Home Bibles ☰ Books ଯିହିଜିକଲ 4:7 · ଓଡ଼ିଆ ବାଇବେଲ
ଯିହିଜିକଲ 4:7 · ଓଡ଼ିଆ ବାଇବେଲ

ପରମେଶ୍ବର ପୁନର୍ବାର କହିଲେ, ବର୍ତ୍ତମାନ ୟିରୁଶାଲମର ଅବରୋଧିତ ନଗର ଆଡ଼କୁ ବୁଲିପଡ଼ ଏବଂ ରିକ୍ତ ହସ୍ତ ରେ ଏହା ବିରୁଦ୍ଧ ରେ ଭବିଷ୍ଯଦବାଣୀ କର।

Cross references

ଯିଶାଇୟ 52:10

ସଦାପ୍ରଭୁ ସର୍ବଦେଶୀଯଙ୍କ ସମ୍ମୁଖ ରେ ତାଙ୍କର ପବିତ୍ର ବାହୁ ଅନାବୃତ କରିଛନ୍ତି ଓ ପୃଥିବୀର ପ୍ରେତ୍ୟକକ ତାଙ୍କର ପରିତ୍ରାଣ ଦେଖିବେ।

ଯିହିଜିକଲ 4:3

ଏବଂ ଗୋଟିଏ ଲୁହାର କରଇେ ନିଅ ଏବଂ ତୁମ୍ଭ ଓ ନଗରର ନକ୍ସା ମଧିଅରେ ଲୁହାର ପ୍ରାଚୀର ରୂପେ ସ୍ଥାପନ କର ଏବଂ ଏହା ଆଡ଼କୁ ବୁଲିପଡ଼। ନଗର ତୁମ୍ଭର ଅବରୋଧିତ ହବେ। ଏହା ଇଶ୍ରାୟେଲୀୟମାନଙ୍କର ଏକ ଚିହ୍ନ ହବେ।

ଯିହିଜିକଲ 5:2

ଆଉ ଏକ ତୃତୀଯାଂଶ ଖଡ୍ଗ ରେ କାଟ ଓ ନଗର ଚତୁର୍ଦ୍ଦିଗ ରେ ଭିଣି ଦିଅ। ଆଉ ଏକ ତୃତୀଯାଂଶ କେଶ ପବନର ମୁହଁକୁ ଫୋପାଡ଼ି ଦିଅ କାରଣ ଆମ୍ଭେ ସମାନଙ୍କେୁ ଦୂର ଦେଶ ପର୍ୟ୍ଯନ୍ତ ଅନୁସରଣ କରିବା ଓ ଖଣ୍ଡା ରେ ସମାନଙ୍କେୁ ହତ୍ଯା କରିବା।

ଯିହିଜିକଲ 6:2

ସେ କହିଲେ, ହେ ମନୁଷ୍ଯ ପୁତ୍ର, ତୁମ୍ଭେ ଇଶ୍ରାୟେଲର ପର୍ବତଗଣ ଆଡ଼େ ବୁଲିପଡ଼ ଓ ସମାନଙ୍କେ ପ୍ରତି ଭବିଷ୍ଯଦବାଣୀ ପ୍ରଚାର କର।

ଯିହିଜିକଲ 21:2

ହେ ମନୁଷ୍ଯ ପୁତ୍ର, ତୁମ୍ଭେ ୟିରୁଶାଲମ ଆଡ଼େ ଆପଣା ମୁଖ ରଖ। ପବିତ୍ର ସ୍ଥାନଗୁଡ଼ିକ ବିରୁଦ୍ଧ ରେ ନିଜର ବାକ୍ଯ ବର୍ଷଣ କର ଓ ଇଶ୍ରାୟେଲ ଦେଶ ବିପକ୍ଷ ରେ ଭବିଷ୍ଯଦବାଣୀ ପ୍ରଚାର କର।

Interlinear

Choose Theme