Home Bibles ☰ Books ଯିଶାଇୟ 28:25 · ଓଡ଼ିଆ ବାଇବେଲ
ଯିଶାଇୟ 28:25 · ଓଡ଼ିଆ ବାଇବେଲ

କୃଷକ ଜମିକୁ ପ୍ରସ୍ତୁତ କରି ସମାନ କଲାପ ରେ ବିଭିନ୍ନ ପ୍ରକାର ବୀଜ ବିଭିନ୍ନ ଭାବରେ ବପନ କରେ। କଳାଜିରା ବିଞ୍ଚି ଦିଏ ଓ ଜିରା ବୁଣି ଦିଏ। ଧାଡ଼ି ଧାଡ଼ିକରି ଗହମ ଓ ନିରୂପିତ ସ୍ଥାନ ରେ ୟବ ଏବଂ କ୍ଷେତ୍ରର ସୀମା ରେ ଜହ୍ନୀ ବୁଣିଥାଏ।

Cross references

ଯାତ୍ରା ପୁସ୍ତକ 9:31

ୟବଗୁଡିକ ଶିଷାୟୁକ୍ତ ହାଇେଥିଲା ଏବଂ ପେଶୀଗୁଡିକ ପୁଷ୍ପିତ ହାଇେଥିଲା। ତେଣୁ ସହେି ଶସ୍ଯଗୁଡିକ ନଷ୍ଟ ହାଇଗେଲା।

ଯିହିଜିକଲ 4:9

ପୁନର୍ବାର ପରମେଶ୍ବର କହିଲେ, ତୁମ୍ଭେ ନିଜ ପାଇଁ ଗହମ, ୟବ, ଶିମ, ମସୁର, ଜୋଆର, ଓ ୟନ୍ନୀ ନଇେ ସଗେୁଡ଼ିକୁ ଗୋଟିଏ ପାତ୍ର ରେ ରଖ। ତୁମ୍ଭେ ତୁମ୍ଭର ଖାଦ୍ୟ ଏଥିରୁ ପ୍ରସ୍ତୁତ କରିବା ଉଚିତ୍। ଏହା ତୁମ୍ଭେ 390 ଦିନ ପର୍ୟ୍ଯନ୍ତ ତୁମ୍ଭେ ଖାଇବ ଏବଂ ଅନ୍ୟ ଏକ ପାଶର୍‌ବ ରେ ପଡ଼ିରହିବ। ସହେି ଦିନଗୁଡ଼ିକରେ ଏହିସବୁ ଖାଦ୍ୟ ଭୋଜନ କରିବ।

ମାଥିଉଲିଖିତ ସୁସମାଚାର 23:23

ରେ କପଟୀ ଯିହୂଦୀ ଧର୍ମଶାସ୍ତ୍ରୀମାନେ ଓ ଫାରୂଶୀମାନେ! ତୁମ୍ଭକୁ ଧିକ୍! ତୁମ୍ଭ ପାଖ ରେ ଯାହା ଅଛି, ତାର ଦଶ ଭାଗରୁ ଏକ ଭାଗ, ଏପରିକି ନିଜର ପୋଦିନା, ପାନମଧୁରୀ ଓ ଜୀରାର ମଧ୍ଯ ଦଶ ଭାବରୁ ଏକ ଭାଗ ତୁମ୍ଭେ ପରମେଶ୍ବରଙ୍କୁ ଦେଉଛ, କିନ୍ତୁ ତୁମ୍ଭମାନେେ ନିୟମର ଅଧିକ ନ୍ଯାୟ, ଦୟା ଓ ବିଶ୍ବାସ ଭଳି ମହତ୍ତ୍ବପୂର୍ଣ୍ଣ ଉପଦେଶ ଗୁଡ଼ିକୁ ପାଳନ କରୁନାହଁ। ମାତ୍ର ଏଗୁଡ଼ିକ ତୁମ୍ଭର ପାଳନ କରିବା ଉଚ଼ିତ। ଅନ୍ୟ ଉପଦେଶଗୁଡ଼ିକୁ ମଧ୍ଯ ନିୟମିତ ରୂପରେ ତୁମ୍ଭର ପାଳନ କରିବା ଉଚ଼ିତ।

Interlinear

Choose Theme