ଆଉ ତୁମ୍ଭର ଉଲଗ୍ନତା ଆମ୍ଭ ବଦେୀ ଉପରେ ଯମେନ୍ତ ଅନାବୃତ ନହୁଏ, ଏଥିପାଇଁ ତୁମ୍ଭେ ପାବଚ୍ଛ ଦଇେ ଆମ୍ଭ ୟଜ୍ଞବଦେୀ ଉପରକୁ ଉଠିବ ନାହିଁ।
Cross references
ସମାନଙ୍କେର ଉଲଗ୍ନତା ଆଚ୍ଛାଦନ ନିମନ୍ତେ କଟୀଠାରୁ ଜଙ୍ଘ ପର୍ୟ୍ଯନ୍ତ ଶୁକ୍ଲ ଜଙ୍ଘିଆ ତିଆରି କର।
ଏବଂ ଯେତବେେଳେ ହାରୋଣ ଓ ତାହାର ପୁତ୍ରଗଣ ସମାଗମ ତମ୍ବୁ ରେ ପ୍ରବେଶ କରିବେ କିମ୍ବା ପବିତ୍ର ସ୍ଥାନ ରେ ସବୋ କରିବା ନିମନ୍ତେ ୟଜ୍ଞବଦେୀର ନିକଟବର୍ତ୍ତୀ ହବେେ, ସେତବେେଳେ ସମାନେେ ଏହି ବସ୍ତ୍ର ପରିଧାନ କରିବା ଉଚିତ୍, ତା ହେଲେ ସମାନେେ ଦୋଷୀ ହବେେ ନାହିଁ ଓ ମୃତ୍ଯୁ ବରଣ କରିବେ ନାହିଁ। ସବୁ ସମୟରେ ସମାନେେ ଯାଜକ ରୂପେ କାର୍ୟ୍ଯ କରନ୍ତୁ ଏହା ହାରୋଣର ଓ ତାହାର ଭିବିଷ୍ଯତ୍ବଂଶଧର ପାଇଁ ଅନନ୍ତକାଳୀନ ବିଧି ଅଟେ।
ମାଶାେ ହାରୋଣଙ୍କୁ କହିଲେ, ସଦାପ୍ରଭୁ କୁହନ୍ତି, ' ଯେଉଁମାନେ ମାେ ନିକଟକୁ ଆସନ୍ତି, ସମାନେେ ଚିହ୍ନିବା ଉଚିତ୍ ଯେ, ମୁଁ ପବିତ୍ର କାରଣ ସବୁ ଲୋକଙ୍କ ସମ୍ମୁଖ ରେ ମୁଁ ଗୌରବାନ୍ବିତ ହବେି।' ତେଣୁ ହାରୋଣ ନିଜ ପୁତ୍ରମାନଙ୍କ ମୃତ୍ଯୁ କଥା ନ କହି ନୀରବ ରହିଲେ।
ପବିତ୍ର ଦୂତଗଣର ସମାନ ପରମେଶ୍ବରଙ୍କୁ ବହୁତ ଭୟ କରନ୍ତି। ସିଂହାସନ ଚତୁଃପାଶର୍ବରେ ଛିଡ଼ା ହେଉଥିବା ସମସ୍ତେ ତାଙ୍କୁ ଭୟ କରନ୍ତି।
ଯେତବେେଳେ ତୁମ୍ଭମାନେେ ପରମେଶ୍ବରଙ୍କୁ ଉପାସନା କରିବାକୁ ୟାଅ, ବହୁତ ସାବଧାନ ହୁଅ। ମୂର୍ଖମାନଙ୍କ ପରି ବଳିଦବୋ ଅପେକ୍ଷା ପରମେଶ୍ବରଙ୍କୁ ମାନିବା ଅଧିକ ଉତ୍ତମ। ମୂର୍ଖମାନେ ଜାଣନ୍ତି ମଧ୍ଯ ନାହିଁ, ଯେତବେେଳେ ସମାନେେ ମନ୍ଦକର୍ମ କରନ୍ତି।
ଅତଏବ, ଆମ୍ଭେ ଧନ୍ଯବାଦ ଦବୋ କଥା ଯେ, ଯେଉଁ ସାମ୍ରାଜ୍ଯ ଆମ୍ଭକୁ ଦିଆ ଯାଇଛି, ତାହା ଟଳମଳ ହାଇେ ପାରିବ ନାହିଁ। ଆମ୍ଭେ ତାହାଙ୍କୁ ଧନ୍ଯବାଦ ଅର୍ପଣ କରିବା ଉଚିତ, ଓ ଏପରି ପଦ୍ଧତି ରେ ଉପାସନା କରିବା କଥା ଯେ ସେ ଯେପରି ପ୍ରସନ୍ନ ରହିବେ। ପରମେଶ୍ବରଙ୍କୁ ଆମ୍ଭେ ଉପାସନା କରିବା, ଓ ଭୟ ସହିତ ତାହାଙ୍କୁ ସମ୍ମାନ କରିବା।
ଶାସ୍ତ୍ର ରେ ଲଖାେଅଛି : ପବିତ୍ର ହୁଅ, କାରଣ ମୁଁ ହେଉଛି ପବିତ୍ର।338