Home Bibles ☰ Books ଯିହିଜିକଲ 41:3 · ଓଡ଼ିଆ ବାଇବେଲ
ଯିହିଜିକଲ 41:3 · ଓଡ଼ିଆ ବାଇବେଲ

ତା'ପ ରେ ସେ ଶଷେ କଠାେରୀ ରେ ପ୍ରବେଶ କଲେ। ସେ ଉଭୟ ପାଶର୍‌ବର କବାଟ ପାଖର କାନ୍ଥଗୁଡ଼ିକୁ ମାପିଲେ। ପ୍ରେତ୍ୟକକ ପାଖ ଦୁଇ ଇଞ୍ଚ ମାଟୋ ଏବଂ ସାତ ହାତ ପ୍ରସ୍ଥ ଥିଲା।

Cross references

ଯିହିଜିକଲ 40:16

ପ୍ରତି ଦ୍ବାର କୋଠରୀର ଓ ଉପସ୍ତମ୍ଭ ଗୁଡ଼ିକର ଭିତ ରେ ଚାରିଆଡ଼େ କଳାକବାଟି ଥିଲା। ଆଉ ମଣ୍ଡପଗୁଡ଼ିକରେ ମଧ୍ଯ ସହେିପରି ଥିଲା। ଆଉ କଳାକବାଟିସବୁ ଭତର ଆଡ଼କୁ ମୁହଁ ଥିଲା ଫାଟକ ଦ୍ବାରର ପ୍ରେତ୍ୟକକ ପାଶର୍‌ବର କାନ୍ଥ ରେ ଖଜୁର୍ର ବୃକ୍ଷର ଆକୃତି ଖାଦେିତ ହାଇେଥିଲା।

Interlinear

Choose Theme