ଯାତ୍ରା ପୁସ୍ତକ 36:37 · ଓଡ଼ିଆ ବାଇବେଲ
ସମାନେେ ତମ୍ବୁ ପ୍ରବେଶ ଦ୍ବାର ନିମନ୍ତେ ନୀଳ, ଧୁମ୍ର ସିନ୍ଦୁର ବର୍ଣ୍ଣ ଓ କ୍ଷୋମସୂତ୍ର ନିର୍ମିତ ଏକ ପରଦା ବୁଣିଲେ।
Cross references
ଯାତ୍ରା ପୁସ୍ତକ 26:36
ପବିତ୍ର ତମ୍ବୁର ଦ୍ବାର ନିମନ୍ତେ ଏକ ନୀଳ ପରଦା ପ୍ରସ୍ତୁତ କର। ଏହା ଧୁମ୍ର ଓ ସିନ୍ଦୁର ବର୍ଣ୍ଣ ଶୁଭ୍ର କ୍ଷୋମ ସୂତା ରେ ବୁଣାୟିବା ଉଚିତ୍।
ଯାତ୍ରା ପୁସ୍ତକ 27:16
ପ୍ରାଙ୍ଗଣର ପ୍ରବେଶପଥ ନିମନ୍ତେ ପରଦାଟି କୋଡିଏ ହାତ ଲମ୍ବ ହବେ ଉଚିତ୍। ସହେି ପରଦାଟିକୁ ସୂକ୍ଷ୍ମ ନାଇଲନ ସୂତା ରେ ତିଆରି କର ଯାହାକି ନୀଳ, ବାଇଗଣୀ, ଲାଲ ରଙ୍ଗର ସୂତା ରେ ଶିଳ୍ପକର୍ମ ହାଇେଥିବ। ଏବଂ ଏହାର ତା'ର ଚାରୋଟୀ ସ୍ତମ୍ଭ ଓ ଚାରୋଟୀ ଆଧାର ହବୋ ଉଚିତ୍।
ଯାତ୍ରା ପୁସ୍ତକ 35:15
ଧୂପବଦେୀ, ତାରସାଙ୍ଗୀ, ଅଭିଷକୋର୍ଥକ ତୈଳ, ସୁଗନ୍ଧିଧୂପ, ପବିତ୍ର ତମ୍ବୁ ପ୍ରବେଶ ଦ୍ବାରର ଆଚ୍ଛାଦନ ବସ୍ତ୍ର।
ଯାତ୍ରା ପୁସ୍ତକ 40:28
ଏହାପରେ ମାଶାେ ପବିତ୍ର ତମ୍ବୁର ପ୍ରବେଶପଥରେ ଆଚ୍ଛାଦନ ବସ୍ତ୍ର ଟାଙ୍ଗିଥିଲେ।