ପ୍ରଥମ ରାଜାବଳୀ 6:8 · ଓଡ଼ିଆ ବାଇବେଲ
ତଳ କଠାେରୀଗୁଡିକର ପ୍ରବେଶ ପଥ ଦକ୍ଷିଣ ଦିଗ ରେ ଥିଲା। ପୁଣି ଲୋକମାନେ ଘୂର୍ଣିତ ସୋପାନ ଦଇେ ମଧ୍ଯମ ଚଟାଣ କୋଠରୀଗୁଡିକୁ ଓ ତୃତୀୟ ଚଟାଣ ରେ କଠାେରୀଗୁଡିକୁ ଯାଉଥିଲେ।
Cross references
ଯିହିଜିକଲ 41:6
ପାଶର୍ବସ୍ଥ କଠାେରୀଗୁଡ଼ିକ ତିନି ମହଲା ପୃଥକ୍ ଭାବରେ ଥିଲା ଓ ଗୋଟିଏ ଉପ ରେ ଆଉ ଗୋଟିଏ ମହଲା ଥିଲା। ପ୍ରେତ୍ୟକକ ମହଲା ରେ ତିରିଶଟି କଠାେରୀ ଥିଲା। କାନ୍ଥଟି ଥାକ ହାଇେ ନିର୍ମିତ ହାଇେଥିଲା। ପାଶର୍ବ କଠାେରୀଗୁଡ଼ିକ ଥାକରେ ନିର୍ମିତ ହାଇେଥିଲା। କଠାେରୀଗୁଡ଼ିକର ଭାର ମନ୍ଦିର କାନ୍ଥ ରେ ରହିବା ପରିବର୍ତେ ତାହା ସଗେୁଡ଼ିକ ଉପ ରେ ନ୍ଯସ୍ତ ଥିଲା।
ଯିହିଜିକଲ 42:6
ଏଥିପାଇଁ ଭୂମିଠାରୁ ଉଚ୍ଚତମ ଅଧଃସ୍ଥିତ ଓ ମଧ୍ଯସ୍ଥିତ ଅପେକ୍ଷା ଅପ୍ରଶସ୍ଥ ଥିଲା।