Home Bibles ଦିତୀୟ ବଂଶାବଳୀ 29:7 · ଓଡ଼ିଆ ବାଇବେଲ
ଦିତୀୟ ବଂଶାବଳୀ 29:7 · ଓଡ଼ିଆ ବାଇବେଲ

ସମାନେେ ମନ୍ଦିର ଅଳିନ୍ଦର ଦ୍ବାରସବୁ ବନ୍ଦ କରି ଦେଲେ ଓ ପ୍ରଦୀପର ଶିଖା ଲିଭାଇ ଦେଲେ। ସମାନେେ ଇଶ୍ରାୟେଲର ପରମେଶ୍ବରଙ୍କର ପବିତ୍ର ସ୍ଥାନ ରେ ସୁଗନ୍ଧିଧୂପ ଜଳାଇବା ଓ ନବୈେଦ୍ଯ ହାମବେଳି ଉପହାର ଉତ୍ସର୍ଗ କରିବା ବନ୍ଦ କରି ଦେଲେ।

Cross references

ଯାତ୍ରା ପୁସ୍ତକ 29:38

ପ୍ରେତ୍ୟକକ ଦିନ ସହେି ୟଜ୍ଞବଦେୀ ଉପରେ ତୁମ୍ଭେ ନବୈେଦ୍ଯ ଉତ୍ସର୍ଗ କରିବ। ଏହି ବଳି ପାଇଁ ମଷେଶାବକ ଏକ ବର୍ଷୀଯ ହବେ ଏବଂ ପ୍ରେତ୍ୟକକ ଦିନ ଏହା ଦୁଇଟି ବଳି ହବେ।

ଯାତ୍ରା ପୁସ୍ତକ 30:7

ହାରୋଣ ସୁଗନ୍ଧିତ ଧୂପ ଜଳାଇବ। ସେ ପ୍ରତି ପ୍ରଭାତ ରେ ପ୍ରଦୀପ ପରିଷ୍କାର କରିବା ବେଳେ ସହେି ଧୂପ ଜଳାଇବ।

ଲେବୀୟ ପୁସ୍ତକ 24:2

ତୁମ୍ଭେ ଇଶ୍ରାଯଲ ସନ୍ତାନଗଣଙ୍କୁ ଏହି ଆଜ୍ଞା ଦିଅ। ସମାନେେ ପ୍ରତିଦିନ ପ୍ରଦୀପ ଜ୍ବଳନ ପାଇଁ ତୁମ୍ଭ ନିକଟକୁ ନିର୍ମଳ ଭାବେ ପଷୋ ୟାଇଥିବା ଜୀତ ତୈଳ ଆଣିବେ।

ଲେବୀୟ ପୁସ୍ତକ 24:4

ହାରୋଣ ଶୁଦ୍ଧ ସୁବର୍ଣ୍ଣର ଦୀପରୂଖା ଉପରେ ପ୍ରଦୀପ ରଖି ସଦାପ୍ରଭୁଙ୍କ ସମ୍ମୁଖ ରେ ସର୍ବଦା ଜଳାଇ ରଖିବ।

ଦିତୀୟ ରାଜାବଳୀ 16:17

ପୁଣି ଆହାସ୍ ରାଜା ବୈଠକିଗୁଡିକ କାଟି ପ୍ରକ୍ଷାଳନ ପାତ୍ର ଓ କବାଟ ଫଳକ ଅଲଗା କଲଲ। ଆଉ ବଡ ଟ୍ଯାଙ୍କ ତଲଳସଯଉଁ ପିତ୍ତଳ ନିର୍ମିତ ଷଣ୍ତ ଥିଲା,ସସସବୁର ଉପରୁ ତାକୁସନଇ ଏକ ପ୍ରସ୍ତର ଚଟାଣ ଉପଲର ରଖିଲଲ।

ଦିତୀୟ ବଂଶାବଳୀ 28:24

ଆହସ୍ ପରମେଶ୍ବରଙ୍କ ମନ୍ଦିରରୁ ସାମଗ୍ରୀସବୁ ନେଲେ ଓ ତାହାକୁ ଖଣ୍ଡ ଖଣ୍ଡ କରି ଭାଙ୍ଗି ପକାଇଲେ। ଏହାପରେ ସେ ସଦାପ୍ରଭୁଙ୍କ ମନ୍ଦିରର ଦ୍ବାରସବୁ ବନ୍ଦ କରି ଦେଲେ। ସେ ୟଜ୍ଞବଦେୀସବୁ ନିର୍ମାଣ କଲେ ଓ ସଗେୁଡ଼ିକୁ ୟିରୁଶାଲମର ଚାରିଆଡ଼େ ସ୍ଥାପନ କଲେ।

ଦିତୀୟ ବଂଶାବଳୀ 29:3

ହିଜକିଯ ସଦାପ୍ରଭୁଙ୍କ ମନ୍ଦିରର ଦ୍ବାରସବୁ ମରାମତି କଲେ। ହିଜକିଯ ମନ୍ଦିରକୁ ପୁନର୍ବାର ଉନ୍ମୁକ୍ତ କଲେ। ସେ ରାଜା ହବୋର ପ୍ରଥମ ବର୍ଷର ପ୍ରଥମ ମାସ ରେ ହିଁ ଏହା କଲେ।

ମଲାଖୀ 1:10

ଆମ୍ଭେ ଇଛାକରୁ, ତୁମ୍ଭର କହେି ଯାଜକ ଦ୍ବାରା ବନ୍ଦ କରିଦିଅନ୍ତୁ। ତା' ହେଲେ ତୁମ୍ଭେ ମାରେ ବଦେୀ ରେ ଅନୁପୟୋଗୀ ଅଗ୍ନି ଜଳାଇ ପିରିବ ନାହିଁ। ଆମ୍ଭେ କିନ୍ତୁ ତୁମ୍ଭଠା ରେ ସନ୍ତୁଷ୍ଟ ନୁହଁ। ଆମ୍ଭେ ତୁମ୍ଭର ନବୈେଦ୍ଯ ଗ୍ରହଣ କରିବୁ ନାହିଁ। ସର୍ବଶକ୍ତିମାନ୍ ସଦାପ୍ରଭୁ ଏହିସବୁ କହିଥିଲେ।

Interlinear

Choose Theme