକଟରେ ଠିଆ ହବେେ। ଆଉ ଯାଜକମାନେ ତାଙ୍କର ହାମାେର୍ଥକ ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କରିବେ। ସେ ଦ୍ବାର ପ୍ରବେଶ ସ୍ଥାନ ରେ ପ୍ରଣାମ କରିବେ ଓ ତା'ପ ରେ ବାହାରି ଯିବେ। କିନ୍ତୁ ସନ୍ଧ୍ଯା ପର୍ୟ୍ଯନ୍ତ ଦ୍ବାର ବନ୍ଦ କରାୟିବ ନାହିଁ।
ଖ୍ରୀଷ୍ଟ ମଣ୍ଡଳୀରୂପ ଶରୀରର ମୁଖ୍ଯ ଅଟନ୍ତି। ପ୍ରେତ୍ୟକକ ବିଷୟ ତାହାଙ୍କଠାରୁ ଆସିଥାଏ। ସେ ମୃତ୍ଯୁରୁ ପୁର୍ନରୁଥିତ ଏକମାତ୍ର ପୁର୍ନରୁଥିତ ଈଶ୍ବର ହାଇେଥିବା ପ୍ରଭୁ। ଅତଏବ ପ୍ରେତ୍ୟକକ ବିଷୟ ରେ ଖ୍ରୀଷ୍ଟ ସର୍ବାପେକ୍ଷା ମହତ୍ତ୍ବପୂର୍ଣ୍ଣ ଅଟନ୍ତି।