Home Bibles ଯିହିଜିକଲ 43:17 · ଓଡ଼ିଆ ବାଇବେଲ
ଯିହିଜିକଲ 43:17 · ଓଡ଼ିଆ ବାଇବେଲ

ପାଶର୍‌ବଗୁଡ଼ିକ ମଧ୍ଯ ବର୍ଗାକାର ପୁଣି ଥାକର ଚାରିପାଖର ର୍ଦୈଘ୍ଯ ଚଉଦ ହାତ ଓ ପ୍ରସ୍ଥ ଚଉଦ ହାତ ହବେ। ତହିଁର ଧାର ଚାରି ଦିନ ରେ ଅଧହାତ ଓ ତହିଁର ମୂଳ ଚାରିଆଡ଼େ ଏକ ହାତ ପରିମିତ ହବେ। ତା'ର ପାବଚ୍ଛଗୁଡ଼ିକ ପୂର୍ବାଭିମୁଖ ହବେ।

Cross references

ଯାତ୍ରା ପୁସ୍ତକ 20:26

ଆଉ ତୁମ୍ଭର ଉଲଗ୍ନତା ଆମ୍ଭ ବଦେୀ ଉପରେ ଯମେନ୍ତ ଅନାବୃତ ନହୁଏ, ଏଥିପାଇଁ ତୁମ୍ଭେ ପାବଚ୍ଛ ଦଇେ ଆମ୍ଭ ୟଜ୍ଞବଦେୀ ଉପରକୁ ଉଠିବ ନାହିଁ।

ଯାତ୍ରା ପୁସ୍ତକ 25:25

ଏହାପରେ ମଜେର ଚତୁଃପାଶର୍‌ବ ରେ ଏକ ହାତ ଓସାରର ଏକ ତକ୍ତା ତିଆରି କର ଏବଂ ଏକ ସୁବର୍ଣ୍ଣର କାନ୍ଥ ଲଗାଅ।

ଯାତ୍ରା ପୁସ୍ତକ 30:3

ଏହି ବଦେୀର ଉପର ଏବଂ ଚତୁଃପାଶର୍‌ବକୁ ନିର୍ମଳ ସୁନା ରେ ଆଚ୍ଛାଦନ କର ଏବଂ ଚାରିଆଡେ ସୁନା କାନ୍ଥ ଦବେ।

ପ୍ରଥମ ରାଜାବଳୀ 6:8

ତଳ କଠାେରୀଗୁଡିକର ପ୍ରବେଶ ପଥ ଦକ୍ଷିଣ ଦିଗ ରେ ଥିଲା। ପୁଣି ଲୋକମାନେ ଘୂର୍ଣିତ ସୋପାନ ଦଇେ ମଧ୍ଯମ ଚଟାଣ କୋଠରୀଗୁଡିକୁ ଓ ତୃତୀୟ ଚଟାଣ ରେ କଠାେରୀଗୁଡିକୁ ଯାଉଥିଲେ।

ପ୍ରଥମ ରାଜାବଳୀ 18:32

ଆଉ ସହେି ପଥର ରେ ସେ ସଦାପ୍ରଭୁଙ୍କ ନାମ ରେ ଏକ ୟଜ୍ଞବଦେୀ ପୁନଃନିର୍ମାଣ କରି ସହେି ୟଜ୍ଞବଦେୀର ଚତୁଃପାଶର୍‌ବ ରେ ଦୁଇମହଣ ବିହନ ଧରିଲା ଭଳି ଏକ ଖାଇ ନିର୍ମାଣ କଲେ।

ନିହିମିୟା 9:4

ଏହାପରେ, ଯଶୂେଯ, ବାନି, କଦ୍ମୀଯେଲ୍, ଶବନିଯ, ବୁନ୍ନି, ଶେ ରବେିଯ, ବାନି ଓ କନାନି ଲବେୀୟମାନଙ୍କ ପଛ ରେ ଛିଡା ହାଇେ ସଦାପ୍ରଭୁ ସମାନଙ୍କେର ପରମେଶ୍ବରଙ୍କଠା ରେ ଉଚ୍ଚସ୍ବର ରେ କ୍ରନ୍ଦନ କଲେ।

ଯିହିଜିକଲ 8:16

ତା'ପ ରେ ସେ ମାେତେ ସଦାପ୍ରଭୁଙ୍କ ମନ୍ଦିରର ଭିତର ପ୍ରାଙ୍ଗଣ ମଧ୍ଯକୁ ଆଣିଲେ। ସଠାେ ରେ ମୁଁ ଦେଖିଲି, ସଦାପ୍ରଭୁଙ୍କ ମନ୍ଦିରର ଦ୍ବାର ନିକଟରେ, ବାରଣ୍ଡା ଓ ୟଜ୍ଞବଦେୀର ମଧ୍ଯ ସ୍ଥାନ ରେ ପଚିଶ ଜଣ ପୁରୁଷ ସଦାପ୍ରଭୁଙ୍କ ମନ୍ଦିର ଆଡ଼େ ପିଠି କରି ଓ ପୂର୍ବ ଦିଗଆଡ଼େ ମଥାନତ କରି ସମାନେେ ସୂର୍ୟ୍ଯଙ୍କୁ ପୂଜା କରୁଥିଲେ।

ଯିହିଜିକଲ 40:6

ତା'ପ ରେ ସେ ପୁନର୍ବାର ନିକଟକୁ ଆସି ତହିଁର ପାବାଛ ନଇେ ଉପରକୁ ଉଠିଲେ। ତା'ପ ରେ ସେ ଫାଟକର ଏରୁଣ୍ଡି ବନ୍ଧ ମାପିଲେ, ଏହାର ଓସାର ଏକ ଦଣ୍ଡ ଥିଲା।

Interlinear

Choose Theme