ଏବଂ ଅଧିପତି ଏକ ଏକ ବୃଷଭ ସହିତ ଏକ ଏକ ଐଫା ୟବ ଓ ଏକ ଏକ ମଷେ ସହିତ ଏକ ଏକ ଐଫା ୟବ ଓ ପ୍ରତି ଐଫା ପାଇଁ ଏକ ହୀନ ତୈଳର ଶସ୍ଯ ନବୈେଦ୍ଯ ଉତ୍ସର୍ଗ କରିବେ।
Cross references
ପୁଣି ପ୍ରେତ୍ୟକକ ଷଣ୍ତ ନିମନ୍ତେ ଏକ ଐଫାର ତିନି ଦଶମାଂଶ ତୈଳ ମିଶ୍ରିତ ସରୁ ମଇଦାର ଭକ୍ଷ୍ଯ ନବୈେଦ୍ଯ; ଆଉ ଏକ ମଷେ ନିମନ୍ତେ ଦୁଇ ଦଶମାଂଶ ତୈଳ ମିଶ୍ରିତ ସରୁ ମଇଦାର ଭକ୍ଷ୍ଯ ନବୈେଦ୍ଯ;
ଆଉ ଭକ୍ଷ୍ଯ ନବୈେଦ୍ଯ ରୂପେ ମଷେ ସଙ୍ଗେ ଶସ୍ଯ ନବୈେଦ୍ଯ ଦବେେ ଓ ମଷେଶାବକ ସଙ୍ଗେ ସେ ନିଜର ଶକ୍ତି ଅନୁସାରେ ଭକ୍ଷ୍ଯ ନବୈେଦ୍ଯ ଦବେେ। ପୁଣି ଏକ ଏକ ଐଫା ପାଇଁ ଏକ ଏକ ହୀନ ତୈଳ ଦବେେ।
ଆଉ ଅଧିପତି ଭକ୍ଷ୍ଯ ନବୈେଦ୍ଯ ରୂପେ ଗୋବତ୍ସ ସଙ୍ଗେ ଏକ ଐଫା ଶସ୍ଯ, ମଷେ ସଙ୍ଗେ ଏକ ଐଫା ଶସ୍ଯ ଓ ମଷେଶାବକମାନଙ୍କ ସଙ୍ଗେ ନିଜ ନିଜ ଶକ୍ତି ଅନୁସାରେ ଦବେେ। ଆଉ ଏକ ଏକ ଐଫା ପରି ଏକ ଏକ ହୀନ ତୈଳ ଦବେେ।
ଆଉ ପର୍ବ ଓ ଉତ୍ସବାଦି ସମୟରେ ଶସ୍ଯ ନବୈେଦ୍ଯ ରୂପେ ଏକ ଗୋବତ୍ସ ସଙ୍ଗେ ଏକ ଐଫା ଶସ୍ଯ ନବୈେଦ୍ଯ, ଏକ ଅଣ୍ଡିରା ମଷେ ସଙ୍ଗେ ଏକ ଐଫା ଶସ୍ଯ ନବୈେଦ୍ଯ ଓ ମଷେ ଶାବକମାନଙ୍କ ସଙ୍ଗେ ଶସ୍ଯ ନବୈେଦ୍ଯ ଆପଣା ଶକ୍ତି ଅନୁସାରେ ଆଉ ଏକ ଏକ ଐଫା ସଙ୍ଗେ ଏକ ଏକ ହୀନ ତୈଳ ଦବେେ।