Home Bibles ☰ Books ଯିହିଜିକଲ 4:5 · ଓଡ଼ିଆ ବାଇବେଲ
ଯିହିଜିକଲ 4:5 · ଓଡ଼ିଆ ବାଇବେଲ

ତୁମ୍ଭେ ନିଶ୍ଚଯ 390 ଦିନ ଇଶ୍ରାୟେଲର ଦୋଷବହନ କରିବ। ଏହି ପ୍ରକା ରେ ମୁଁ ତୁମ୍ଭକୁ କହୁଅଛି, କେତଦେିନ ପର୍ୟ୍ଯନ୍ତ ଇଶ୍ରାୟେଲ ଦଣ୍ଡିତ ହବେ, ଗୋଟିଏ ଦିନ ସମାନ ଗୋଟିଏ ବର୍ଷ।

Cross references

ଗଣନା ପୁସ୍ତକ 14:34

ଗୋଟିଏ ବର୍ଷ ଗୋଟିଏ ଦିନ ହିସାବ ରେ ତୁମ୍ଭମାନେେ ଚାଳିଶ ବର୍ଷ ସହେି ଦେଶ ଅନୁସନ୍ଧାନ କରିବା ସମୟରେ ପ୍ରାନ୍ତରର ଏଣେ ତଣେେ ବୁଲିବ, ତା'ପରେ ମାରେ କୋରଧ ତୁମ୍ଭେ ଜାଣିବ।

ଯିଶାଇୟ 53:6

ମାତ୍ର ଆମ୍ଭମାନେେ ସମସ୍ତେ ମଷେପଲ ସଦୃଶ ବିପଥରେ ବୁଲିଲୁ। ଆମ୍ଭମାନେେ ପ୍ରେତ୍ୟକକ ନିଜ ନିଜ ପଥରେ ୟାଇଅଛୁ। ଆମ୍ଭ ସଦାପ୍ରଭୁ ଆମ୍ଭ ସମସ୍ତଙ୍କର ପାପର ବୋଝ ମୁଣ୍ଡ ରେ ନଇେ ୟାଇଛନ୍ତି।

ଦାନିଏଲ 9:24

ହେ ଦାନିୟେଲ, ପରମେଶ୍ବର ସତୁରି ସପ୍ତାହ ତୁମ୍ଭର ଲୋକମାନଙ୍କ ପାଇଁ ଓ ତୁମ୍ଭର ପବିତ୍ର ନଗର ପାଇଁ ନିରୂପଣ କରିଛନ୍ତି। ଏ ସତୁରି ସପ୍ତାହ ନିରୂପଣ ହବୋର ଲକ୍ଷ୍ଯ ଦେଉଛି, ଆଜ୍ଞା ଲଙ୍ଘନରୁ ଏବଂ ପାପରୁ ବିରତ ହବୋ। ଏହାର ଲକ୍ଷ୍ଯ ଲୋକମାନଙ୍କୁ ପ୍ରାଯଶ୍ଚିତ କରିବା ଏବଂ ଅନନ୍ତକାଳସ୍ଥାଯୀ ଧାର୍ମିକତା ଓ ପ୍ରମାଣିକତା ଦର୍ଶନଗୁଡିକ ଓ ଭବିଷ୍ଯଦବାଣୀ ଓ ପବିତ୍ରସ୍ଥାନ ରେ ଉତ୍ସର୍ଗ କରିବା। ଏହା ଲୋକମାନଙ୍କୁ ଲକ୍ଷ୍ଯ କରେ।

Interlinear

Choose Theme