ପୁନର୍ବାର ପରମେଶ୍ବର କହିଲେ, ତୁମ୍ଭେ ନିଜ ପାଇଁ ଗହମ, ୟବ, ଶିମ, ମସୁର, ଜୋଆର, ଓ ୟନ୍ନୀ ନଇେ ସଗେୁଡ଼ିକୁ ଗୋଟିଏ ପାତ୍ର ରେ ରଖ। ତୁମ୍ଭେ ତୁମ୍ଭର ଖାଦ୍ୟ ଏଥିରୁ ପ୍ରସ୍ତୁତ କରିବା ଉଚିତ୍। ଏହା ତୁମ୍ଭେ 390 ଦିନ ପର୍ୟ୍ଯନ୍ତ ତୁମ୍ଭେ ଖାଇବ ଏବଂ ଅନ୍ୟ ଏକ ପାଶର୍ବ ରେ ପଡ଼ିରହିବ। ସହେି ଦିନଗୁଡ଼ିକରେ ଏହିସବୁ ଖାଦ୍ୟ ଭୋଜନ କରିବ।
Cross references
କୃଷକ ଜମିକୁ ପ୍ରସ୍ତୁତ କରି ସମାନ କଲାପ ରେ ବିଭିନ୍ନ ପ୍ରକାର ବୀଜ ବିଭିନ୍ନ ଭାବରେ ବପନ କରେ। କଳାଜିରା ବିଞ୍ଚି ଦିଏ ଓ ଜିରା ବୁଣି ଦିଏ। ଧାଡ଼ି ଧାଡ଼ିକରି ଗହମ ଓ ନିରୂପିତ ସ୍ଥାନ ରେ ୟବ ଏବଂ କ୍ଷେତ୍ରର ସୀମା ରେ ଜହ୍ନୀ ବୁଣିଥାଏ।
ତା'ପ ରେ ସଦାପ୍ରଭୁ କହିଲେ, ଏହି ପ୍ରକା ରେ ଇଶ୍ରାୟେଲର ଲୋକମାନେ ଜାତିମାନଙ୍କର ମଧିଅରେ ଅଶୁଚି ଖାଦ୍ୟ ଖାଇବେ, ଯେଉଁଠାକୁ ଆମ୍ଭେ ସମାନଙ୍କେୁ ବଳପୂର୍ବକ ତଡ଼ିଦବୋ।
ତା'ପ ରେ ପରମେଶ୍ବର ମାେତେ କହିଲେ, ହେ ମନୁଷ୍ଯ ପୁତ୍ର, ଆମ୍ଭେ ୟିରୁଶାଲମକୁ ଖାଦ୍ୟ ଯୋଗଣ ବନ୍ଦ କରିବା। ସମାନେେ ଉତ୍କଣ୍ଠା ରେ ସୀମିତ ପରିମାଣର ଅନ୍ନ ଭୋଜନ କରିବେ ଓ ମହାଭୟ ରେ ସୀମିତ ପରିମାଣ ରେ ଜଳପାନ କରିବେ।