Home Bibles ☰ Books ଯିହିଜିକଲ 4:6 · ଓଡ଼ିଆ ବାଇବେଲ
ଯିହିଜିକଲ 4:6 · ଓଡ଼ିଆ ବାଇବେଲ

ଏହି ସମସ୍ତ ଦିନ ସମାପ୍ତି ପ ରେ ତୁମ୍ଭେ କଡ଼ ଲେଉଟାଇବ ଏବଂ ଆପଣା ଦକ୍ଷିଣ ପାଶର୍‌ବ ରେ ଶଯନ କରିବ। ଏହି ପ୍ରକା ରେ ଯିହୁଦାର ପାପ ପାଇଁ ଦଣ୍ଡ ତୁମ୍ଭେ ସମାନଙ୍କେୁ ଦଖାଇବେ। ଆମ୍ଭେ ନିରୂପିତ କରିଛୁ ଯେ, ତୁମ୍ଭମାନେେ ଏହା ଚାଳିଶ ଦିନ ପାଇଁ କରିବା ଉଚିତ୍। ଗୋଟିଏ ଦିନ ଗୋଟିଏ ବର୍ଷ ସହିତ ସମାନ ଅଟେ।

Cross references

ଗଣନା ପୁସ୍ତକ 14:34

ଗୋଟିଏ ବର୍ଷ ଗୋଟିଏ ଦିନ ହିସାବ ରେ ତୁମ୍ଭମାନେେ ଚାଳିଶ ବର୍ଷ ସହେି ଦେଶ ଅନୁସନ୍ଧାନ କରିବା ସମୟରେ ପ୍ରାନ୍ତରର ଏଣେ ତଣେେ ବୁଲିବ, ତା'ପରେ ମାରେ କୋରଧ ତୁମ୍ଭେ ଜାଣିବ।

ଦାନିଏଲ 9:24

ହେ ଦାନିୟେଲ, ପରମେଶ୍ବର ସତୁରି ସପ୍ତାହ ତୁମ୍ଭର ଲୋକମାନଙ୍କ ପାଇଁ ଓ ତୁମ୍ଭର ପବିତ୍ର ନଗର ପାଇଁ ନିରୂପଣ କରିଛନ୍ତି। ଏ ସତୁରି ସପ୍ତାହ ନିରୂପଣ ହବୋର ଲକ୍ଷ୍ଯ ଦେଉଛି, ଆଜ୍ଞା ଲଙ୍ଘନରୁ ଏବଂ ପାପରୁ ବିରତ ହବୋ। ଏହାର ଲକ୍ଷ୍ଯ ଲୋକମାନଙ୍କୁ ପ୍ରାଯଶ୍ଚିତ କରିବା ଏବଂ ଅନନ୍ତକାଳସ୍ଥାଯୀ ଧାର୍ମିକତା ଓ ପ୍ରମାଣିକତା ଦର୍ଶନଗୁଡିକ ଓ ଭବିଷ୍ଯଦବାଣୀ ଓ ପବିତ୍ରସ୍ଥାନ ରେ ଉତ୍ସର୍ଗ କରିବା। ଏହା ଲୋକମାନଙ୍କୁ ଲକ୍ଷ୍ଯ କରେ।

ଦାନିଏଲ 12:11

ପୁଣି ଯେଉଁ ସମୟରେ ନିତ୍ଯ ବଳିଦାନ ନିବୃତ୍ତ ହବେ ଓ ବିନାଶକାରୀଙ୍କ ଘୃଣାୟୋଗ୍ଯ ବସ୍ତୁ ସ୍ଥାପିତ ହବେ ସହେି ସମୟଠାରୁ 1,290 ଦିନ ହବେ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 9:15

ତେଣୁ ଯେଉଁ ଚାରି ଜଣ ଦୂତଙ୍କୁ ପୃଥିବୀର ଏକ ତୃତୀଯାଂଶ ଲୋକମାନଙ୍କର ପ୍ରାଣନାଶ କରିବାକୁ ସହେି ଘଣ୍ଟା, ଦିନ, ମାସ ଓ ସହେି ବର୍ଷ ପର୍ୟ୍ଯନ୍ତ ପ୍ରସ୍ତୁତ କରି ରଖାଯାଇଥିଲା, ସମାନଙ୍କେୁ ମୁକ୍ତ କରାଗଲା।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 11:2

କିନ୍ତୁ ମନ୍ଦିରର ବାହାର ଅଗଣା ମାପ ନାହିଁ। ତାହାକୁ ସହେିପରି ଛାଡ଼ି ଦିଅ, କାରଣ ତାହା ଅଣୟିହୁଦୀୟ ଦେଶଗୁଡ଼ିକର ଲୋକମାନଙ୍କୁ ଦିଆଯାଇଛି। ସହେି ଲୋକମାନେ ବଯାଳିଶମାସ ପର୍ୟ୍ଯନ୍ତ ପବିତ୍ର ନଗରକୁ ପଦଦଳିତ କରିବେ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 12:14

କିନ୍ତୁ ସହେି ନାରୀକୁ ବୃହତ୍ ଉତ୍କ୍ରୋଶ ପକ୍ଷୀର ଦୁଇଟି ପକ୍ଷ ଦିଆଗଲା। ତେଣୁ ସେ ମରୁଭୂମିରେ ତା'ପାଇଁ ପ୍ରସ୍ତୁତ ହାଇେଥିବା ସ୍ଥାନକୁ ଉଡ଼ିଯାଇ ପାରିଲା। ସଠାେରେ ସାପଠାରୁ ସୁରକ୍ଷା ପାଇଁ ସାଢ଼େ ତିନି ବର୍ଷ ପର୍ୟ୍ଯନ୍ତ ତାହାଙ୍କର ଯତ୍ନ ନିଆୟିବ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 13:5

ସହେି ପଶୁକୁ ଗର୍ବ କରିବା ପାଇଁ ଓ ଖରାପ କଥା କହିବା ପାଇଁ ଅନୁମତି ଦିଆଗଲା। ତାକୁ ବଯାଳିଶମାସ ପର୍ୟ୍ଯନ୍ତ ତା'ର କ୍ଷମତା ପ୍ରଯୋଗ କରିବା ପାଇଁ ଅନୁମତି ଦିଆଗଲା।

Interlinear

Choose Theme