Home Bibles ଯିହିଜିକଲ 4:13 · ଓଡ଼ିଆ ବାଇବେଲ
ଯିହିଜିକଲ 4:13 · ଓଡ଼ିଆ ବାଇବେଲ

ତା'ପ ରେ ସଦାପ୍ରଭୁ କହିଲେ, ଏହି ପ୍ରକା ରେ ଇଶ୍ରାୟେଲର ଲୋକମାନେ ଜାତିମାନଙ୍କର ମଧିଅରେ ଅଶୁଚି ଖାଦ୍ୟ ଖାଇବେ, ଯେଉଁଠାକୁ ଆମ୍ଭେ ସମାନଙ୍କେୁ ବଳପୂର୍ବକ ତଡ଼ିଦବୋ।

Cross references

ଦାନିଏଲ 1:8

ମାତ୍ର ଦାନିୟେଲ ସହେି ରାଜକୀଯ ଖାଦ୍ୟ ଖାଇ ଓ ଦ୍ରାକ୍ଷାରସ ପାନ କରି ନିଜକୁ ଅଶୁଚି କରିବାକୁ ଇଚ୍ଛା କଲେ ନାହିଁ। ଏଣୁ ସେ ନଫୁସକାଧିପତିକୁ ନିବଦନେ କଲେ ଓ ସେ ଅନ୍ଯାନ୍ଯ ଖାଦ୍ୟ ଖାଇ ପାରିବେ କି ବୋଲି ପଚାରିଲେ, ଯାହାଫଳ ରେ ସେ ଅଶୁଚି ହବେେ ନାହିଁ।

ହୋଶେୟ 9:3

ଇଶ୍ରାୟେଲୀୟମାନେ ସଦାପ୍ରଭୁଙ୍କ ରାଜ୍ଯ ରେ ରହିପାରିବେ ନାହିଁ। ଇଫ୍ରଯିମ ମିଶରକୁ ଫରେିବ। ଅଶୂରର ଯେଉଁ ଖାଦ୍ୟ ଖାଇବାକୁ ମନା ସହେି ଖାଦ୍ୟ ସମାନେେ ଖାଇବେ।

Interlinear

Choose Theme